Monthly Archives

April 2022

ତେଲଗୁ ନବବର୍ଷ ଉଗାଦି ମହୋତ୍ସବ -୨୦୨୨ ପାଳିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସହରରେ ରହୁଥିବା ତେଲୁଗୁ ଦେବାଙ୍ଗ (ଢେରା) ସଂପ୍ରଦାୟ ପକ୍ଷରୁ ସ୍ଥାନୀୟ ବୁଢିମା କଲ୍ୟାଣ ମଣ୍ଡପ ପରିସରରେ ତେଲୁଗୁ ନବବର୍ଷ ଉଗାଦି ପର୍ବ ଉତ୍ସାହର ସହ ପାଳିତ ହୋଇଯାଇଛି । ବି.ସତ୍ୟ ନାରାୟଣ ରାଓଙ୍କ ସଂଯୋଜନାରେ ଆରଧ୍ୟା ଦେବୀ ବୁଢିମା ଠାକୁରାଣୀଙ୍କ ପାରମ୍ପରିକ
Read More...

ଅପ୍ରେଲ ୧୦ରୁ ଆରମ୍ଭ ହେବ ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା

ଦଶପଲ୍ଲା : ମହାମାରୀ କରୋନାକୁ ନେଇ ସାରାଦେଶରେ ଦୁଇ ବର୍ଷ ହେଲା ବିଭିନ୍ନ ପରମ୍ପରା ବା ଯାତ୍ରା ମହୋତ୍ସବ ବନ୍ଦ ହୋଇରହିଛି । ଚଳିତବର୍ଷ ଏଥିରେ ଆଶ୍ୱସ୍ତି ଆସିବା ପରେ ବିଭିନ୍ନ ପର୍ବପର୍ବାଣୀ ସହ ଯାତ୍ରା ମହୋତ୍ସବ ଉପରୁ ସରକାର ପ୍ରତିବନ୍ଧକ ହଟାଇଛନ୍ତି । ଫଳରେ ପୁଣି ଥରେ ରାଜ୍ୟର ବିଭିନ୍ନ
Read More...

ଶିଶୁଙ୍କ ଶିକ୍ଷାକୁ ପ୍ରାଧାନ୍ୟ ଓ ଦେୟମୁକ୍ତ ଶିକ୍ଷାକେନ୍ଦ୍ରର ଶୁଭାରମ୍ଭ

ଗଜପତି/ପାରଳାଖେମୁଣ୍ଡି, ୨/୪- ଉତ୍କଳ ଦିବସ ଅବସରରେ ଆକ୍ସନଏଡ଼ ଓ ଜିଲ୍ଲାପ୍ରଶାସନ ମିଳିତ ଉଦ୍ୟମରେ ରାୟଗଡ ବ୍ଲକର ଦୁଇଗୋଟି ଶିଶୁମିତ୍ର ପଞ୍ଚାୟତ ନାରାୟଣପୁର ଓ ଜିରାଙ୍ଗର ଚାରୋଟି ଗ୍ରାମରେ ଶିଶୁଙ୍କର ଶିକ୍ଷାକୁ ପ୍ରାଧାନ୍ୟଦେଇ ଦେୟମୁକ୍ତ ଶିକ୍ଷାକେନ୍ଦ୍ରର ଶୁଭାରମ୍ଭ ହୋଇଛି । ଏହି
Read More...

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ପକ୍ଷରୁ ରେଶମ ଚାଷ ସମୂହ ଋଣ ଯୋଜନାର ଶୁଭାରମ୍ଭ

ଘୁ ଉଦୟଗିରି,୨/୪: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ପରିସର ଠାରେ ଥିବା ପ୍ରେକ୍ଷାଳୟରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ,ଫୁଲବାଣୀ ପକ୍ଷରୁ ରେଶମ ଚାଷ ସମୂହ ଋଣ ପ୍ରଦାନ କାର୍ଯ୍ୟକ୍ରମ ଉପରେ କନ୍ଧମାଳ ଜିଲ୍ଲା ରେଶମ ଚାଷୀ, ରେଶମ କାର୍ଯ୍ୟାଳୟର ଅଫିସର,
Read More...

କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଚା ଦୋକାନ ଉଦ୍‌ଘାଟିତ

ଗଜପତି/ପାରଳାଖେମୁଣ୍ଡି, ୨/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ବହୁଚାରା ମାତା କିନ୍ନର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଚା ଦୋକାନ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା, ଜିଲ୍ଲାପରିଷଦ
Read More...

ସୁବର୍ଣ୍ଣପୁର ନଦୀ ସଂଗମ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ ହିନ୍ଦୁ ନବବର୍ଷ ପାଳିତ

ସୁବର୍ଣ୍ଣପୁର,୨/୪ - ଚୈତ୍ର ଶୁକ୍ଲ ପ୍ରତିପଦା ତଥା ହିନ୍ଦୁ ନବବର୍ଷ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ,ସଂସ୍କାର ଭାରତୀ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମିଳିତ ଭାବରେ ମହାନଦୀ ଓ ତେଲନଦୀ ସଂଗମସ୍ଥଳୀ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ
Read More...

ଓଡ଼ିଶା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ଲେଖକ ଲେଖିକା ପୁସ୍ତକ ଲୋକାର୍ପଣ

ଗଜପତି/ପାରଳାଖେମୁଣ୍ଡି, ୨/୪- ୮୭ ତମ ଉତ୍କଳ ଦିବସ ପାଳନ ଉତ୍କଳ ସମ୍ମିଳନୀ ଗଜପତି ଶାଖା ତରଫରୁ ସ୍ଥାନୀୟ ଉତ୍କଳ ହିତୈଶିନୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଲୋକାର୍ପଣରେ ବିଚିତ୍ରନନ୍ଦ ବେବର୍ତା ଏବଂ ବିନୋଦ ଚନ୍ଦ୍ର ଜେନାଙ୍କ
Read More...

ସୁପ୍ରିମକୋର୍ଟ ଜଜ୍‌ଙ୍କ ଦ୍ୱାରା ଭର୍‌ଚୁଆଲ କୋର୍ଟ ଓ ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ର ଉଦଘାଟିତ

ନବରଙ୍ଗପୁର,୨/୪ - ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍‌ଚୁଆଲ) ମାଧ୍ୟମରେ ଆଜି ନବରଙ୍ଗପୁର ଜିଲ୍ଲାକୋର୍ଟ ପରିସରରେ ଭର୍‌ଚୁଆଲ କୋର୍ଟ ରୁମ୍‌, ସୁରକ୍ଷିତ ସାକ୍ଷ୍ୟ ଗ୍ରହଣ କେନ୍ଦ୍ର ଓ ସାକ୍ଷୀ ପ୍ରତୀକ୍ଷା ଗୃହର ଶୁଭ ଉଦଘାଟନ
Read More...

ନିର୍ଭୟା କଡି, ମୋ ଗେହ୍ଲା ଝିଅ ଏବଂ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ,୨/୪: ବ୍ରହ୍ମପୁର ସହରାଞ୍ଚଳ ସିଡିପିଓ ଡିଭିଜନ ୨ ପକ୍ଷରୁ ନିର୍ଭୟା କଡି, ମୋ ଗେହ୍ଲା ଝିଅ ଏବଂ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସିଡିପିଓ ୨ର ସମସ୍ତ ଅଙ୍ଗନୱାଡି କର୍ମୀ, ସହାୟିକାଙ୍କ ସମେତ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର
Read More...

ପୋଲିସ ପ୍ରତିଷ୍ଠା ଦିବସ: ଶ୍ରେଷ୍ଠ ୫ ପୁଲିସ ପୁରସ୍କୃତ

ଫୁଲବାଣୀ,୨/୪ :- କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୁଲିସ୍‌ ପଡ଼ିଆରେ ଅନୁଷ୍ଠିତ ଏହି ଉତ୍ସବରେ ଆଇଆର ବି ଏନ୍‌ ଓ ଏପିଆର୍‌ ଦ୍ୱାରା ପ୍ୟାରେଡ୍‌ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଆରକ୍ଷୀ ଅଧିକାରୀ
Read More...