Monthly Archives

May 2022

କୁଳୁଥକାନୀରେ ଚନ୍ଦ୍ରଶେଖର ବେହେରାଙ୍କର ୧୪୯ତମ ଜୟନ୍ତୀ ପାଳନ

ସମ୍ବଲପୁର: କୁଳୁଥକାନୀ ଶିବ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ କୁଲୁଥକାନୀ ନାଗରିକ କମିଟିର ସଭାପତି କାର୍ତ୍ତିକେଶ୍ୱର ମେହେରଙ୍କ ପୌରୋହିତ୍ୟରେ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ବେହେରାଙ୍କ ୧୪୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍‌ ଅରବିନ୍ଦ ମହାପାତ୍ର,
Read More...

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚ : ଜୁନ ୧ରୁ ଟିକେଟ ବିକ୍ରି

ଭୁବନେଶ୍ୱର,୨୦/୫ : ଆସନ୍ତା ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଆସନ୍ତା ଜୁନ୍‌ ୧ ତାରିଖରୁ ଆରମ୍ଭ ହେବ ଟିକେଟ ବିକ୍ରି । ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ସଂପାଦକ ସଞ୍ଜୟ ବେହେରା ଆଜି ଏହି ସୂଚନା ଦେଇ କହିଛନ୍ତି
Read More...

ଜିଲ୍ଲାର ବେସରକାରୀ ବିଦ୍ୟାଳୟରେ ନିଃଶୁଳ୍କ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ସମ୍ବଲପୁର:ଚଳିତ ବର୍ଷ ଶିକ୍ଷା ଅଧିକାର ୧୨-(୧)-(ସି), ୨୦୦୯ ଅନୁଯାୟୀ ଓଡ଼ିଆ କିମ୍ବା ଇଂରାଜୀ ମାଧ୍ୟମ ବେସରକାରୀ ବିଦ୍ୟାଳୟ ଗୁଡିକରେ ନାମଲେଖା ପାଇଁ ଶିକ୍ଷା ପାଇଁ ଅଧିକାର ର ଇଣ୍ଟରନେଟ ପୋର୍ଟାଲ ପାରଦର୍ଶି (www.rteparadarshi.odisha.gov.in ରେ ଆବେଦନ କରିବା ପାଇଁ ଇଛୁକ
Read More...

ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ

ଘୁ.ଉଦୟଗିରି,୨୦/୫: ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ଓଡିଶା ବାର ପ୍ରସ୍ତାବ ଓ ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା

ବଲାଙ୍ଗୀର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଓଡିଶା ବାରର ପଦକ୍ଷେପର ତୀବ୍ର ବିରୋଧ ବିଭିନ୍ନ ମହଲରେ ପ୍ରକାଶ ପାଇଛି । ଓଡିଶା ବାରର ପ୍ରସ୍ତାବ ଓ ପଦକ୍ଷେପକୁ ବିରୋଧ କରିଛନ୍ତି ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ।
Read More...

ମେ ୨୩ରୁ ଜୁନ୍‌ ୧୮ ପର୍ଯ୍ୟନ୍ତ ଅଦାଲତର ଗ୍ରୀଷ୍ମକାଳୀନ ଛୁଟି

ନବରଙ୍ଗପୁର: ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ସମସ୍ତ କୋର୍ଟ ସହ ନବରଙ୍ଗପୁର ଜିଲ୍ଲାର ଦେୱାନୀ କୋର୍ଟ ଗୁଡିକ ମେ ୨୨ ରୁ ଜୁନ୍‌ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଅବକାଶ ପାଇଁ ବନ୍ଦ ରହିବ । ଜୁନ୍‌ ୨୦ରେ କୋର୍ଟ ଖୋଲିବ । ଏହି ସମୟରେ ଫୌଜଦାରୀ ମାମଲା ଗୁଡ଼ିକର ଶୁଣାଣୀ ଓ
Read More...

କନିଷ୍ଠ ଯନ୍ତ୍ରୀଙ୍କ ହତ୍ୟା ଘଟଣା: ପୁଲିସର ବିଫଳତାକୁ ନେଇ ସରପଞ୍ଚ ସଂଘର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ: ପାଟଣାଗଡ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ମୃତଦେହ ଚଳିତ ମାସ ୫ ତାରିଖରେ ସୋଲବନ୍ଦ ପଞ୍ଚାୟତ ଅନ୍ତର୍ଗତ ବନକାବିରର ଏକ କପା ବିଲରୁ ଉଦ୍ଧାର କରାଯାଇଥିଲା । ଉକ୍ତ ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଓ ପ୍ରଶାସନ ହତ୍ୟାକାରୀଙ୍କୁ
Read More...

ସର୍ଟ ସର୍କିଟରୁ ନିଆଁ ଲାଗି ଲୁଗାଦୋକାନ ଭଷ୍ମୀଭୂତ

ସୁବର୍ଣ୍ଣପୁର : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲା ସଦର ବଡ଼ବଜାର ସ୍ଥିତ ଅନ୍ନପୂର୍ଣ୍ଣା କ୍ଲଥଷ୍ଟୋରରେ ଆକସ୍ମିକ ଭାବେ ନିଆଁଲାଗି ଆନୁମାନିକ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କାର ଲୁଗା ପୋଡ଼ି ଯାଇ ସଂପୂର୍ଣ୍ଣ ଭାବରେ ଭଷ୍ମୀଭୂତ ହୋଇଯାଇଛି । ଅଗ୍ନିକାଣ୍ଡର ମାତ୍ରା ଏତେ ଭୟଙ୍କର ଥିଲା
Read More...

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍‌-୨୦୨୦ ଉପରେ ଲାଗିଛି ରୋକ୍‌ । ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ପାଇଁ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଉକ୍ତ ଆଇନକୁ ଚାଲେଞ୍ଜ କରିବା ପାଇଁ
Read More...

କେନ୍ଦ୍ର ସରକାରଙ୍କୁ ୩୦ ହଜାର କୋଟିର ବଳକା ଅର୍ଥ ଦେବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ନିଜର ବଳକା ପାଣ୍ଠିରୁ ୩୦,୩୦୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବ । ଏ ନେଇ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ଅଫ ଡାଇରେକ୍ଟର୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ
Read More...