Monthly Archives

May 2022

ବିଂଝାଲ ସମାଜର ଶୀତଳ ଷଷ୍ଠୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼,୨୮/୫- ପବିତ୍ର ଜ୍ୟେଷ୍ଠ ଷଷ୍ଠୀକୁ ଶୀତଳ ଷଷ୍ଠୀ ରୂପରେ ସାରା ବିଶ୍ୱରେ ପାଳନ କରା ଯାଉଥିବା ବେଳେ ମାତା ପାର୍ବତୀ (ମାଁ ବିନ୍ଧ୍ୟ ବାସିନୀ ) ଏବଂ ବାବା ଭୋଳା ଶଙ୍କରଙ୍କ ବିବାହ ପରେ ଏହିଦିନହିଁ ଯୁଗଳ ମୂର୍ତ୍ତି ଭକ୍ତଙ୍କୁ ଦର୍ଶନ ଦେବାର ମାନ୍ୟତା ଏବଂ ପରମ୍ପରା ବହୁ ପୁରାତନ । ଏଣୁ
Read More...

କିଷାନ ପାଣି ପଞ୍ଚାୟତ ତରଫରୁ କର୍ମକର୍ତ୍ତା ଚୟନ

ଗଜପତି,୨୮/୫- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାଧାମୋହନ ମନ୍ଦିର ଠାରେ ଆଜି କିଷାନ ପାଣି ପଞ୍ଚାୟତ ତରଫରୁ କର୍ମକର୍ତ୍ତା ଚୟନ ଏବଂ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ କିଷାନ ପାଣି ପଞ୍ଚାୟତର
Read More...

ସିଆରପିଏଫ୍‌ ପକ୍ଷରୁ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଟିଫିନ୍‌ ବୋମା ଉଦ୍ଧାର

ବାଲିଗୁଡା,୨୮/୫: କିଛିଦିନର ବ୍ୟବଧାନ ପରେ ପୋଷ୍ଟର ବ୍ୟାନର ଜାରିକରି କନ୍ଧମାଳରେ ନିଜର ସ୍ଥିତି ଜାହିର କରୁଛି ମାଓ ସଙ୍ଗଠନ । ସେପଟେ ପୋଲିସର ମାଓ ଦମନକୁ ମଧ୍ୟ ଚ୍ୟାଲେଞ୍ଜ କରୁଛି ସଙ୍ଗଠନ । ଏଭଳି ସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମୁତୟନ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ
Read More...

ଆଇସିସି ଡବ୍ଲୁଟିସି ପଏଣ୍ଟ ଟେବୁଲ୍‌ରେ ଶ୍ରୀଲଙ୍କାକୁ ମିଳିଲା ଫାଇଦା

ଢାକା: ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶକୁ ୧୦ ୱିକେଟ୍‌ ବ୍ୟବଧାନରେ ପରାସ୍ତ କରି ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ୧-୦ରେ ଜିତିଛି । ସିରିଜର ପ୍ରଥମ ମ୍ୟାଚ୍‌ ଡ୍ର ଥିଲା । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ପଏଣ୍ଟ ଟେବୁଲରେ ଏହି ବିଜୟରୁ ଶ୍ରୀଲଙ୍କା ଉପକୃତ ହୋଇଛି । ଏହି
Read More...

ସ୍ପଷ୍ଟ କଲା ଆଇସିଏମଆର : ଦେଶରେ ଗୋଟିଏ ହେଲେବି ମଙ୍କିପକସ ମାମଲା ନାହିଁ

ନୂଆଦିଲ୍ଲୀ ୨୭/୦୫ : ବିଭିନ୍ନ ଦେଶରେ ଏବେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସୁଛି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆସିଏମଆର)ର ଜଣେ ଅଧିକାରୀ କହିଛନ୍ତି,ଅନ୍ୟ ଦେଶମାନଙ୍କରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଭାରତ ସମ୍ପୂର୍ଣ୍ଣ ଭାବେ
Read More...

ବିସିସିଆଇ ନିଷ୍ଫତ୍ତି : ଟି-୨୦ ସିରିଜ ପୂର୍ବରୁ ଫିଟନେସ ପରୀକ୍ଷା ଦେବେ ଖେଳାଳି

ନୂଆଦିଲ୍ଲୀ: ଆଗକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟି-୨୦ ସିରିଜ୍‌ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ,ଟି-୨୦ ସିରିଜରେ ସାମିଲ୍‌ ଖେଳାଳିଙ୍କୁ ଫିଟନେସ୍‌ ଟେଷ୍ଟ ଦେବାକୁ ପଡିବ ।
Read More...

ଆର୍ଯ୍ୟନଙ୍କୁ କ୍ଲିନଚିଟ ପରେ ହରଡ଼ଘଣାରେ ୱାଙ୍ଖଡେ଼

ମୁମ୍ବାଇ:ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ସମୀର ୱାଙ୍ଖଡେ଼ଙ୍କ ପ୍ରତି ଅଡୁଆ ବଢିଛି । ମାମଲାରେ ଉଚିତ୍‌ ତଦନ୍ତ ହୋଇ ନଥିବାରୁ ସମୀର ୱାଙ୍ଖଡେ଼ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ ରଖିଲେ ଓପିଏସସି

କଟକ : ସୁପ୍ରିମକୋର୍ଟଙ୍କ ତାଗିଦ ଏବଂ ବ୍ୟାପକ ହୋ-ହଲ୍ଲା ପରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ ରଖିଛନ୍ତି ଓଡିଶା ଲୋକସେବା ଆୟୋଗ(ଓପିଏସସି) । ଆୟୋଗ ପକ୍ଷରୁ ଆଜି ଏନେଇ ଏକକାଳୀନ ଦୁଇଟି ନୋଟିସ୍‌ ଜାରି ହୋଇଛି । ଫିଜିକ୍ସରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଆସନ୍ତା ଜୁନ୍‌ ୪
Read More...

ବିଦେଶୀ ନକଲି ମଦ ଜବତ ଘଟଣା, ମୁଖ୍ୟ କାର୍ପଟଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ପାଟଣାଗଡ଼:ଗତକାଲି ପାଟଣାଗଡ଼ ଅବକାରୀ ବିଭାଗ ଓ ଅବକାରୀ ଭିଜିଲାନ୍ସ ବିଭାଗ ସମ୍ବଲପୁରର ମିଳିତ ଚଢ଼ାଉ ରେ ଖପ୍ରାଖୋଲ ଓ ପାଟଣାଗଡ଼ ବିଦେଶୀ ମଦ ଦୋକାନରୁ ବିପୁଳ ପରିମାଣର ବିଦେଶୀ ନକଲି ମଦ ଜବତ କରାଯାଇଛି । ଏଥିରେ ପାଟଣାଗଡ଼ ଓ ଖପ୍ରାଖୋଲ ଦୁଇ ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀଙ୍କୁ
Read More...

ଜ଼ିଲ୍ଲା କଳା ସଂସ୍କୃତି ସଂଘର ବୈଠକ, ବ୍ଲକ ଉପ ସଭାପତିଙ୍କୁ ପରିଚୟ ପତ୍ର ପ୍ରଦାନ

ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ଫୁଲବାଣୀ ସ୍ଥିତ ସଂସ୍କୃତି ଭବନରେ ନବ ନିଯୁକ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜ଼ିଲ୍ଲା ସଂସ୍କୃତି ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି ଏବଂ ଜ଼ିଲ୍ଲାର ବାରଗୋଟି ବ୍ଲକର ଉପ ସଭାପତିମାନଙ୍କୁ ପରିଚୟ ପତ୍ର
Read More...