Monthly Archives

June 2022

ଟିମ ପ୍ଲାଣ୍ଟ ଆମ୍ବୁଲାନ୍ସ ଦ୍ୱାରା ବର୍ଷ ପୂର୍ତ୍ତି ପାଳନ

ସମ୍ବଲପୁର : ବର୍ଷା ଋତୁର ଆଗମନ ସଙ୍ଗେ ସଙ୍ଗେ ସମସ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମାତିଯାଆନ୍ତି, କିନ୍ତୁ ଆଗରୁ ଲଗାଯାଇଥିବା ଗଛଗୁଡ଼ିକମଧ୍ୟରୁ କେତେ ବଞ୍ଚିଛି ଓ କେତେ ମରିଛି ସେକଥା କେହି ବିଚାର କରନ୍ତି ନାହିଁ । ସମ୍ବଲପୁରରେ କିନ୍ତୁ ଏକ ସ୍ୱେଚ୍ଛାସେବୀ ଯୁବ ସଂଗଠନ ଏହି ଦିଗପ୍ରତି
Read More...

ରାଇକିଆ ବ୍ଲକରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ୨୦୦ ୟୁନିଟ ବିଜୁଳି ଦେୟ ମୁକ୍ତ ପାଇଁ ବୈଠକ

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପକ୍ଷରୁ ସ୍ଥାନୀୟ ବ୍ଲକ ସଭାପତିଙ୍କ ସଭାପତିତ୍ୱରେ କାମାଗୁଡ଼ା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆମ୍‌ ଆଦମୀ ପାର୍ଟି କ'ଣ ଓ କ'ଣ କ'ଣ କାମ କରୁଛି ଓ ଆମ୍‌ ଅଞ୍ଚଳରେ, ଜିଲ୍ଲାରେ, ରାଜ୍ୟରେ ଆମ୍‌ ଆଦମୀ ପାର୍ଟି ଆସିବା ଦରକାର କି ?
Read More...

ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅନୈତିକ ଚାଲାଣ ଦିବସ ପାଳିତ

ନବରଙ୍ଗପୁର: ଆଜି ଆନ୍ତର୍ଜାତୀୟ ଅବୈଧ ନିଶା ସେବନ ଓ ମାଦକ ଦ୍ରବ୍ୟ କାରବାର ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଦ୍ୱାରା ସଚେତନତା ରଥ ଗାନ୍ଧୀଙ୍କ
Read More...

ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଗଜପତି/ପାରଳାଖେମୁଣ୍ଡି , (ହୀ.ପ୍ର)- ପାରଳାଖେମୁଣ୍ଡିର ଅଗ୍ରଣୀ ଅନୁଷ୍ଠାନ ଭକ୍ତିସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ
Read More...

୨ ଫରେଷ୍ଟର ନିଲମ୍ଵିତ,୩ୱାଚର୍ ଗିରଫ

ଅନୁଗୁଳ: ସଙ୍କଟରେ ଗଜରାଜ। ପୁଣି ହାତୀ କଙ୍କାଳ ଉଦ୍ଧାର। ଅନୁଗୁଳ ସାତକୋଶିଆ ବନଖଣ୍ଡ ଅଧୀନସ୍ଥ କଟକ ଜିଲ୍ଲା ଜିଲିଣ୍ଡା ରେଞ୍ଜ ସତ୍ୟଜୟପୁର ପତ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀର କଙ୍କାଳ ଉଦ୍ଧାର ହୋଇଛି। ଦନ୍ତାହାତୀର ଦାନ୍ତ କଟାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ବନ ବିଭାଗର ୨ ଜଣ ଫରେଷ୍ଟର
Read More...

ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ

ଫୁଲବାଣୀ,(ହୀ.ପ୍ର):- ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ଜିଲ୍ଳା ପ୍ରଶାସନ କନ୍ଧମାଳ ଓ ଅବକାରୀ ବିଭାଗ ତଥା ସାମାଜିକ ସୁରକ୍ଷା ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ
Read More...

୫୩ ବର୍ଷରେ ପଦାର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ,ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, ଦେଶରେ ଶିକ୍ଷା ବ୍ୟବସ୍ଥାକୁ ଦୃଢ କରିବା କ୍ଷେତ୍ରରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ରଚେଷ୍ଟା ଅତୁଳନୀୟ। ଶ୍ରୀ ମୋଦୀ
Read More...

ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦, ଏମିତି ହୋଇପାରେ ଦୁଇଦଳର ସମ୍ଭାବ୍ୟ ଏକାଦଶ

ନୂଆଦିଲ୍ଲୀ : ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍‌ ଆଜି (ଜୁନ୍‌ ୨୬) ଅନୁଷ୍ଠିତ ହେବ । ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍‌ ରାତି ୯ ଟାରେ ହେବ । ଏହି ମ୍ୟାଚ୍‌ ଆୟର୍ଲାଣ୍ଡର ଡବଲିନ୍‌, ମାଲାଡିହରେ ଅନୁଷ୍ଠିତ ହେବ । ସମସ୍ତ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ମନରେ ଏକ
Read More...

ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ପଲିଟେକ୍‌ନିକ୍‌ ଓ ଡିପ୍ଲୋମା ସ୍କୁଲରେ ୨୦୨୨-୨୩ ଶିକ୍ଷାବର୍ଷରେ ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଆସନ୍ତା ୨୭ ତାରିଖରୁ ଜୁଲାଇ ୨୩ ପର୍ଯ୍ୟନ୍ତ ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌
Read More...

ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର କଲା ଜରୁରୀ ଅବତରଣ

ଲକ୍ଷ୍ନୌ: ଜରୁରୀ ଅବତରଣ କଲା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର। ଯାନ୍ତ୍ରିକ ତ୍ରୁଟି ଯୋଗୁ ତାଙ୍କ ପ୍ରାଇଭେଟ୍‌ ହେଲିକପ୍ଟରର ଏହି ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ବାରାଣସୀର ବାବାତପୁର ବିମାନବନ୍ଦରରେ ଏହି ଅବତରଣ କରାଯାଇଛି। ହେଲିକପ୍ଟର ସହ ପକ୍ଷୀ
Read More...