Monthly Archives

April 2022

ରେଳପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଲେ ବୁଗୁଡା କଲୋନୀ ଗ୍ରାମବାସୀ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧିଗ୍ରହଣ ପ୍ରକିୟା ଶେଷ ହେବାର ନାଁ ଧରୁ ନାହିଁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବୁଗୁଡା କଲୋନୀ ଗ୍ରାମର ୫୦ ଜଣ ଆଦିବାସୀ ଚାଷୀଙ୍କ ଚାଷ ଜମି ରେଳପଥ
Read More...

ସୋନପୁରକୁ ଇନଟାକ୍‌ ରାଜ୍ୟ ଆବାହକଙ୍କ ଆଗମନ, ଐତିହ୍ୟର ସୁରକ୍ଷା ଦିଗରେ କାମ କରିବାକୁ ଦେଲେ ପରାମର୍ଶ

ସୋନପୁର : ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଇନଟାକ୍‌ ର ଓଡିଶା ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ସଂପ୍ରତି ସୁବର୍ଣ୍ଣପୁର ଗସ୍ତ କରି ଇନଟାକ୍‌ ସୋନପୁର ଚେପ୍ଟରର କର୍ମକର୍ତ୍ତା ଓ ସଭ୍ୟମାନଙ୍କୁ ଭେଟି ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଐତିହ୍ୟର ସୁରକ୍ଷା ଓ ପ୍ରଚାର
Read More...

ବିମାନଯାତ୍ରୀଙ୍କ ଠାରୁ ୧୧୩ କୋଟିର ହେରୋଇନ ଜବତ

କୋଲକାତା,୩/୪ : କୋଲକାତା ବିମାନ ବନ୍ଦରରେ ତିନିଜଣ ଆଫ୍ରିକୀୟ ଯାତ୍ରୀଙ୍କ ଠାରୁ ୧୧୩ କୋଟି ଟଙ୍କାର ହୋରୋଇନ ଜବତ ହୋଇଛି । ଜବତ ହେରୋଇନର ଓଜନ ୧୬.୧୫ କିଗ୍ରା ବୋଲି ଜଣାପଡ଼ିଛି । ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଡିଆରଆଇ ଏକ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ଆରଆରଆର ଫିଲ୍ମ ଉପରେ ଏମିତି ପ୍ରତିକ୍ରିୟା ରଖିଲେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩/୪: ଭାରତର ଅର୍ଥନୀତି ଏବଂ ଫିଲ୍ମ ଆରଆରଆର ରେକର୍ଡ ଆୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ । ଗୋୟଲ କହିଛନ୍ତି, ଦେଶରୁ ୪୧୮ ବିଲିୟନ ଡଲାର ଅର୍ଥାତ ୩୨ ଲକ୍ଷ କୋଟି ଟଙ୍କାର ରପ୍ତାନୀ ହୋଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ୫ ପ୍ରତିଶତ ଅଧିକ
Read More...

ଜାଣନ୍ତୁ,ପ୍ରଧାନମନ୍ତ୍ରୀଙ୍କୁ କାହିଁକି ପତ୍ର ଲେଖିଲେ ୧୨୦ ସାଂସଦ

ନୂଆଦିଲ୍ଲୀ,୩/୪: ସରକାରୀ ଉପକ୍ରମଙ୍କ ଘରୋଇକରଣକୁ ବିରୋଧ କରି ବିଭିନ୍ନ ବିରୋଧୀ ଦଳଙ୍କ ୧୨୦ ଜଣ ସାଂସଦ ରବିବାର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ସାର୍ବଜନିକ ଉପକ୍ରମ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆରଆଇଏନଏଲ)ର ଘରୋଇକରଣରୁ ସରକାରଙ୍କୁ ନିବୃତ୍ତ ରହିବାକୁ ସାଂସଦମାନେ
Read More...

୬ ଡକାୟତ ଗିରଫ

ପୁରୀ : ଚନ୍ଦନପୁର ଥାନା ପୋଲିସ ଦ୍ୱାରା ୬ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ଏହି ଅଭିଯୁକ୍ତ ମାନଙ୍କ ଠାରୁ ୨୦ଟି ମୋବାଇଲ, ଦୁଇଟି ବନ୍ଧୁକ, ୪ଟି ବାଇକ ସହ ୩୭୩୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ନାରାୟଣ ମଲ୍ଲିକ, ବିଜୟ ମଲ୍ଲିକ, ସତ୍ୟମ ମହାପାତ୍ର,
Read More...

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରକୁ ମିଳିଲା ଓଡିଶାର ଉତ୍କଳ ବି-୧ ଓ ବି-୨ କୋଇଲା ବ୍ଲକ

ଭୁବନେଶ୍ବର : କୋଇଲା ଖଣି ନିଲାମ ପ୍ରକ୍ରିୟାରେ ଶ୍ରୀ ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡିଶାର ଅନୁଗୁଳ-ତାଳଚେର କୋଇଲା ଅଂଚଳର ଉତ୍କଳ ବି-୧ ଓ ବି-୨  କୋଇଲା ବ୍ଲକକୁ ନିଲାମ ନେବାରେ ସଫଳ ହୋଇଛି | ସବୁଜ ଇସ୍ପାତ ଉତ୍ପାଦନ ମାଧ୍ୟମରେ କ୍ଷମତା ସଂପ୍ରସାରଣ
Read More...

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣା, ଯାଞ୍ଚ ପାଇଁ ୨ଜଣିଆ ଟିମ୍‌ ଗଠନ

ପୁରୀ : ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାର ଯାଞ୍ଚ ପାଇଁ ଗଠନ ହୋଇଛି ୨ଜଣିଆ ଟିମ୍‌ । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକଙ୍କୁ ନେଇ ଟିମ ଗଠନ ହୋଇଛି । ଏହି ଟିମ କିଛି ସେବାୟତ ଓ ଜେଟିପିଙ୍କୁ ଜେରା କରିଛନ୍ତି । ୨ଦିନ ମଧ୍ୟରେ ତଦନ୍ତ କରି ଟିମ୍‌ ରିପୋର୍ଟ ଦେବ ପରେ
Read More...

ଚୈତ୍ର ବାସନ୍ତୀକ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ : ପଶ୍ଚିମଓଡିଶାର ପ୍ରମୁଖ ହରିଶଙ୍କର ତିର୍ଥସ୍ଥଳୀ ମାଁ ବିନ୍ଧ୍ୟବାସନୀ ମନ୍ଦିର ପ୍ରାଙ୍ଗଣରେ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ଚୈତ୍ର ବାସନ୍ତୀକ ପୂଜା ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷିତ ହୋଇଯାଇଛି । ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ
Read More...

ଶିଶୁ ମନ୍ଦିରର ବିକାଶ ପାଇଁ ନବ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ବୈଠକ

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନବ ନିର୍ବାଚିତ ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଶିକ୍ଷାବିତ ଲଳିତ ମୋହନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ
Read More...