Monthly Archives

May 2022

ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟର ହେବ ନବକଳେବର

ଭୁବନେଶ୍ୱର : ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ(OUTR)ର ହେବ ନବକଳେବର । ପୂର୍ବରୁ ଏହା କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି ବା CET ଭାବେ ପରିଚିତ ଥିଲା। ଭିତ୍ତିଭୂମି ଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ
Read More...

୩୨ ପ୍ରହର ନାମଯଜ୍ଞ ନିମନ୍ତେ କଳସ ଯାତ୍ରା

ଘୁ.ଉଦୟଗିରି: ଘୁ. ଉଦୟଗିରି ବ୍ଲକ ଅଧିନସ୍ଥ ମାଲିକା ପଡ଼ି ପଞ୍ଚାୟତ ପାଙ୍ଗାନାଜୁ ଗ୍ରାମ ଠାରେ ୪୧ ତମ ବାର୍ଷିକ ୩୨ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଛି । କମିଟି ସଭାପତି କାଭେନ ପ୍ରଧାନଙ୍କ ନେତୃତ୍ୱ ଓ ଉପ ସଭାପତି ଅଜିତ କୁମାର ପ୍ରଧାନ ଓ ଯଜ୍ଞ ପରିଚାଳକ ବାହନ ପ୍ରଧାନଙ୍କ ସହଯୋଗରେ
Read More...

ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର

ସୁବର୍ଣ୍ଣପୁର: ବିଶ୍ୱ ରେଡକ୍ରସ ଦିବସ ଉପଲକ୍ଷେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବଜରଙ୍ଗ କଲ୍ୟାଣ ମଣ୍ଡପଠାରେ ସତ୍ୟସାଇ ସେବା ସଂଗଠନ ତରଫରୁ ଗ୍ରୀଷ୍ମ କାଳୀନ ସ୍ୱତନ୍ତ୍ର ରକ୍ତଦାନ ଶିବିର ଅମୃତ ବିନ୍ଦୁ ଅନୁଷ୍ଠିତ ହୋଇଥିଲା ।ଉକ୍ତ ଶିବିରକୁ ସତ୍ୟସାଇ ସେବା ସମିତିର
Read More...

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର ବିକଳଚିତ୍ର, ୫ଶ୍ରେଣୀକୁ ୨ ଶିକ୍ଷକ ଓ ୨ଟି ଶ୍ରେଣୀଗୃହ

ଘୁ.ଉଦୟଗିରି,୧୦/୫: ସରକାରଙ୍କ ବିଚିତ୍ର ଶିକ୍ଷା ବ୍ୟବସ୍ଥା । ଆମ ଦେଶରେ ଶିକ୍ଷା ଆମ ମୌଳିକ ଅଧିକାର । କେନ୍ଦ୍ର ଏବଂ ରାଜ୍ୟ ସରକାର ସୁନିଶ୍ଚିତ ଶିକ୍ଷାବ୍ୟବସ୍ଥା ନିମନ୍ତେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବାସହ କୋଟିକୋଟି ଟଙ୍କା ବ୍ୟୟ କରୁଥିବାବେଳେ କନ୍ଧମାଳ ଜିଲ୍ଲାରେ ପ୍ରାଥମିକ
Read More...

ପ୍ରଧାନମନ୍ତ୍ରୀଙ୍କ ଘର ଜାଳିଦେଲେ

କଲୋମ୍ୱୋ: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଜଟିଳ ଥିବା ବେଳ ଜିଦ୍‌ରେ ଅଟଳ ରହିଛନ୍ତି ଆନ୍ଦୋଳନକାରୀ । ପ୍ରଧାନମନ୍ତ୍ରୀଙ୍କ ମହିନ୍ଦା ରାଜପାକ୍ଷଙ୍କ ଇସ୍ତଫା ପରେ ବି ଥମିନି ଆନ୍ଦୋଳନ ନରମି ନାହାନ୍ତି ଆନ୍ଦୋଳନକାରୀ । ବରଂ ମୁହାଁମୁହିଁ ହୋଇଛନ୍ତି ମହିନ୍ଦା ରାଜପାକ୍ଷେଙ୍କ ସମର୍ଥକ ଓ
Read More...

ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ

ନବରଙ୍ଗପୁର:ରାଜ୍ୟରେ ଭଜିଲାନ୍ସ ଚଢ଼ାଉକୁ ନେଇ ହଇଚଇ ସୃଷ୍ଟି ହେଉଥିବାବେଳେ, ନବରଙ୍ଗପୁର ଜିଲାରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ନବରଙ୍ଗପୁର ଜଳ ବିଭାଜିକା ଓ ମୃତ୍ତିକା ସରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଦୁଇ ଲକ୍ଷ ଟଙ୍କା ନେଇ ଘରକୁ ଯାଉଥିବା
Read More...

‘ଅସାନି’ର ପ୍ରଭାବ:ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ଅସାନି’ର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୧୧ ତାରିଖ ସକାଳ ସାଢ଼େ ୮ଟା ଯାଏ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର ଗୋଟିଏ ବା ଦୁଇଟି
Read More...

ଗ୍ରାମାଞ୍ଚଳ ସାଂସ୍କୃତିକ ବିକାଶ ହିଁ ଭାରତୀୟ ସାଂସ୍କୃତିକ ବିକାଶର ପରିଚାୟକ : କଳାକାର ମହାସଂଘ

ଗଞ୍ଜାମ/ବ୍ରହ୍ମପୁର: କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ତରଫରୁ ଗଞ୍ଜାମ ଜିଲ୍ଲା କୁମାରପାଣି ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ନାମ ଯଜ୍ଞ ଅନୁଷ୍ଟନ ଅବସରରେ ହୁକୁମା ମଝିଆ ପୁଞ୍ଜା ସିଦେ୍ଧଶ୍ୱର ନାଟ୍ୟ ସଂଘ ପ୍ରଯୋଜିତ ମହାନ୍‌ ପୌରାଣିକ ନାଟକ
Read More...

ସମଲେଈ ମନ୍ଦିରରେ ପୁଣି ଆରମ୍ଭ ହେଲା “ଲାଇଟ ଏଣ୍ଡ ସାଉଣ୍ଡ ଶୋ’

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈ ମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ଲାଇଟ ଏଣ୍ଡ ସାଉଣ୍ଡ ଶୋ । କୋଭିଡ କଟକଣା ଯୋଗୁଁ ୧୧ ସେପ୍ଟେମ୍ବର ୨୦୨୧ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲାପରେ ଏହା ମହାମାରୀ କୋଭିଡ କାରଣରୁ ବନ୍ଦ କରାଯାଇଥିଲା । ସୋମବାରଠାରୁ ପୁଣି
Read More...

ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷି ଉପରେ କର୍ମଶାଳା

ପଦ୍ମପୁର: ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଲୁହାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷିକୁ ନେଇ ତ୍ରିରଙ୍ଗା କୃଷକ ସଙ୍ଗଠନ ଦ୍ୱାରା ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା କୃଷକ ସଙ୍ଗଠନ ସଂପାଦକ ନନ୍ଦଲାଲ ପଟେଲଙ୍କ ଆହ୍ୱାନ ଓ ସଭାପତି
Read More...