Monthly Archives

May 2022

ଦଣ୍ଡ ନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼ : ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନଠାରୁ ଚାଷୀମାନେ ମୁଠିଛୁଆଁ ବା ମୁଠି ଅନୁକୂଳ କରି ସାରିଛନ୍ତି । ଚାଷୀ ମାନଙ୍କ ଚାଷ କରିବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ଚାଷ କରିବା ଆଗରୁ ଉତ୍କୃଷ୍ଟ ମାନର ତଥା ଅଧିକ ଅମଳକ୍ଷମ , ରୋଗସହନଶୀଳତା ଆଦି ବିଭିନ୍ନ କିସମର ମଞ୍ଜି ଧାନ, କପା,
Read More...

ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଗୋଟିଏ ପରିବାରର ଛଅ ଜଣ : ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ୱାଗତ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ତେଲେନପାଲି ଶାଖା ସଭାପତି ରାଜକିଶୋର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ଆତିଥି ରୂପେ ବ୍ଲକ୍‌ ସଭାପତି ଛିନୁ ଟାକ୍ରି,
Read More...

ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ:ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ
Read More...

ନୂଆଗାଁ ଅଞ୍ଚଳରେ ଧଳା ଆପାଚୀ ଆତଙ୍କ

ଦଶପଲ୍ଲା : ବଣ ପାହାଡ଼ ଘେରା ନୂଆଗାଁ ଅଂଚଳରେ ଆତଙ୍କ ଷୃଷ୍ଟି କରିଛି ଧଳା ଆପାଚି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା ଏବଂ କାପ୍ତାପଲ୍ଲୀ ପଞ୍ଚାୟତରେ ବନ୍ଧୁକ ଦେଖାଇ ବାଟୋଇଙ୍କୁ ଲୁଟ କରୁଛନ୍ତି ଦୁର୍ବୃତ୍ତ । ସୂଚନା ଥାଉକି ଗତକାଲି ବିଳମ୍ବିତ ରାତ୍ରରେ ବାହାଡାଝୋଲା
Read More...

ଠାକୁରଙ୍କ ଚାପ ଖେଳ ବେଳେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ

ଦଶପଲ୍ଲା : ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଲଡୁବାବାଙ୍କ ଚନ୍ଦନପୋଖରୀରେ ଗତ ୨୧ ଦିନ ହେବ ଠାକୁରଙ୍କ ଚାପଖେଳ ଚାଲିଥିଲା । ଗତକାଲି ଭଉଁରୀ ଯାତ୍ରା ପାଇଁ ଡଙ୍ଗାକୁ ଆକର୍ଷଣୀୟ ଭାବେ ସଜାଯାଇ ଚାପଖେଳ ଚାଲିଥିଲା । ଡଙ୍ଗାରେ ଠାକୁରଙ୍କ ପ୍ରତିମା ସହ ପ୍ରାୟ ୨୭ ଜଣ ସେବାୟତ ରହିଥିଲେ । ସେମାନଙ୍କ
Read More...

ଟ୍ରକ୍‌-ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା, ୬ ମୃତ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲାଣି ଦେଶର ବିଭିନ୍ନ ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା ଘଟି କେତେକ ଲୋକଙ୍କ ଜୀବନ ଗଲାଣି । ଏହି କ୍ରମରେ ଆଜି ମଧ୍ୟ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ହରିୟାଣାର ଜିନ୍ଦ ଜିଲ୍ଲାରେ ଏକ ଟ୍ରକ୍‌ ଏବଂ ପିକଅପ୍‌
Read More...

ରାଜ୍ୟସଭା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ଦାଖଲ ହେବ ମନୋନୟନପତ୍ର

ଭୁବନେଶ୍ୱର : ଓଡିଶା ବିଧାନସଭାର ସଦସ୍ୟମାନଙ୍କ ଦ୍ୱାରା ରାଜ୍ୟସଭାକୁ ତିନିଜଣ ସଦସ୍ୟ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉକ୍ତ ବିଜ୍ଞପ୍ତି ମଧ୍ୟ ଆମ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଓଡିଶା
Read More...

ସଡ଼କ ଦୁର୍ଘଟଣା ଅନୁସନ୍ଧାନ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

ସମ୍ବଲପୁର : ଏଠାକାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡ଼କ ଦୁର୍ଘଟଣା ଉପରେ ରାଜ୍ୟସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଶିବିରରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସ୍ଥିତ ପୁଲିସ ଥାନା ଗୁଡିକରୁ ବଛା ବଛା ୩୦ ଜଣ ପୁଲିସ ଅଧିକାରୀଙ୍କୁ
Read More...

ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିକୁ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଆମ୍ବୁଲାନ୍ସ ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବିଶେଷ କରି ଜିଲ୍ଲାର ଗରିବ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ଲାଗିବା ପାଇଁ ନବରଙ୍ଗପୁର ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଏକ ଆଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ
Read More...

ନବରଙ୍ଗପୁର ଜିଲ୍ଲା ସ୍ପୋର୍ଟସ ଏକାଡେ଼ମୀ ତରଫରୁ ବେଲ୍ଟ ଟେଷ୍ଟ

ନବରଙ୍ଗପୁର: ସ୍ଥାନୀୟ ଗାନ୍ଧିନଗର ସ୍ଥିତ ଆରେମ୍ସି ପ୍ରାଙ୍ଗଣରେ ନବରଙ୍ଗପୁର ଜିଲ୍ଲା ସ୍ପୋର୍ଟସ ଏକାଡେ଼ମୀ ସଂଘ ତରଫରୁ ଏକ କରାଟେ ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ
Read More...