Monthly Archives

May 2022

ତ୍ରିବେଣୀପୁରରେ ପହଞ୍ଚିଲା ପ୍ରାଣୀ ଚିକିତ୍ସକ ଦଳ, ରକ୍ଷା ହେଲା ବଳଦର ଜୀବନ

ବାଉଁଶୁଣୀ : ବୌଦ୍ଧ ବ୍ଲକ ଗୋଛାପଡା଼ ଗ୍ରାମ ପଂଚାୟତ ଅନ୍ତର୍ଗତ ତ୍ରୀବେଣୀପୁର ଗ୍ରାମର ଗିରିଶ ଛତ୍ରଙ୍କ ବଳଦର ପେଟକୁ କେହି ଜଣେ ଦୁର୍ବୁତ୍ତ ଅମାନୁଷିକ ଭାବେ ବର୍ଛା ମାରି ଦେଇଥିବାରୁ ବଳଦଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଖବର ପାଇ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଫୁଲ୍ଲ
Read More...

ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ !

ବାଲିଗୁଡ଼ା: ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କ'ଣ ପିଲାଙ୍କୁ ପୌଷ୍ଟିକ ତତ୍ତ୍ୱ ମିଳିବ ?
Read More...

ଦଶପଲ୍ଲା ଗ୍ରାମାଞ୍ଚଳରେ ସକ୍ରିୟ କେନ୍ଦୁପତ୍ର ମାଫିଆ

ଦଶପଲ୍ଲା : ଯେଉଁ କେନ୍ଦୁପତ୍ର ପାଇଁ ଭାରତ ମାନଚିତ୍ରରେ ଓଡିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା, ଯେଉଁ କେନ୍ଦୁପତ୍ର ଲାଭାଂଶରେ ଓଡିଶାର ଅର୍ଥନୈତିକ ପ୍ରଗତି ତ୍ୱରାନ୍ୱିତ ହେଉଥିଲା, ସେହି କେନ୍ଦୁପତ୍ର ଉପରେ ଏବେ ଦୃଷ୍ଟି ପଡିଛି ମାଫିଆ ମାନଙ୍କର । ଏ ବର୍ଷ ପାଗ ଅନୁକୁଳ ଥିବାରୁ
Read More...

ବିନୟ କୁମାର ଦିଲ୍ଲୀର ନୂଆ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିନୟ କୁମାର ସାକ୍ସସେନା ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ବିନୟ କୁମାର ସକ୍ସସେନାଙ୍କୁ ଏହି ନିଯୁକ୍ତ କରିଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଲ ବୈଜଲ ଉପ
Read More...

ଏସିଆ କପ୍‌ : ଡ୍ର’ରୁ ଅଭିଯାନ ଆରମ୍ଭ କଲା ଭାରତ

ଜାକର୍ତ୍ତା: ଭାରତୀୟ ହକି ଦଳ ତା’ର ଏସିଆ କପ୍‌ ଅଭିଯାନ ଡ୍ରରୁ ଆରମ୍ଭ କରିଛି । ଆଜି ପୁଲ ଏ’ରେ ଥିବା ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଥିଲା । ପୂରା ମ୍ୟାଚ୍‌ରେ ଭାରତ ଦବଦବା ଦେଖାଇବା ସହ ମ୍ୟାଚ୍‌ରେ ୧-୦ରେ ଆଗରେ ଥିଲେ । ହେଲେ ଶେଷ ମିନିଟ୍‌ରେ ପାକିସ୍ତାନ ଗୋଟିଏ ଗୋଲ
Read More...

ସୋନପୁରରେ ବେନିୟମ ବାଲି ଚାଲାଣ, ୫୮ହଜାର ଟଙ୍କା ଜରିମାନା ଆଦାୟ

ସୁବର୍ଣ୍ଣପୁର : ଆଜି ସୋନପୁର-ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୬ ଗୋଟି ଟ୍ରାକ୍ଟରକୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ତତ୍ତ୍ୱାବଧାନରେ, ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଆରଆଇ ସୁଧୀର ପାଣ୍ଡିଆ, ଏଆରଆଇ ସଞ୍ଜୟ ଭୋଇ, ଅମିନ
Read More...

ଘୁ ଉଦୟଗିରି ବ୍ଲକ ପ୍ରେକ୍ଷାଳୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଘୁ ଉଦୟଗିରି :ଦୀର୍ଘ ବର୍ଷ ପରେ ଘୁ.ଉଦୟଗିରି ବ୍ଲକ ପରିସରରେ ଥିବା ପ୍ରେକ୍ଷାଳୟରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ.ବୃନ୍ଧା ଡି, କନ୍ଧମାଳ ଏସପି ଶ୍ରୀ ଭିନିତ୍‌ ଅଗ୍ରୱାଲ ପିଡି ପିଆରଡିଏ
Read More...

ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର : ଆଉ ନାହାନ୍ତି ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
Read More...

ଚତୁର୍ଥ ଏନଟିପିସି ଜାତୀୟ ତୀରନ୍ଦାଜ ଚାଂପିଆନସିପରେ ବୌଦ୍ଧର ପ୍ରତିନିଧିତ୍ୱ

ବୌଦ୍ଧ,୨୩/୫: ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିଠାରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ଏନଟିପିସି କିଡ୍‌ସ (୯ବର୍ଷ ବୟସରୁ କମ୍‌) ବିଭାଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ଓଙ୍ଗିଶାର ମୋଟ ୬ଜଣ ଖେଳାଳୀ ପ୍ରତିନିଧିତ୍ୱ କରୁଥିବାବେଳେ ତନ୍ମଧ୍ୟରୁ ବୌଦ୍ଧ କେନ୍ଦ୍ରୀୟ
Read More...

ଭାରତ ସମେତ ୧୬ଟି ଦେଶକୁ ଯିବା ଉପରେ କଟକଣା ଲଗାଇଲା ସାଉଦୀ ଆରବ

ଜେଦ୍ଦା: କୋଭିଡ୍‌ ସଂକ୍ରମଣ ପୁଣି ଗୁରୁତର ରୂପ ଧାରଣ କରୁଥିବାରୁ ସାଊଦିଆରବ କେତେକ କଟକଣା ଲାଗୁ କରିଛି । ଭାରତ ସମେତ ୧୬ଟି ଦେଶ ଭ୍ରମଣ ଉପରେ ସାଉଦୀ ଆରବ କଡ଼ା କଟକଣା ଲଗାଇଛି । ସାଉଦୀ ଆରବ ନିଷେଧାଜ୍ଞା ଜାରି କରିଥିବା ୧୬ ଦେଶ ମଧ୍ୟରେ
Read More...