Monthly Archives

April 2022

ଖପ୍ରାଖୋଲ ବିଡ଼ିଓ ଏବଂ ଥାନା ଅଧିକାରୀଙ୍କୁ ଆଞ୍ଚଳିକ ଯୁବ ସଂଘର ସାକ୍ଷାତ ଓ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ନବ ନିର୍ମିତ ସଂଗଠନ ଆଞ୍ଚଳିକ ଯୁବ ସଂଘ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ରାଉତ ଓ ଆଇଆଇସି ରମାକାନ୍ତ ସାହୁଙ୍କୁ ସାକ୍ଷାତ କରି ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଛନ୍ତି । ଆଞ୍ଚଳିକ ଯୁବ ସଂଘ
Read More...

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦୁଇ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ବଲସ୍କୁମ୍ପା ସଂରକ୍ଷିତ ଜଙ୍ଗଲ ଅଧିନସ୍ଥ ଗେଡ୍ରିପାଜୁ ଜଙ୍ଗଲରେ ଦୁଇ ଜଣ ବ୍ୟକ୍ତି ନିଆଁ ଲଗାଉଥିବା ବେଳେ ବନବିଭାଗର ପେଟ୍ରୋଲିଂ ଟିମ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଜଙ୍ଗଲରେ ନିଆଁ ଲଗାଉଥିବା
Read More...

ବିନୟ କ୍ୱାତ୍ରା ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ,୪/୪: ବିନୟ ମୋହନ କ୍ୱାତ୍ରା ଭାରତର ନୂଆ ବୈଦେଶିକ ସଚିବଭାବେ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଏହି ନୂତନ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଶ୍ରୀଙ୍ଗଲା ଏ-୨୦ ସମିଟର ସଂଯୋଜକ ଦାୟିତ୍ୱ
Read More...

ଅବସର ନେଲେ ଟେଲର : ପାଇଲେ ଗାର୍ଡ ଅଫ ଅନର

ନୂଆଦିଲ୍ଲୀ,୪/୪: ଏକାଧିକ ମ୍ୟାଚରେ ନିଜ ଦଳର ବିଜୟରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିବା ନ୍ୟୁଜିଲାଣ୍ଡର ଭେଟେରାନ ବ୍ୟାଟର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇଛନ୍ତି । ନେଦରଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ତୃତୀୟ ମ୍ୟାଚ ଥିଲା ତାଙ୍କର ଶେଷ ମ୍ୟାଚ । ଏହି ମ୍ୟାଚରେ ଆର୍ଯ୍ୟନ
Read More...

ଆଜମଙ୍କ ଆଉ ଏକ କୀର୍ତ୍ତିମାନ : କୋହଲିଙ୍କୁ ପଛରେ ପକାଇଲେ,ଗାଙ୍ଗୁଲିଙ୍କ ସମକକ୍ଷ ମଧ୍ୟ ହେଲେ

ଲାହୋର: ପାକିସ୍ତାନ କ୍ରିକେଟ୍‌ ଦଳର ଅଧିନାୟକ ବାବର ଆଜମ ନିଜ ନାମରେ ଆଉ ଏକ ଉପଲବ୍ଧି ଲିପିବଦ୍ଧ କରିଛନ୍ତି । ଅଷ୍ଟ୍ରଲିଆ ବିପକ୍ଷରେ ଲଗାତାର ଶତକ ଅର୍ଜନ କରି ନିଜ ଦଳକୁ ୨-୧ରେ ଦିନିକିଆ ଶୃଙ୍ଖଳା ବିଜୟୀ କରାଇବା ସହ ବ୍ୟକ୍ତିଗତ ଭାବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛନ୍ତି ସେ । ଏହି କ୍ରମରେ
Read More...

ସୋନପୁର ପ୍ରିମିୟର ଲିଗ-୨୦୨୨: ବଗଳା ୱାରିୟରସ ବିଜୟୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗର ଆଜିର ମ୍ୟାଚ ବଗଳା ୱାରିୟରସ ଓ ମଣ୍ଟୁ ୱାରିୟରସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଗଳା ୱାରିୟରସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୯ ଉଇକେଟ
Read More...

ଫିଟ୍‌ ଇଣ୍ଡିଆ କୁଇଜ୍‌: ଓଡିଶାରୁ ଜିତିଲେ କନିଷ୍କ ଓ ହ୍ୱିପ୍‌ କୁମାର

ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଏଖ ଖଉସି ଖବର । ଫିଟ୍‌ ଇଣ୍ଡିଆ କୁଇଜ୍‌ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି । ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇବେ । ରାଜ୍ୟ
Read More...

ବିଶ୍ୱରେ ବଢୁଛି ଭାରତର ଗୁରୁତ୍ୱ : ୪ଟି ଦେଶକୁ ପଠାଇବ ଗହମ,ଚାଉଳ

ନୂଆଦିଲ୍ଲୀ : ବିଶ୍ୱରେ ଭାରତର ମହତ୍ୱ ଓ ଗୁରୁତ୍ୱ ବଢିବାରେ ଲାଗିଛି । ବିଭିନ୍ନ ଦେଶ ସେମାନଙ୍କର କତେକ ଗୁରୁତର ସମସ୍ୟା ସମାଧାନ ପାଇଁ ଭାରତ ଉପରେ ଅଧିକ ମାତ୍ରାରେ ନିର୍ଭର କରୁଛି । ଏବେ ଶ୍ରୀଲଙ୍କା ତା’ର ଖାଦ୍ୟାଭାବ ଦୂର କରିବା ପାଇଁ ଭାରତର ସାହାଯ୍ୟ ଲୋଡ଼ିଛି ଏବଂ ଭାରତ ମଧ୍ୟ ସାହାଯ୍ୟ
Read More...

ଗୁଲଜାର ହେବେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ରାଜନୀତି ଏବେ ତରଳ ସ୍ଥିିତିରେ ଗତି କରୁଛି । ପ୍ରତିଦିନ ନୂଆ ମୋଡ଼ ନେଉଛି ରାଜନୀତି । ସଂସଦ ଭଙ୍ଗ ହେବାପରଠୁ ସ୍ଥିତି ଆହୁରି ରୋମାଞ୍ଚକର ହୋଇଉଠିଛି । ଏହାରି ଭିତରେ ଦେଶର କାମଚଳା ପ୍ରଧାନମନ୍ତ୍ରୀଙ୍କ ନାମ ସାମ୍ନାକୁ ଆସିଛି । ପାକିସ୍ତାନର ପୂର୍ବତନ ପ୍ରଧାନ
Read More...

ବିଶ୍ୱରେ ବଢୁଛି ଅଣୁ ଅସ୍ତ୍ରର ଚାହିଦା!

ନୂଆଦିଲ୍ଲୀ : ଋଷ୍‌-ୟୁକ୍ରେନ ଯୁଦ୍ଧ ଦେଢ ମାସ ଆଡ଼କୁ ଗତି କରୁଛି । ଋଷ୍‌ ଗୋଟିଏ ପରେ ଗୋଟିଏ ସହର ଉପରେ ଆକ୍ରମଣ କରିଚାଲିଛି । ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିଜର ସୁରକ୍ଷାକୁ ନେଇ ଏବେ ଚିନ୍ତିତ ହୋଇପଡ଼ିଛନ୍ତି । ସେମାନେ ଅଧିକରୁ ଅଧିକ ଆଣବିକ କ୍ଷେପଣାସ୍ତ୍ର ଓ ବୋମା ରଖିବାକୁ ଚିନ୍ତା
Read More...