Monthly Archives

April 2022

ଆଜିଠାରୁ ଆରମ୍ଭହେଲା ଯୋଗେଶ୍ୱର ଦେବଙ୍କ ଦଣ୍ଡଯାତ୍ରା

ଦଶପଲ୍ଲା,୨/୪: - ଦଶପଲ୍ଲା ବ୍ଲକ୍‌ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମରେ ବିରାଜିତ ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଯୋଗେଶ୍ୱର ମହାଦେବଙ୍କ ପୀଠରେ ଆଜିଠାରୁ ୧୩ ଦିନାତ୍ମକ ଦଣ୍ଡଯାତ୍ରା ବା ଝାମୁଯାତ୍ରା ଆରମ୍ଭ ହୋଇଛି । ଅମାବାସ୍ୟା ରାତ୍ର ୧୧
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୧ ମୃତ,୧୫ ରୁ ଅଧିକ ଆହତ

ଦଶପଲ୍ଲା,୨/୪- ଆଜି ମଧ୍ୟାହ୍ନ ୧୨ଟାରେ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂଜାତୀୟ ରାଜପଥର ଟାକରା ଘାଟି ନିକଟସ୍ଥ ପଡିଆ କୁଟିବାରି ନିକଟରେ ଓଡ଼ିଶା ରାଜ୍ୟ ପରିବହନ ନିଗମର ଜଟଣୀ- କଣ୍ଟାମାଳ ଯାତ୍ରୀବାହି ବସ୍‌ ସହ ଜଟଣୀରୁ ଆସୁଥିବା ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ
Read More...

ବୌଦ୍ଧରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ”

ବୌଦ୍ଧ : ଓଡିଶା ଦିବସ ଅବସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରାୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ” ଗତକାଲି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲା ସଂଗ୍ରାହଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ
Read More...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ

ଛତିଶଗଡ : ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ। ଏନେଇ ଆଜି ଛତିଶଗଡ ରାୟଗଡ ସେସନ୍ସ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବ୍‍ଲି ହତ୍ୟା ଘଟଣାରେ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ଅନ୍ୟତମ ଅଭିଯୁକ୍ତ ଅନୁପ
Read More...

ଅଲ୍‌ ଓଡିଶା ଅଙ୍ଗନୱାଡି ଆସୋସିଏସନ ବୌଦ୍ଧ ଶାଖା ତରଫରୁ ବିକ୍ଷୋଭ ଶୋଭାଯାତ୍ରା

ବୌଦ୍ଧ,୨/୪- ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ବୌଦ୍ଧ ଶାଖା ତରଫରୁ ୧୪ ଦଫା ଦାବିନେଇ ଆଜି ଏକ ବିକ୍ଷୋଭ ଶୋଭାଯାତ୍ରା ବୌଦ୍ଧରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଏହି ବିକ୍ଷୋଭ ଶୋଭାଯାତ୍ରା ବାହାରି
Read More...

ଆକାଂକ୍ଷା ମହିଳା ସଂଗଠନ ତରଫରୁ ଉତ୍କଳ ଦିବସ ପାଳିତ

ଗଜପତି,୨/୪- ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିଲା । ପ୍ରଥମେ ଆକାଂକ୍ଷା ମହିଳା ସଂଗଠନର କର୍ମକର୍ତ୍ତା ମାନେ ଗାନ୍ଧୀଛକ ଠାରେ ଥିବା ଗଜପତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳା ପ୍ରଦାନ କରିଥିଲେ ।
Read More...

ସୀତାରାମ ୟୁଥ୍‌ କ୍ଲବ୍‌ ପକ୍ଷରୁ ଉତ୍କଳ ଦିବସ ପାଳନ

ଦଶପଲ୍ଲା,୨/୪ : - ଦଶପଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ ସୀତାରାମ ୟୁଥ୍‌ କ୍ଲବ୍‌ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍କୁଲ୍‌ - କଲେଜ ଛାତ୍ରଛାତ୍ରୀଙ୍କୁ ନେଇ ‘ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାପୁରୁଷଙ୍କ ଭୂମିକା ’ ନେଇ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ
Read More...

ପୁରୀ ଜିଲ୍ଲାସ୍ତରୀୟ ୮୭ତମ ଓଡିଶା ଦିବସ ପାଳିତ

ପୁରୀ,୨/୪- ଜିଲ୍ଲାସ୍ତରୀୟ ୮୭ତମ ଓଡିଶା ଦିବସ ପାଳିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସଭାରୋ ପୌରହିତ୍ୟ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର
Read More...

୮୭ତମ ପୋଲିସ ପ୍ରତିଷ୍ଠା ଦିବସରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କୁ ଡିଜିପି ପଦକ ପ୍ରଦାନ

ବାଲିଗୁଡା,୨/୪: ୮୭ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଠାରେ ପାଳନ ହୋଇଯାଇଥିବା ବେଳେ ଏହି ଅବସରରେ ରାଜ୍ୟର ବିଭିନ୍ନ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ସବ-ଇନ୍ସପେକ୍ଟରଙ୍କୁ ଡିଜିପି ପଦକ(ଡିସ୍କ)ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ଉତ୍କୃଷ୍ଠ
Read More...

ଅବସରପ୍ରାପ୍ତ ସମାଜସେବୀ ଶିକ୍ଷକଙ୍କ ପରଲୋକ

ଫୁଲବାଣୀ,୨/୪:- କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ସମାଜସେବୀ ଦରଦୀ, ଅସହାୟକୁ ସହାୟତା କାର୍ଯ୍ୟରେ ଲିପ୍ତ ରହୁଥିବା ଅବସରପ୍ରାପ୍ତ ଶିକ୍ଷକ ଭୀମସେନ ସାହୁଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କର ଶିଷ୍ୟମାନେ ଆଜି ସରକାରୀ ଚାକିରୀରେ ଅଧିଷ୍ଠିତ ରହିଛନ୍ତି । ସେମାନେ ମଧ୍ୟ ତାଙ୍କ ବିୟୋଗରେ ଦୁଃଖ
Read More...