Monthly Archives

April 2022

ଗନ୍ଧରାଡ଼ି କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ଜହ୍ନାପଙ୍କ,୫/୪: ବୌଦ୍ଧ ବ୍ଳକ ଜହ୍ନାପଙ୍କ ସ୍ଥିତ ଗନ୍ଧରାଡି କନିଷ୍ଠ ମହାବିଦ୍ୟାଳୟଠାରେ ଅଧ୍ୟକ୍ଷ ରମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଅଶୋକ ପାଣ୍ଡିଆ ଯୋଗଦେଇ
Read More...

ବିଦ୍ରୋହୀ ନେତାଙ୍କୁ ଚେତାଇଲେ,କନ୍ଦଳ ଛାଡ଼ିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ,୫/୪ : ଦେଶର ଆଭ୍ୟନ୍ତରୀଣ ସୁକ୍ଷା ପ୍ରତି ବିପଦ ବଢୁଛି । ବିଭାଜନକାରୀ ଶକ୍ତିମାନେ ଦେଶକୁ ବରବାଦ କରିବାକୁ ବସିଛନ୍ତି । ଆମ ଦଳରେ ଥିବା ଅସୁବିଧାରୁ ଫାଇଦା ଉଠାଇବାକୁ ଚେଷ୍ଠା କରୁଛନ୍ତି । ତେଣଉ ସାବଧାନ ହୋଇଯାଅ । ସମସ୍ତ ପ୍ରକାର ମତଭେଦ ଭୁଲି ଏକଜୁଟ ହୁଅ ଏବଂ ପାର୍ଟିକୁ ମଜବୁତ
Read More...

ପଞ୍ଚମ ବେଦ ସମ୍ମାନ ପ୍ରାପ୍ତ ନାଟ୍ୟକାର ଲିଙ୍ଗରାଜ ନାହକଙ୍କୁ ମହାସଂଘ ପକ୍ଷରୁ ଶୁଭେଚ୍ଛା

ଗଞ୍ଜାମ :ବ୍ରହ୍ମପୁର କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ପଞ୍ଚମ ବେଦ ସମ୍ମାନ ପ୍ରାପ୍ତ ନାଟ୍ୟକାର ଲିଙ୍ଗରାଜ ନାହାକଙ୍କୁ ତାହାଙ୍କ ବାସ ଭବନଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ମହାସଚିବ ସୁବାସ ଚନ୍ଦ୍ର ସାହୁ
Read More...

ସଂସଦରେ ସଂଖ୍ୟାଗରିଷ୍ଠତା ହରାଇଲେ ଶ୍ରୀଲଙ୍କା ସରକାର

କଲମ୍ବୋ: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିଥି ଦିନକୁ ଦିନ ଆହଉରି ଖରାପ ହେଉଛି । ଦେଶର ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି । ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି ରାଜନୀତିକ ଦଳ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ
Read More...

ଆଶା-ଆଶଙ୍କାରେ ଇମ୍ରାନ : ଆସନ୍ତାକାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ

ଇସଲାମାବାଦ,୫/୪ : ପାକିସ୍ତାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସଂସଦ ଭଙ୍ଗ ଉପରେ ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଦେବାର ଥିଲା । ତେଣୁ ଆଜି ସମସ୍ତଙ୍କର ନଜର ଥିଲା କୋର୍ଟ ଉପରେ । କିନ୍ତୁ କୋର୍ଟ ସମସ୍ତଙ୍କୁ ନିରାଶ କରିଛନ୍ତି ଏବଂ ମାମଲାର ଶୁଣାଣିକୁ ଆସନ୍ତାକାଲିକୁ ଘୁଞ୍ଚାଇଛନ୍ତି
Read More...

ପୁନିତ ସାଗର ମହା ଅଭିଯାନରେ ସାମିଲ ହେଲେ ସୋନପୁର କଲେଜ ଏନସିସି ବିଦ୍ୟାର୍ଥୀ ଓ ସ୍ୱେଚ୍ଛାସେବୀ

ସୁବର୍ଣ୍ଣପୁର : ଆଜି ଜାତୀୟ ପୁନିତ ସାଗର ଅଭିଯାନ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାର ତ୍ରିବେଣୀ ସଙ୍ଗମରେ ଥିବା ବହୁ ପୁରାତନ ଶୈବ ପୀଠ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣ, ଗାଧୁଆ ଘାଟ ତଥା ପର୍ଯ୍ୟଟନକୁ ଆକର୍ଷିତ କରୁଥିବା ବେଢ଼ା, ଶ୍ମଶାନ ରାସ୍ତା ପ୍ରମୁଖ ସଫା କରାଯାଇଛି । ଏହି ଜଳ ଉତ୍ସ
Read More...

ଧାରଣାରେ ବସିଲେ ବୁଗୁଡା କଲୋନୀ ଗ୍ରାମବାସୀ

ଦଶପଲ୍ଲା : ଆଜିଠାରୁ ଧାରଣାରେ ବସିଲେ ବୁଗୁଡା କଲୋନୀର ୫୦ଟି ଆଦିବାସୀ ପରିବାରର ପୁରୁଷ ଓ ମହିଳା । ଖୋର୍ଦ୍ଧା- ବଲାଙ୍ଗୀର ରେଳପ୍ରକଳ୍ପରେ କ୍ଷତିଗ୍ରସ୍ତ ହେଉଥିବା ସ୍ଥାନରେ ଆଦିବାସୀମାନେ ଆଜିଠାରୁ ଡାଳ ଛାମୁଣ୍ଡିଆ କରି ଗଣଧାରଣା ଆରମ୍ଭ କରିଛନ୍ତି । ପ୍ରକାଶଥାଉକି ବାରମ୍ବାର ପ୍ରଶାସନ
Read More...

ଗୋଷ୍ଠୀସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର

ବୌଦ୍ଧ: ଜେଡି ବିଦ୍ୟାଳୟ ବୌଦ୍ଧ ଠାରେ ରାଷ୍ଟ୍ରୀୟ ପ୍ରଶମନ ଦଳ ମୁଣ୍ଡଳି କଟକଙ୍କ ଦ୍ୱାରା ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ବ୍ଲକ ଶିକ୍ଷାଧିକାରୀ ଧୃବଚରଣ ଘିବେଲା ସଭାପତିତ୍ୱ
Read More...

ବାଲିଗୁଡ଼ା ଦଣ୍ଡଯାତ୍ରାର ୧୦୦ ବର୍ଷ ପୂର୍ତ୍ତି,୧୦ରେ ଅଷ୍ଟଶମ୍ଭୁ ମିଳନ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡଯାତ୍ରାକୁ ଚଳିତ ବର୍ଷ ୧୦୦ ବର୍ଷ ପୁରିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା' କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ଯାତ୍ରା ବନ୍ଦ ରହିଥିଲା ।
Read More...

ଆଇନଜୀବୀ ସଂଘର ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ, ରାମ ପ୍ରସାଦ ପାତ୍ର ୭ମ ଥର ସମ୍ପାଦକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ନୂତନ କର୍ମକର୍ତ୍ତାମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ
Read More...