Monthly Archives

May 2022

ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର ମିଶ୍ରଙ୍କ ଧର୍ମ ପତ୍ନୀଙ୍କ ଦେହାନ୍ତ

ସୁବର୍ଣ୍ଣପୁର : ଗତକାଲି ତରଭା ବ୍ଲକ ତୁଲୁଣ୍ଡା ହାଇସ୍କୁଲର ବରିଷ୍ଠ ଶିକ୍ଷକ ତଥା ରମ୍ଭୀସିଂଢୋଲ ଗ୍ରାମର ଦେବେନ୍ଦ୍ର ମିଶ୍ରଙ୍କ ଧର୍ମ ପତ୍ନୀ ଭାରତୀ ମିଶ୍ରଙ୍କ ୫୨ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିବାରୁ ତରଭା ସୋନପୁର ଓ ବଲାଙ୍ଗୀର ଅଂଚଳରେ ଶୋକ ପ୍ରକାଶ ପାଇଛି । ଶ୍ରୀମତୀ ମିଶ୍ର ମଧୁମେହ
Read More...

ଟି-୨୦ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଦ.ଆଫ୍ରିକା ବିପକ୍ଷ ପାଞ୍ଚଟିକିଆ ଟି-୨୦ ସିରିଜ ସହ ଇଂଲଣ୍ଡ ବିପକ୍ଷ ଗୋଟିଏ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରିଛି ଆଜି ବିସିସିଆଇ । ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମା ହୋଇଥିବା ବେଳେ କେଏଲ ରାହୁଲଙ୍କୁ ଟି-୨୦ ଦଳର ଅଧିନାୟକ କରାଯାଇଛି । ଟି-୨୦ ସିରିଜରେ
Read More...

ପ୍ଲାଷ୍ଟିକ ଓ ପଲିଥିନ ବ୍ୟାନ୍‌ ପାଇଁ ନୋଟିସ ଜାରି କଲା ଏନଏସି

କଣ୍ଟାବାଞ୍ଜି,: ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିର୍ଦ୍ଦେଶ କ୍ରମେ ଆଜି କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର ଅଞ୍ଚଳରେ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନିଷିଦ୍ଧ ପାଇଁ ନୋଟିସ ଜାରି କରିଛି । ଏନଏସି ପ୍ଲାଷ୍ଟିକ ୱେଷ୍ଟ
Read More...

ଦିନକୁଦିନ ବୃଦ୍ଧି ହେବାରେ ଲାଗିଛି ସହରର ଟ୍ରାଫିକ ସମସ୍ୟା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଦିନକୁଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ସହରରେ ଦିନକୁଦିନ ଉଠା ଦୋକାନୀ ସାଙ୍ଗକୁ ରାସ୍ତା ସଂକୀର୍ଣ୍ଣ, ସହରରେ ଭାରି ଯାନ ଚଳାଚଳ,ବାଲି ଓଭର ଲୋଡିଙ୍ଗ ଓ ସନ୍ଧ୍ୟା ହେଲେ ଫାଷ୍ଟ ଫୁଡ଼, ଟିଫିନ୍‌, ଫଳ ଦୋକାନ
Read More...

ସହରରେ ନିୟମିତ ଖାଦ୍ୟର ମାନ ଯାଞ୍ଚ ହେଉ ନଥିବା ଅଭିଯୋଗ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସନ୍ଧ୍ୟା ହେଲେ ରାସ୍ତା କଡରେ ବିଭିନ୍ନ ଉଠା ଦୋକାନରେ ଭାଜି ଦୋକାନ, ଫାଷ୍ଟ ଫୁଡ଼ ଦୋକାନ, ଟିଫିନ ଦୋକାନରେ ନିଜର ପସରା ଖୋଲା ଯାଇଥାଏ । ସନ୍ଧ୍ୟା ହେଲେ ଭୋକକୁ ନିୟନ୍ତ୍ରଣ କରିବା ପାଇଁ ଷ୍ଟଲ ଗୁଡିକରେ ଭିଡ଼ ଜମି ଥାଏ ।
Read More...

ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲେ ଜାଫର, ଏହି ଖେଳାଳିଙ୍କୁ କଲେ ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ୍‌ ୨୦୨୨ ଶେଷ ହେବା ପରେ ଭାରତକୁ ଜୁନ୍‌ ୯ ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରି ଖେଳିବାକୁ ପଡିବ । ଏହି ସିରିଜ୍‌ ପାଇଁ ଆଜି ଦଳ ଘୋଷଣା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଫ୍ରିକା ସିରିଜ୍‌ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଚୟନକର୍ତ୍ତା
Read More...

ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ

ନବରଙ୍ଗପୁର:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ, ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଏହାର ଖିଲାପ କଲେ ଆଇନ ଅନୁଯାୟୀ ଏଥି ସଂପୃକ୍ତ ଅଧିକାରୀ, ଅନୁଷ୍ଠାନ, ବ୍ୟକ୍ତବିଶେଷଙ୍କ ବିରୁଦ୍ଧରେ ଦୃଢ଼
Read More...

କନ୍ଧମାଳ ଏସପିଙ୍କ ନିକଟରେ ମାଓବାଦୀଙ୍କ ଆତ୍ମସମର୍ପଣ

ବାଲିଗୁଡ଼ା: କେକେବିନ ମାଓ ଡିଭିଜନର ଜଣେ ଏରିଆ କମିଟି ମେମ୍ବର ଅଶୋକ ପୁନେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛି । ଅଶୋକ କେକେବିଏନ ମାଓ ସଂଗଠନରେ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରୁଥିଲା । କନ୍ଧମାଳ ଜିଲ୍ଲାରେ ମଧ୍ୟ ସାତ ବର୍ଷ ଧରି ମାଓ ସଂଗଠନରେ
Read More...

ସିନ୍ଧୁଙ୍କୁ ରୁଚୁନି ଜେଲ ଖାଦ୍ୟ

ଚଣ୍ଡିଗଡ: ଜେଲରେ କଟୁଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଦିନ। ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି। ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା। ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା। ହେଲେ ଏହି ଜେଲ୍‌
Read More...

କେବେ ସରିବ ତିଳାବାଡି ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ?

ଦଶପଲ୍ଲା : ଗର୍ଭବତୀ, ପ୍ରସୂତି ତଥା ଶିଶୁଙ୍କ ଶାରୀରିକ ତଥା ମାନସିକସ୍ତରରେ ବିକାଶ କରିବା ନିମନ୍ତେ ସରକାର ପ୍ରତି ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି କିନ୍ତୁ ଦଶପଲ୍ଲା ବ୍ଲକର ଅନେକ ଅଙ୍ଗନୱାଡି କେନ୍ଦ୍ର ବହୁବର୍ଷ ଧରି ଅଧପନ୍ତରିଆ ହୋଇ ରହିଛି । ନିଜସ୍ୱ ଗୃହ ନଥିବାରୁ ପିଲାମାନେ
Read More...