Monthly Archives

April 2022

ବିବାହ ପରେ ଆରସିବି କ୍ୟାମ୍ପରେ ଯୋଗଦେଲେ ମ୍ୟାକ୍ସୱେଲ, ଜାଣନ୍ତୁ କେବେଠୁ ଖେଳିବେ ମ୍ୟାଚ୍‌

ମୁମ୍ବାଇ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସୱେଲ ତାଙ୍କ ବିବାହ ସମାପ୍ତ କରିବା ପରେ ଭାରତରେ ପହଞ୍ଚିଛନ୍ତି । ଏ ସଂପର୍କରେ ଫ୍ରାଞ୍ଚାଇଜ୍‌ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛି । ମ୍ୟାକ୍ସୱେଲ ନିୟମିତ କ୍ୱାରେଣ୍ଟାଇନ ସମାପ୍ତ କରିବା ପରେ
Read More...

ବୌଦ୍ଧରେ ଆରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ବୌଦ୍ଧ,୧/୪: ବୌଦ୍ଧ ଜିଲ୍ଲା ପୋଲିସ ଓ ୫ମ ଆଇଆରବି ପକ୍ଷରୁ ମିଳିତଭାବେ ୮୭ତମ ଆରକ୍ଷୀ ପ୍ରତିଷ୍ଠା ଦିବସ ବଲାସିଙ୍ଗାସ୍ଥିତ ପଡିଆଠାରେ ପାଳିତ ହୋଇଯାଇଛି । ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଭୟ ବାହିନୀ ସମ୍ମିଳିତ ପ୍ୟାରେଡର
Read More...

ଘୁ.ଉଦୟଗିରିରେ ୮୭ ତମ ଉତ୍କଳ ଦିବସ ପାଳିତ

ଘୁ ଉଦୟଗିରି: ସ୍ଥାନୀୟ ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୮୭ ତମ ଉତ୍କଳ ଦିବସ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଆରମ୍ଭରେ ସରସ୍ୱତୀ ଶିଶୁ ମନ୍ଦିର ଓ ବିବେକାନନ୍ଦ ସ୍କୁଲର ଛାତ୍ରଛାତ୍ରୀ ସମେତ ସମସ୍ତ ଅତିଥି ଓ
Read More...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦ୍ୱାରରେ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ କୋସଲି ଭାଷା ସାହିତ୍ୟର ସାମ୍ବିଧାନିକ ମାନ୍ୟତା ଦାବୀରେ ଏକ ଗଣ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ପ୍ରତିଷ୍ଠାତା ଆବାହକ ଗୋରେଖନାଥ ସାହୁଙ୍କ ନେତୃତ୍ୱରେ
Read More...

ପ୍ରଧାନ ପଣ୍ଡିତ ନଳିନୀ ଗୁରୁମା’ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଦଶପଲ୍ଲା : ବୋଲଗଡ ବ୍ଲକ୍‌ ଟିକାତାଳସ୍ଥ ସ୍ୱାମୀ ବିବେକାନନ୍ଦ ସଂସ୍କୃତ ବିଦ୍ୟାପୀଠର ପ୍ରଧାନପଣ୍ଡିତ ନଳିନୀ ସାହୁଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଶିଷ୍ଟ ଶିକ୍ଷାବିତ୍‌ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବେଦମନ୍ତ୍ର ଉଚ୍ଚାରଣ ସହିତ ମୁଖ୍ୟଅତିଥି
Read More...

ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କୀୟ ଜନ ଶୁଣାଣି ଶିବିର

ଦଶପଲ୍ଲା : ଓଡ଼ଗାଁ ବ୍ଲକ ସଭାଗୃହରେ ଗୁରୁବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିରଞ୍ଜନ
Read More...

ଆଇପିଏଲରେ ଇତିହାସ ରଚିଲେ ବ୍ରାଭୋ

ନୂଆଦିଲ୍ଲୀ, ୦୧।୦୪ :  ଚେନ୍ନାଇ ସୁପର କିଙ୍ଗସର ଷ୍ଟାର୍ ଅଲରାଉଣ୍ଡର ଡାଏନ ବ୍ରାଭୋ ଆଇପିଏଲ ଇତିହାସରେ ସର୍ବାଧିକ ଓ୍ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି । ସେ ଲକ୍ଷ୍ନୌ ବିପକ୍ଷରେ ଦୀପକ ହୁଡ୍ଡାଙ୍କ ଓ୍ୱିକେଟ୍ ନେଇ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହାସହ ସେ ଲସିଥ ମାଲିଙ୍ଗାଙ୍କୁ ମଧ୍ୟ
Read More...

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, କହିଲେ ଅନଲାଇନରୁ ଜ୍ଞାନ ଆଣି ଅଫଲାଇନରେ ପ୍ରୟୋଗ କର

ନୂଆଦିଲ୍ଲୀ: ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି । ଏହି ଆଲୋଚନାରେ ୯ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଆଗାମୀ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ
Read More...

ପୁରୀରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ପୁରୀ :ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୮୭ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ରିଜର୍ଭ ପୋଲିସ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ କେ ବିଶାଳ ସିଂ ଯୋଗଦେଇ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ । ତେବେ ଯେତେ
Read More...

ଆଉ ୬ ମାସ ମିଳିବ ମାଗଣା ଚାଉଳ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୬ ମାସ ପର୍ଯ୍ୟନ୍ତ ଲୋକଙ୍କୁ ଟଙ୍କିକିଆ ଚାଉଳ ସହ ମାଗଣା ଚାଉଳ ମଧ୍ୟ ମିଳିବ । ପୂର୍ବରୁ କେନ୍ଦ୍ର ସରକାର ମାଗଣା ଚାଉଳ ଦେବାକୁ ଘୋଷଣା କରିଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ନବୀନ
Read More...