Monthly Archives

May 2022

ରାଜନୀତିରେ ପାଦ ଥାପିବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ

ପାରଳାଖେମୁଣ୍ଡି : ରାଜ୍ୟ ରାଜନୀତିରେ ପାରଳା ରାଜ ବଂଶର ସବୁବେଳେ ପ୍ରମୁଖ ଭୂମିକା ରହି ଆସିଛି । ଏବେ ପାରଳା ଗଜପତି ବଂଶର ଆଉ ଜଣେ ଦାୟଦ ରାଜନୀତିରେ ପାଦ ଥାପିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ଥିବା ବେଳେ ତାଙ୍କ
Read More...

ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ମିନିଟ୍ରକକୁ ଅଟକ ରଖିଲା ପାଟଣାଗଡ ପୁଲିସ

ପାଟଣାଗଡ଼: ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ମିନିଟ୍ରକକୁ ପାଟଣାଗଡ ପୁଲିସ ଅଟକ ରଖିଛି । ମିନିଟ୍ରକ୍‌ ଓଆର୍‌-୦୨କ୍ୟୁ-୯୯୧୫ରେ ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ହୋଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ ଉକ୍ତ ମିନିଟ୍ରକ୍‌ ଯୋଗୀମୁଣ୍ଡା ସ୍ଥିତ
Read More...

ଓଡିଶା ପୁଲିସ ପକ୍ଷରୁ ଅଙ୍ଗପଡାର ସୁପୁତ୍ର ସହିଦ ଦେବାଶିଷ ସେଠୀଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋରନଗର ବ୍ଲକ ଅନ୍ତର୍ଗତ ଅଙ୍ଗପଡା ଗ୍ରାମର ସୁପୁତ୍ର କନ୍ଧମାଳ ସୀମାନ୍ତରେ ମାଓବାଦୀଙ୍କ ସହ ଲଢେଇ କରି ସହିଦ ହୋଇଥିବା ଦେବାଶିଷ ସେଠୀ ସୌର୍ଯ୍ୟଚକ୍ର ସମ୍ମାନିତ ହେବେ । ଏହା ପୂର୍ବରୁ ଓଡିଶା ପୁଲିସ ପକ୍ଷରୁ ଡିଜି
Read More...

ଆଇପିଏଲ : ଆଜି ରାଜସ୍ଥାନ ଓ ଗୁଜରାଟ ମଧ୍ୟରେ ଟାଇଟଲ ଲଢେଇ

ଅହମ୍ମଦାବାଦ : ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଚଳିତ ଆଇପିଏଲ୍‌ର ଟାଇଟଲ ଲଢେଇ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ
Read More...

ରଟିଙ୍ଗିଆରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ଘୁ. ଉଦୟଗିରି :- କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ପଞ୍ଚାୟତ ବିଦ୍ୟାଳୟ ଠାରେ ନବନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଜିଲ୍ଲା କାକଟପୁର ଥାନା ଆଉ ଏକ ସଫଳତା ମିଳିଛି । କାକଟପୁର ଥାନା ପୁଲିସର ପାଟ୍ରୋଲିଂ ବେଳେ ନିକଟସ୍ଥ ବଲରା ବ୍ରିଜ ନକଟରେ ଜଣେ ବ୍ୟକ୍ତିଙ୍କ ସ୍କୁଟି ଯାଞ୍ଚ କଲାବେଳେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହାର ମୂଲ୍ୟ ୪ଲକ୍ଷ ଟଙ୍କା ହେବ । ଏହି ବ୍ୟକ୍ତି ଜଣକ କାକଟପୁର
Read More...

ଘର ଉପରେ ଚଢ଼ିଗଲା କାର୍‌ , ୪ ଗୁରୁତର

ପୁରୀ : ଘର ଉପରେ କାର ଚଢିଯିବା ଫଳରେ ଏକ ଦମ୍ପତିଙ୍କ ସମେତ ୪ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରମାନଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସୂଚନା ଅନୁଯାୟୀ ଗୋପ ବଜାରନିକଟସ୍ଥ ବାଲିଘାଇ ରାସ୍ତାର ସୁବର୍ଣ୍ଣପୁର ଛକ
Read More...

କଣ୍ଟାମାଳ ଲୋକ କଳା ମହୋତ୍ସବ ପ୍ରସ୍ତୁତି ବୈଠକ: ଜୁନ ୧୩,୧୪ ଓ ୧୫ରେ ହେବ ମହୋତ୍ସବ, ସାମିଲ ହେବେ ୧୦୦୦

କଣ୍ଟାମାଳ, ୨୮/୫ - ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଆୟୋଜିତ ହେଉଥିବା ୧୭ ତମ ଲୋକ କଳା ମହୋତ୍ସବ-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜକ ପ୍ରଗତିର ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହୋତ୍ସବ
Read More...

ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ଘୁ.ଉଦୟଗିରି,୨୮/୫:ଘୁ.ଉଦୟଗିରି ବ୍ଲକ ସ୍ଥିତ ଇନ୍ଦିରା ପ୍ରିୟର୍ଶିନୀ ମହିଳା ମହାବିଦ୍ୟାଳୟ ଠାରେ ଆଜି ଅନ୍ତରଙ୍ଗ ଯୁବ ମହାସଂଘ, ପ୍ରଦାତ୍ତା ଓ ଭି - ଫର୍ସ, କନ୍ଧମାଳ ଆନୁକୁଲ୍ୟରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ପିଏଚଇଓ
Read More...

ସାବିତ୍ରୀ ଓ ରଜ ପାଇଁ ଜମୁଛି ପଣସ ବେପାର

ଦଶପଲ୍ଲା,୨୮/୫ : - ଖୋର୍ଦ୍ଧା - ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ଦଶପଲ୍ଲା ଠାରୁ ୧୬ କିଲୋମିଟର ବୌଦ୍ଧ ବଲାଙ୍ଗୀର ରାସ୍ତାରେ ଗଲାପରେ ପଡେ ବୁଗୁଡା ବସଷ୍ଟାଣ୍ଡ । ବସଷ୍ଟାଣ୍ଡର ଅଳ୍ପକିଛି ଦୂରରେ ସାରାବର୍ଷ ଦେଖିବାକୁ ମିଳେ ଋତୁ ଅନୁସାରେ ଉତ୍ପାଦିତ ହେଉଥିବା ବିଭିନ୍ନପ୍ରକାର ତଟକା ଫଳ ଓ
Read More...