Monthly Archives

April 2022

ମାର୍ଚ୍ଚରେ ସର୍ବକାଳୀନ ରେକର୍ଡ ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ : ମାର୍ଚ୍ଚରେ ଜିଏସଟି ସଂଗ୍ରହ କ୍ଷେତ୍ରରେ ଆଶାତୀତ ସଫଳତା ମିଳିଛି । ଏହି ମାସରେ ମିଳିଛି ମୋଟ ୧.୪୨ ଲକ୍ଷ କୋଟି ଟଙ୍କାର ଜିଏସଟି,ଯାହାକି ମାସିକ ଜିଏସଟି ସଂଗ୍ରହରେ ଏକ ସର୍ବକାଳୀନ ରେକର୍ଡ ବୋଲି ଅର୍ଥମନ୍ତ୍ରାଳୟ କହିଛି । ଏହା ୨୦୨୧ର ମାର୍ଚ୍ଚ ମାସ ତୁଳନାରେ ୧୫ ପ୍ରତିଶତ ଅଧିକ
Read More...

ଆକାଶରେ ଧକ୍କା ଖାଇ ପର୍ବତରେ ଖସିପଡ଼ିଲା ବିମାନ

ସିଓଲ୍‌,୧/୪: ଆଜି ତାଲିମ ବେଳେ ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଆକାଶରେ ପରସ୍ପର ସହିତ ଧକ୍କା ଖାଇବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । ଜରୁରୀକାଳୀନ ସେବା ଅଧିକାରୀମାନେ କହିଛନ୍ତି, ପରସ୍ପର ସହିତ ଧକ୍କା ଖାଇବା ପରେ
Read More...

ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ପ୍ରାତଃ ୫ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଡାକବାଜି ଯୋଗେ ବନ୍ଦେ ଉତ୍କଳ ଜନନୀ ପରିବେଶଷଣ କରି ସହର ପରିକ୍ରମା କରାଯାଇଥିଲା ।
Read More...

ଭାରତକୁ ପୁଣି ଧମକ ଦେଲା ଆମେରିକା

ନୂଆଦିଲ୍ଲୀ,୧/୪ : ଆମେରିକା ପୁଣି ଭାରତକୁ ଧମକ ଦେଇଛି । ଆମେରିକା କହିଛି ଯେ ଏତେ ବୁଝାଇବା ପରେ ବି ଯଦି ଭାରତ ଋଷ୍‌ ସହ ବାଣିଜ୍ୟିକ ସଂପର୍କ ରଖେ,ତେବେ ଭାରତ ପାଇଁ ତାହା ମହଙ୍ଗା ପଡ଼ିବ । ଆମେରିକାର ଡେପୁଟି ଏନଏସଏ(ଜାତୀୟ ସୁରକ୍ଷା ଉପପରାମର୍ଶଦାତା) ଦଲିପ ସିଂହ ସମ୍ପ୍ରତ୍ତି ଭାରତ
Read More...

ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଯୋଗ ଦେଇ ଆନୁଷ୍ଠାନିକ ପ୍ୟାରେଡ଼ରେ ଅଭିବାଦନ
Read More...

ଓଟିଡିସି ପକ୍ଷରୁ ପୁରୀ ସ୍ୱର୍ଗଦ୍ୱାରରେ ଶୁଦ୍ଧ ନିରାମିଷ କାଫେଟେରିଆ ଲୋକାର୍ପିତ

ପୁରୀ : ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଏବଂ ପୁରୀ ହେଉଛି ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ବିଶ୍ୱାସ ରହିଛି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେଲେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ । ସେଇଥିପାଇଁ ତ ଅନେକ ନିଜର ମୃତ୍ୟୁ ପରେ ତାଙ୍କର ଶବକୁ ପୁରୀ ସ୍ୱର୍ଗଦ୍ୱାରରେ
Read More...

ଘୁ.ଉଦୟଗିରି ଆହାର କେନ୍ଦ୍ରର ବାର୍ଷିକୀ ଉତ୍ସବରେ ଯୋଗ ଦେଲେ ଏନଏସି ଅଧ୍ୟକ୍ଷା, ଖାଇଲେ ଭାତ-ଡାଲମା

ଘୁ ଉଦୟଗିରି : ସ୍ଥାନୀୟ ସହରରେ ଥିବା ଆହାର କେନ୍ଦ୍ରକୁ ଆଜି ସାତ ବର୍ଷ ପୁରିଥିବା ବେଳେ ଆହାର କେନ୍ଦ୍ରକୁ ବେଲୁନ,ଫୁଲ ଲଗେଇ ସୁନ୍ଦର ଭାବେ ସଜା ଯାଇଥିଲା । ସ୍ଥାନୀୟ ବିଡିଓ ତଥା ଅତିରିକ୍ତ ଉପଜିଲ୍ଲାପାଳ ଆଶିଶ ତ୍ରିପାଠୀଙ୍କ ସମେତ ଏନଏସିର ନବନିର୍ବାଚିତ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ
Read More...

ପାଟଣାଗଡ଼ ପ୍ରଶାସନ ପକ୍ଷରୁ ୮୬ ତମ ଓଡ଼ିଶା ଦିବସ ପାଳିତ

ପାଟଣାଗଡ଼ : ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ସମାରୋହ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ଼ ସହର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପରେ ସ୍ଥାନୀୟ ରମାଇଁ ହାଇସ୍କୁଲ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ଜିଲ୍ଲା ଗ୍ରନ୍ଥାଗାର ପ୍ରେକ୍ଷାଳୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ "ପରୀକ୍ଷା ପେ ଚର୍ଚ୍ଚା ୨୦୨୨' ର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆଭାସୀ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ
Read More...

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ଅବସର ଗ୍ରହଣ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କର ବ୍ୟକ୍ତିଗତ ସହାୟକ ଧବଳକିଶୋର ପଣ୍ଡା ଗତକାଲି ଅବସର ଗ୍ରହଣ କରିଛନ୍ତି । ଏ ଅବସରରେ ତାଙ୍କୁ ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଛ୍ୱସିତ ବିଦାୟକାଳିନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସଭାରେ
Read More...