Monthly Archives

May 2022

ଛୁରାମାଡ ଘଟଣା ; ଅଟକ ଅଭିଯୁକ୍ତ ଗିରଫ

ପୁରୀ : ଗତକାଲି ସନ୍ଧ୍ୟାରେ ପୁରୀରେ ଘଟିଥିବା ଛୁରା ମାଡ଼ ଘଟଣାରେ ପୋଲିସ ତିନି ଜଣ ଯୁବକଙ୍କୁ ଅଟକ ରଖିଛି । ଏମାନଙ୍କୁ ଗତକାଲି ରାତିରୁ ପୋଲିସ ଅଟକ ରଖିଥିଲା । ଦୁଇ ଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବାକ ବିତଣ୍ଡା ହୋଇଥିଲା । ତେବେ ସେହି ଘଟଣାକୁ ନେଇ ସୂର୍ଯ୍ୟ
Read More...

ଜୁନ ପହିଲାରୁ “ନୋ ହେଲମେଟ ନୋ ପେଟ୍ରୋଲ’କୁ ଜିଲ୍ଲାରେ କଡାକଡି କରିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ

ସୁବର୍ଣ୍ଣପୁର: ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାରେ ସଡକ ସୁରକ୍ଷା ଓ ତତ୍‌ସମ୍ୱନ୍ଧୀୟ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ
Read More...

ଆସନ୍ତାକାଲିଠାରୁ ବ୍ୟାଙ୍କ ଉଠାଣରେ ଏହି ସବୁ ନିୟମ ଲାଗୁ ହେବ, ଜାଣି ରଖନ୍ତୁ

ନୂଆଦିଲ୍ଲୀ : ଗୁରୁବାର ଅର୍ଥାତ ମେ ୨୬ରୁ ବ୍ୟାଙ୍କରେ ଟଙ୍କା ଉଠାଣ ଓ ଜମା ରଖିବା ଉପରେ କେତେକ ନୂଆ ନିୟମ ଲାଗୁ ହେବ । ଏଣିକି ଗୋଟିଏ ଆର୍ଥିକ ବର୍ଷରେ ଜଣେ ବ୍ୟକ୍ତି ଗୋଟିଏ କିମ୍ବା ନିଜ ନାଁରେ ଥିବା ଏକାଧିକ ବ୍ୟାଙ୍କ ଖାତାରୁ ମୋଟ ୨୦ ଲକ୍ଷ ଟଙ୍କା ଉଠାଣ କିମ୍ବା ଜମା ବେଳେ ପ୍ୟାନ ନମ୍ବର
Read More...

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ବାଲିଗୁଡ଼ା: ସରକାରୀ ବାବୁଙ୍କ ଲାଞ୍ଚ ନିଶା । ମହଙ୍ଗା ପଡ଼ିଲା ୫୦ ହଜାର ଟଙ୍କା ଲାଞ୍ଚ । ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କୁର୍ତମଗଡ଼ କ୍ଷେତ୍ରଞ୍ଚଳ ଦାୟିତ୍ୱରେ ଥିବା ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ସ୍ୱାଇଁ । ସୂଚନା
Read More...

ଅନୁଷ୍ଠିତ ହେଲା ବାମ୍‌ ଲଙ୍କାପୋଡି ଯାତ୍ରା, ଉତ୍ସବରେ ଯୋଗଦେଲେ ସମାଜସେବୀ ଶ୍ରୀହରି ନାୟକ

ଦଶପଲ୍ଲା : ବଣ ପାହାଡ ଘରା ଦଶପଲ୍ଲା ପଶ୍ଚିମାଞ୍ଚଳ ଚଢେୟାପଲ୍ଲୀ ଗ୍ରାମପଂଚାୟତ ଅନ୍ତର୍ଗତ ଐତିହ୍ୟ ପୂର୍ଣ୍ଣ ପୁରାତନ ବାମ୍‌ ଗ୍ରାମରେ ରାମଲୀଳା ମହୋତ୍ସବ ଉଦଯାପିତ ହୋଇଯାଇଛି । ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଥିବା ଏହି ନୀଳାଭିନୟ ମହୋତ୍ସବ, ରାବଣ ବଧ ବା ଲଂକାପୋଡିରେ ସମାପ୍ତ ହୋଇଥାଏ ।
Read More...

ଚକାପାଦ ଅଂଚଳର ନିଖୋଜ ଯୁବକଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

ଦଶପଲ୍ଲା : ୯ ଦିନ ଧରି ନିଖୋଜ୍‌ ଥିବା ଚକାପାଦ ଅଞ୍ଚଳର ଜଣେ ଯୁବକଙ୍କ ଗଳିତ ମୃତଦେହ ବାଣୀଗୋଛା ଥାନା ଅଧୀନସ୍ଥ କୁଟିବାରୀ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ବାଣୀଗୋଛା ପୋଲିସ । ମୃତ ଯୁବକ ଜଣକ ହେଲେ ଚକାପାଦ ଥାନା ଅଞ୍ଚଳର ସଂଜୟ କୁମାର ନାୟକ । ପରିବାର ଲୋକଙ୍କ ଅଭିଯୋଗ
Read More...

ସାଇବର ଥାନାରେ ବର୍ଷା

କଟକ: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା ଘନେଇବାରେ ଲାଗିଛି । ଆଜି ବର୍ଷା କଟକ ସାଇବର ଥାନାରେ ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି ଯେ, ସୋସିଆଲ ମିଡିଆରେ ତାଙ୍କ ଛବି କରାଯାଉଛି ଓ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କୁ ଖରାପ କରିବା
Read More...

ପୂର୍ବ ଶତ୍ରୁତାକୁ ନେଇ ଭୁଜାଲି ମାଡ; ଜଣେ ଗୁରୁତର, ଦୁଇ ଆହତ

ପାଟଣାଗଡ଼: ପାଟଣାଗଡ଼ ଥାନା ଚିଙ୍ଗେରବନ୍ଦ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଜାଲି ମାଡ଼ ହୋଇଥିବା ଅଭିଯୋଗ ହେଉଛି । ଫଳରେ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ଅନ୍ୟଦୁଇ ଜଣ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ କ'ଣ ପାଇଁ ଭୁଜାଲି
Read More...

ଶୀତଳଷଷ୍ଠୀ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଠାରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅବସରରେ ଲକ୍ଷଲକ୍ଷ ଲୋକଙ୍କ ସମାଗମ ହୋଇଥାଏ, ଏଣୁ ବିଧି ଓ ବ୍ୟବସ୍ଥା ସହିତ ଶାନ୍ତି-ଶୃଙ୍ଖଳା ବଜାୟ ରଖିବାକୁ ପୁଲିସକୁ ଅଥକ ପରିଶ୍ରମ କରିବାକୁ ପଡ଼ିଥାଏ । ଏଥର ପୁଣି କରୋନା କଟକଣା ଯୋଗୁଁ ଦୁଇବର୍ଷର ବ୍ୟବଧାନ ପରେ ଏହାର ଆୟୋଜନ
Read More...

କଂଗ୍ରେସକୁ ବଡ ଝଟ୍‌କା : ଦଳ ଛାଡିଲେ କପିଲ ସିବଲ, ସପା ସମର୍ଥନରେ ଭରିଲେ ରାଜ୍ୟସଭା ପ୍ରାର୍ଥୀପତ୍ର

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି କଂଗ୍ରେସରେ ବିଦ୍ରୋହୀ ସ୍ୱର ଉତ୍ତୋଳନ କରିଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ଦଳରୁ ଇସ୍ତଫା ଦେଇଛନ୍ତି । ସମାଜବାଦୀ ପାର୍ଟିର ସମର୍ଥନରେ ସେ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପରେ ସେ ଏହା ପ୍ରକାଶ କରିଥିଲେ ।
Read More...