Monthly Archives

April 2022

ନବମ ବାର୍ଷିକ ଅଷ୍ଟଶମ୍ଭୁ ମହାମିଳନ ସମାରୋହ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଙ୍କରା ଖୋଲ ଗ୍ରାମର ମା ପିତାବଳୀ ପ୍ରାଙ୍ଗଣଠାରେ ନବମ ବାର୍ଷିକ ଅଷ୍ଟଶମ୍ଭୁ ମହାମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ମା ପିତାବଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ହେବା ପରେ ବାଜା ଢୋଲ ମହରି ବଜାଇ ମା ବ୍ରାହ୍ମଣୀ ଦେବୀ, ବରାଳଦେବୀ ଓ ଶେଷରେ
Read More...

ମାସକୁ ୮୦ ଲକ୍ଷରୁ ଅଧିକ ଟଙ୍କା ନିଅନ୍ତି ଏହି ଖେଳାଳିଙ୍କ ଗାର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ,୭/୪: କ୍ରିଷ୍ଟିଆନୋ ରୋନାଲ୍‌ଡୋ କ୍ରୀଡ଼ାପ୍ରେମୀଙ୍କ ପ୍ରଥମ ପସନ୍ଦ କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । କିନ୍ତୁ ଏଥର ତାଙ୍କର ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ୍‌ଙ୍କୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଏକ
Read More...

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱ ରଞ୍ଜନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ
Read More...

ଭାରତକୁ ଜୟସୁରିୟାଙ୍କ ପ୍ରଶଂସା

କଲମ୍ବୋ: ଶ୍ରୀଲଙ୍କା ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଏହାକୁ ଯଥା ସମ୍ଭବ ସହଯୋଗ କରିବାରେ ଲାଗିଛି ଭାରତ । ସଙ୍କଟ ବେଳେ ସହଯୋଗର ହାତ ବଢାଇଥିବାରୁ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିୟା ଭାରତକୁ ବଡ ଭାଇର ଆଖ୍ୟା ଦେଇ ପ୍ରଶଂସା କରିଛନ୍ତି । ଏଥିସହ ଭାରତ ସମେତ ସବୁ
Read More...

ଚୋରି ହୋଇଯାଇଥିବା ମୋବାଇଲ ଫେରି ପାଇଲେ ମୋବାଇଲ ମାଲିକ

ନବରଙ୍ଗପପୁର: ବର୍ତ୍ତମାନ ସମୟରେ ମୋବାଇଲ ଏକ ମହତ୍ୱପୂର୍ଣ୍ଣ ଓ ଅପରିହାଯ୍ୟ ଦ୍ରବ୍ୟ ପାଲଟିଯାଇଛି । ନିଜ ବ୍ୟକ୍ତିଗତ ତଥ୍ୟ ସହ ଅଫିସ କାମଠାରୁ ଆରମ୍ଭ କରି ନିଜ ପ୍ରିୟଜନଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ମୋବାଇଲରେ ରଖିଥାଉ । ତେବେ ଯଦି ସେହି ମୋବାଇଲ ହଜିଗଲେ କେତେ ଯେ କଷ୍ଟ ହୁଏ ।
Read More...

ଦିନକ ଆଗରୁ ବନ୍ଦ ହେଲା ସଂସଦ ଅଧିବେଶନ

ନୂଆଦିଲ୍ଲୀ: ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି । ଦିନକ ଆଗରୁ ମୁଲତବୀ ଘୋଷଣା ହୋଇଛି ଉଭୟ ଲୋକସଭା ଓ ରାଜ୍ୟସଭା । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ତୈଳଦର, ଦରଦାମ ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା ୫୭ କୋଟି ଟଙ୍କାର ଦୁର୍ନୀତି
Read More...

ବାଧ୍ୟତାମୂଳକ ହେଲା ଏଟିଏସ ମାଧ୍ୟମରେ ଯାନବାହନ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ: ଆସନ୍ତା ବର୍ଷଠାରୁ ସମସ୍ତ ପରିବହନ ଯାନବାହନର ‘ଫିଟ୍‌ନେସ୍‌ ସାର୍ଟିଫିକେଟ୍‌’ କେବଳ ‘ଅଟୋମେଟେଡ୍‌ ଟେଷ୍ଟିଙ୍ଗ୍‌ ଷ୍ଟେସନ୍‌’ ମାଧ୍ୟମରେ କରାଇବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡିଛି । କେବଳ
Read More...

ଦୁର୍ଘଟଣାଜନିତ ମୃତ୍ୟୁରେ ଭାରତ ବିଶ୍ୱରେ ନମ୍ବରୱାନ

ନୂଆଦିଲ୍ଲୀ,୭/୪ : ଭାରତରେ ସଡ଼କ ଦୁର୍ଘଟଣା ସ୍ଥିତି ଅତ୍ୟନ୍ତ ସାଂଘାତିକ । ପ୍ରତିଦିନ ଶହ ଶହ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଯେତେ ପଦକ୍ଷେପ ନେଲେ ବି ଦୁର୍ଘଟଣା କମୁ ନାହିଁ,ବରଂ ବଢୁଛି । ସଡ଼କ ଦୁର୍ଘଟଣା ମୃତ୍ୟୁରେ ଭାରତ ବିଶ୍ୱରେ ନମ୍ବରୱାନ । ବୁଧବାର ରାଜ୍ୟସଭାରେ ଏପରି ସୂଚନା
Read More...

ନବରଙ୍ଗପୁର ଜିଲ୍ଲା ଆଥଲେଟିକ ଦଳର ଭୁବନେଶ୍ୱର ଗସ୍ତ

ନବରଙ୍ଗପୁର : ନବରଙ୍ଗପୁର କ୍ରୀଡ଼ା ସଙ୍ଘର ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଉପସଭାପତି ଏମ. ବାଳକୃଷ୍ଣ ରାଓଙ୍କ ସହଯୋଗରେ ଏକ ପଚିଶ ଜଣିଆ ଆଥ୍‌ଲେଟିକ ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି । ସୂଚନା ଯୋଗ୍ୟ ଯେ ଆସନ୍ତା ୮ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ
Read More...

ବୌଦ୍ଧଜିଲ୍ଲା ବିଜେପି ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଓ ଆୟୁଷ୍ମାନ୍‌ ଭାରତ ସାମାଜିକ ପକ୍ଷର ଦ୍ୱିିତୀୟ ଦିନର…

ବୌଦ୍ଧ,୭/୪- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ପ୍ରତିଷ୍ଠା ଦିବସର ମୁଖ୍ୟ ଲକ୍ଷ୍ୟ " ସାମାଜିକ ପକ୍ଷର ଦ୍ୱିତୀୟ ଦିବସରେ ଜିଲ୍ଲାର ସଦରମହକୁମା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସହ ତାଙ୍କର ଅଭାବ ଅସୁବିଧା ଓ ଚିକିତ୍ସା ସମ୍ବନ୍ଧୀୟ ପଚାରି ବୁଝିବା ସହିତ ଡାକ୍ତରଖାନା ପରିସର
Read More...