Monthly Archives

April 2022

ବାଇକ ଧକ୍କାରେ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର ଆହତ

ବୌଦ୍ଧ,୩/୪: ବୌଦ୍ଧଜିଲ୍ଲାର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ଗୌରମୋହନ ମିଶ୍ର (୯୮ ବର୍ଷ) ବାଇକ ଧକ୍କାରେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶହୀଦ ଛକ ନିକଟରେ ଥିବା ନିଜଘରୁ ବାହାରି ପାଖରେ ଥିବା ଏକ ଦୋକାନକୁ କିଛି ଜରୁରୀ ଜିନିଷ କିଣିବାକୁ ଯାଇଥିଲେ । ସେଠାରୁ ଜିନିଷ
Read More...

ପାଣି ପାଇଁ ରାସ୍ତାରୋକ

ଫୁଲବାଣୀ: କନ୍ଧମାଳ ଜ଼ିଲ୍ଲା ଟିକାବାଲି ଗ୍ରାମ ପାଞ୍ଚୟତ ଥାନା କଲୋନୀବାସୀଙ୍କୁ ଟାଙ୍କି ଦ୍ୱ ।ରା ପାଣି ଯୋଗାଇବା ପାଇଁ କଲୋନୀକୁ ଆସିଥିଲେ ସୁଦ୍ଧା ପାଣି ନ ଦେଇ ଟିପାରିଗାଁର ଲୋକଙ୍କୁ ପାଣି ଦିଆଯିବ କହି ଟିପାରିଗାଁକୁ ଟାଙ୍କି ନେବାକୁ କହିଥିଲେ । ଏଥିରେ କଲୋନୀ ଲୋକ ପାଣି ଦେବାକୁ ବାଧ୍ୟ
Read More...

ପ୍ରଶାସନ ନିଦାବିଷ୍ଣୁ, ବିପଦଶଂକୁଳ ଅବସ୍ଥାରେ କଣ୍ଟାବାଞ୍ଜି ସରକାରୀ ପ୍ରାଥମିକ ବିଦ୍ୟାଳୟ

କଣ୍ଟାବାଞ୍ଜି, : ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ରୂପରେଖ ବଦଳାଇ ସେଗୁଡ଼ିକୁ ସ୍ମାର୍ଟ ସ୍କୁଲରେ ପରିଣତ କରିବା ପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରୁଥଲେ ହେଁ ସେଥିରୁ ଆଶାନୁରୂପ ସୁଫଳ ମିଳୁ ନାହିଁ । ପ୍ରଶାସନିକ ଅବହେଳା ଓ ପରିଚାଳନାଗତ ତ୍ରୁଟି ଯୋଗୁ ଏବେ ବି ଅବହେଳିତ
Read More...

ଆଉ ଏକ ରେକର୍ଡ ଅପେକ୍ଷାରେ ଧୋନୀ

ମୁମ୍ବାଇ : ଆଜି ସଂଧ୍ୟାରେ ଆଇପିଏଲ ୨୦୨୨ର ୧୧ତମ ମ୍ୟାଚ୍‌ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ପୂର୍ବତନ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଟାର୍ଗେଟରେ ଆଉ ଏକ ରେକର୍ଡ ରହିବ । ଧୋନି ଆଜି ତାଙ୍କ ଟି
Read More...

ବନଦୁର୍ଗା ମନ୍ଦିରଠାରେ ଡ୍ରାଇଭର ସଂଘ ବୈଠକ

ପାଟଣାଗଡ଼ : ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ବନଦୁର୍ଗା ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ନୀଳାଞ୍ଚଳ ସିଂ ସଭା ପରିଚଳନା କରିଥିବା ବେଳେ ପାଟଣାଗଡ଼ ଡ୍ରାଇଭର୍‌ ମହାସଂଘର ସଭାପତି ଗଙ୍ଗା ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ
Read More...

ଶ୍ରୀଲଙ୍କାରେ ସ୍ଥିତି ସାଂଘାତିକ, ଚାଉଳ କିଲୋ ୨୨୦ ଛୁଇଁଲା

କଲମ୍ବୋ: ମୁଦ୍ରାସ୍ଫୀତି ଏବଂ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁଁ ଶ୍ରୀଲଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ଅତି ମାତ୍ରାରେ ମହଙ୍ଗା ହୋଇଯାଇଥିବା ଜଣାପଡ଼ିଛି। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଥିବା ସୁପର୍‌ମାର୍କେଟ୍‌ରେ ପନିପରିବା ଦର ୨ଗୁଣ ହୋଇଯିବା ସହ ଚାଉଳ ଓ ଗହମ ଆଦି ପ୍ରଧାନ ଖାଦ୍ୟ
Read More...

ଇମ୍ରାନଙ୍କୁ ବଡ ଆଶ୍ୱସ୍ତି, ପାକିସ୍ତାନରେ ହୋଇପାରେ ସାନି ନିର୍ବାଚନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଖାରଜ ହୋଇଛି। ଉପବାଚସ୍ପତି କାସୀମ ଖାନ ସୁରୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପ୍ରସ୍ତାବକୁ ଖାରଜ
Read More...

ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

ପୁରୀ : ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ରୋଷଘରେ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ଆନନ୍ଦବଜାରରେ ବ୍ୟବସାୟିକ ଶତୃତାକୁ କେନ୍ଦ୍ରକରି ଚୁଲି ଭଙ୍ଗାଯାଇଥିବା ଆଶଙ୍କା । ଗତକାଲି ରାତିରେ ଘଟିଛି ଘଟଣା । ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ପହୁଡ ନିତି ସମୟରେ ରୋଷଘର
Read More...

ସେବାରେ ଲାଗିଲା ଶବ ସଂରକ୍ଷଣ ଫ୍ରିଜର

ପୁରୀ : ପୁରୀ ସ୍ୱର୍ଗଦ୍ୱାର ସେବା ସମିତି ତରଫରୁ ଶବ ସଂରକ୍ଷଣ ଫ୍ରିଜର ସେବା ଗତକାଲି ଓଡିଶା ଦିବସ ଅବସରରେ ଲୋକାର୍ପିତ ହୋଇଛି । ଲୋକାର୍ପଣର ଦ୍ୱିତୀୟ ଦିନରୁ ହିଁ ଏହାର ଲାଭ ପୁରୀ ସହରବାସୀ ନେବା ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ପୁରୀ ରେଡକ୍ରସ ରୋଡ ନିବାସୀ ଲୀଳା ଶର୍ମା ନିଜର ସ୍ୱର୍ଗତ
Read More...

୮ମ ଜାତୀୟ ଫୁଟଭଲି ଫେଡରେସନ କପ୍‌ -୨୦୨୨, ଓଡ଼ିଶା ଚମ୍ପିୟାନ୍‌

ଘୁ ଉଦୟଗିରି: ଫୁଟଭଲି ଫେଡରେସନ୍‌ ଅଫ୍‌ ଇଣ୍ଡିଆ, ନୂଆଦିଲ୍ଲୀ ଆନୁକୁଲ୍ୟରେ ଏବଂ କେରଳ ଫୁଟଭଲି ଆସୋସିଏସ ଦ୍ୱାରା କୁଚିକୋଡି ଠାରେ ଆୟୋଜିତ ୮ମ ଜାତିୟ ଡବଲସ୍‌ ପୁରୁଷ ଫୁଟଭଲି ଫେଡରେସନ୍‌ କପ୍‌ -୨୦୨୨ ର ଫାଇନାଲ ମ୍ୟାଚରେ କେରଳ ରାଜ୍ୟ ଦଳକୁ ୨-୦ ସେଟରେ ପରାସ୍ତ କରି ଓଡ଼ିଶା ଦଳ ଚମ୍ପିୟନ
Read More...