Monthly Archives

April 2022

କୌଶଳୀ ଓ ଅଣକୌଶଳୀ ଶ୍ରମିକଙ୍କ ଅନୁପସ୍ଥିତିରେ ସରିଲା ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର

ପାଟଣାଗଡ଼ : ପାଟଣାଗଡ଼ ଏନ୍‌ଏସି ବ୍ରାହ୍ମପୁରା ସ୍ଥିତ ସୁଭଦ୍ରା ଭବନ ପରିସରରେ ବ୍ଳକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣୀ ଶିବିରରେ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି, ଜୋନ୍‌ ନଂ ୧୪
Read More...

ଆସନ୍ତା ୧୦ରୁ ଚାଲିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ଜାଣନ୍ତୁ କେଉଁ କେଉଁ ଷ୍ଟେସନରେ ରହିବ

ଭୁବନେଶ୍ୱର: ସମ୍ବଲପୁର-ପୁରୀ-ସମ୍ବଲପୁର ଇଂଟର ସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରାଇବା ପାଇଁ ନିଷ୍ପତି ନିଆଯାଇଛି । ୧୮୩୦୩ ସମ୍ବଲପୁର-ପୁରୀ ଇଂଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ ଘଟିକାରେ ଛାଡ଼ି ପୁରୀ ଠାରେ ଅପରାହ୍ନ ୧୨ଘ.୫୦ମି.ରେ ପହଂଚିବ ।
Read More...

ଜେଲ୍‌ ଗଲା ଚୁଲିଭଙ୍ଗା ଅଭିଯୁକ୍ତ ; କାହିଁକି ଭାଙ୍ଗିଲା,ଗୋଟି ଗୋଟି କରି କହିଲା

ପୁରୀ,୬/୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ । ତାଙ୍କୁ ବହୁ ଭକ୍ତି କରେ । କିନ୍ତୁ ଏଠି କିଛି ଲୋକ ଖାଇବାକୁ ପାଉନଥିବା ବେଳେ ଆଉ କିଛି ଲୋକଙ୍କ ପାଖରେ ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ କ୍ରୋଧ ଓ ଅଭିମାନ ଥିଲା । ସେହି କ୍ରୋଧରେ ହିଁ ଚୁଲି ଭାଙ୍ଗିଦେଲି । ମହାପ୍ରଭୁଙ୍କ
Read More...

ବିଜେଡି ହାତେଇପାରେ ଦଶପଲ୍ଲା ଏନଏସି ଉପାଧ୍ୟକ୍ଷ ପଦ !

ଦଶପଲ୍ଲା : ଆସନ୍ତାକାଲି ହେବ ଦଶପଲ୍ଲା ଏନଏସି ପାଇଁ ଉପାଧ୍ୟକ୍ଷ ନିର୍ବାଚନ । ଏହି ନିର୍ବାଚନରେ କାହା ମୁଣ୍ଡରେ ହାତୀ ଢାଳିବ ସୁନାକଳସ, ତାକୁ ନେଇ ଚାଲିଛି ରାଜନୈତିକ ଛକାପଞ୍ଝା । ବିଶେଷ ଭାବେ ସ୍ୱାଧୀନ ବିଜେତା କାଉନସିଲରଙ୍କ ମଧ୍ୟରେ ଅଛିଣ୍ଡା ଅଙ୍କ କାରଣରୁ ବିଜେଡି ପଲ୍ଲାରେ ଉପାଧ୍ୟକ୍ଷ
Read More...

ବୌଦ୍ଧ ଟାଉନହଲ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ

ବୌଦ୍ଧ,୬ା୪ : ଆଜି ସ୍ଥାନୀୟ ଟାଉନହଲ ଠାରେ ନିଯୁକ୍ତି ମେଳା ୨୦୨୧-୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଏହି ମେଳାକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ମିଶ୍ର ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ବେକାର ଯୁବତୀ ଯୁବକ
Read More...

ବୌଦ୍ଧରେ ଶ୍ରୀରାମଲୀଳା ଯାତ୍ରା ମହାଆଡମ୍ବରରେ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ,ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ସହ ଆୟୋଜିତ…

ବୌଦ୍ଧ,୬ା୪ : କରୋନା କଟକଣା ହଟିବା ପରେ ଦୁଇବର୍ଷ ହେଲା ବନ୍ଦ ରହିଥିବା ବୌଦ୍ଧର ଐତିହାସିକ ରାମଲୀଳା ଯାତ୍ରା ଚଳିତବର୍ଷ ମହାଆଡମ୍ବରରେ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପ୍ରେଲ ୧୦ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୧୮ ଦିନ ଧରି ହେବାକୁଥିବା ବୌଦ୍ଧର ଏହି ଗଣପର୍ବକୁ ସଫଳ କରିବା
Read More...

ନିଲାମ ହେବ ମାରାଡୋନାଙ୍କ ଜର୍ସି

ଲଣ୍ଡନ,୬ ।୪: ବିଶ୍ୱ ଫୁଟବଲ ଜଗତର ମହାନ ଖେଳାଳି ଡିଏଗୋ ମାରୋଡୋନାଙ୍କ ଜର୍ସିର ଖୁବ୍‌ ଶୀଘ୍ର ନିଲାମ ହେବ । ଅନଲାଇନରେ ନିଲାମ ହେବ ତାଙ୍କର ଜର୍ସି । ମାରାଡୋନା ୧୯୮୬ ୱାର୍ଲଡ କପ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ପିନ୍ଧିଥିଲେ ଏହି ଜର୍ସି । ଏହାକୁ ପ୍ରଥମ
Read More...

ହକି ପାଇଁ ଦିଆଯାଇଥିବା ଅର୍ଥର ଦୁରୁପଯୋଗ ; ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ହକି ଇଣ୍ଡିଆକୁ ଦିଆଯାଇଥିବା ପାଣ୍ଠିର ଦୁରୁପଯୋଗ କରିଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା । ଏହି ଅଭିଯୋଗରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ହକି ଇଣ୍ଡିଆର ବିକାଶ ଓ ଖେଳାଳିମାନଙ୍କର ଉନ୍ନତି
Read More...

ପୁଣି ବଢିଲା ଚିନ୍ତା : ଭାରତରେ କରୋନାର ସବୁଠାରୁ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ

ମୁମ୍ବାଇ: ଭାରତରେ କରୋନାର ତାଣ୍ଡବ ଏବର୍ଷ ସରିଯିବ ବୋଲି ଯାହା ଆଶା କରାଯାଉଥିଲା,ତାହା ଏବେ କ୍ଷୀଣ ହୋଇଛି । କାରଣ ଦେଶରେ କରୋନା ସ୍ଥିତି ଟିକେ ଭଲ ଥିବା ବେଳେ ଆଉ ଏକ ଭାରିଆଣ୍ଟ ଆସି ପହଞ୍ଚିଯାଇଛି । ଏହି ଭାରିଆଣ୍ଟ ବ୍ରିଟେନରେ ତାଣ୍ଡବ ରଚିବା ପରେ ଭାରତରେ ପ୍ରବେଶ କରି ଆତଙ୍କର କାରଣ
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।ଏହି ବାଲୁକା କଳାରେ ସୁସ୍ଥ ରହିବାର ସଚେତନତା ବାର୍ତ୍ତା ଦେଇଛନ୍ତି । ଏଥିରେ ସେ ସମସ୍ତଙ୍କୁ ଯୋଗ, ବ୍ୟାୟମ କରିବା, ପୌଷ୍ଟିକ
Read More...