Monthly Archives

June 2022

ସ୍ମାର୍ଟ ସ୍କୁଲରେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ପନିସମେଣ୍ଟ ଅଭିଯୋଗ: ଥାନାରେ ଏତଲା,ପୋଲିସର ତଦନ୍ତ ଜାରି

ବାଲିଗୁଡ଼ା,୨୪/୬ :ଦଣ୍ଡ ମୁକ୍ତ ଅଂଚଳରେ ଛାତ୍ରୀଙ୍କୁ କଠୋର ଦଣ୍ଡ । ସ୍ମାର୍ଟ ସ୍କୁଲରେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ, ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଆହତ ହୋଇଥିବା ଅଭିଯୋଗରେ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏଭଳି ଘଟଣା
Read More...

ଘୁ. ଉଦୟଗିରି ସମବାୟ ସମିତି ସଭାପତି ହେଲେ ଜମେଶ ପ୍ରଧାନ

ଘୁ. ଉଦୟଗିରି : ଘୁ. ଉଦୟଗିରି ଠାରେ ଥିବା ବୃହଦାକାର ବହୁମୂଖୀ ସମବାୟ ସମିତିର ବିଭିନ୍ନ ପଦ ପଦବୀ ଯଥା ଡାଇରେକ୍ଟର ଓ ସଭାପତି ଆସନ ନିମନ୍ତେ ନିର୍ବାଚନ ସରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଯେଉଁ ୧୫ ଜଣ ସଦସ୍ୟ ବା ଡାଇରେକ୍ଟରମାନେ ବିଭିନ୍ନ ମଣ୍ଡଳୀରୁ ନିର୍ବାଚିତ ହେବାପରେ ସେମାନେ ହିଁ
Read More...

ଚକ୍ଷୁ ଦାନ କଲେ ରାଇମୋହନ

ଭୁବନେଶ୍ୱର : ଶୁକ୍ରବାର ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ଅଭିନେତା ରାଇମୋହନ । ତେବେ ମୃତ୍ୟୁ ପରେ ଚକ୍ଷୁଦାନ କରିଛନ୍ତି ରାଇମୋହନ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚକ୍ଷୁଦାନ କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ
Read More...

ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ସଂଯୁକ୍ତା କିଷାନ୍‌ ମୋର୍ଚ୍ଚା ତରଫରୁ ପାରଳାଖେମୁଣ୍ଡିରେ ପ୍ରତିବାଦ ଦିବସ

ପାରଳାଖେମୁଣ୍ଡି : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ଆଜି କୃଷକ ସଙ୍ଗଠନମାନଙ୍କ ମିଳିତ ମଞ୍ଚ, ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ପକ୍ଷରୁ ଆହୂତ ସର୍ବ ଭାରତୀୟ ପ୍ରତିବାଦ ଦିବସ ଆଜି ପାରଳାଖେମୁଣ୍ଡି ଠାରେ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ନୂଆ
Read More...

ସୀକୃତୀ ଉପରେ ସଚେତନତା କର୍ମଶାଳା

ଫୁଲବାଣୀ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଭାଗୃହଠାରେ ଫିରିଙ୍ଗିଆ ବ୍ଲକ ପ୍ରଶାସନ ଓ ସ୍ୱାତୀର ମିଳିତ ଆନୁକୁଲ୍ୟରେ ସରକାରଙ୍କ ବିଭିନ୍ନ ଗରୀବ ଦୂରୀକରଣ ଯୋଜନା ଓ ଟ୍ରାନସଜେଣ୍ଡର ସଶକ୍ତିକରଣ କାର୍ଯ୍ୟକ୍ରମ ଏବଂ ସ୍ୱୀକୃତୀ ଉପରେ ସଚେତନତା କର୍ମଶାଳା ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

କ୍ରାନ୍ତିବୀର ଯୁବ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଘୁ ଉଦୟଗିରି: ଘୁ ଉଦୟଗିରି ବ୍ଲକ୍‌ ଅଧୀନରେ ଥିବା କତିଙ୍ଗିଆ ଗ୍ରାମପଞ୍ଚାୟତର ସୁଦ୍ଧିପଡ଼ା ଠାରେ କ୍ରାନ୍ତିବୀର୍‌ ଯୁବ ଭଲିବଲ୍‌ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଗତ ୧୫ /୬/୨୦୨୨ ଠାରୁ ୧୬ ଗୋଟି ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା ଓ ଆଜି ଏହା ଉଦଯାପନୀ ହୋଇଛି ।ସମସ୍ତ ଦଳ ସୁନ୍ଦର୍‌ ପ୍ରଦର୍ଶନ
Read More...

ସ୍ମାର୍ଟ ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ୍‌, ଥାନାରେ ଏତଲା

ବାଲିଗୁଡ଼ା :ଦଣ୍ଡ ମୁକ୍ତ ଅଂଚଳରେ ଛାତ୍ରୀଙ୍କୁ କଠୋର ଦଣ୍ଡ । ସ୍ମାର୍ଟ ସ୍କୁଲରେ ୧୦ମ ଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ସ୍ମାର୍ଟ ପନିସମେଣ୍ଟ୍‌ । ଶିକ୍ଷୟତ୍ରୀଙ୍କ ମାଡ଼ରେ ଦଶମ ଶ୍ରେଣୀ ଛାତ୍ରୀ ଆହତ । ପରିବାର ପକ୍ଷରୁ ଥାନାରେ ଏତଲା । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ
Read More...

ଏବେ ଚଳିବା ପାଇଁ ଜୋତା ଓ ପୋଷାକ ବିକୁଛନ୍ତି ଏହି ପୂର୍ବତନ ଅମ୍ପାୟର

ନୂଆଦିଲ୍ଲୀ: ଦିନ ଥିଲା ପାକିସ୍ତାନର ଜଣେ ଅମ୍ପାୟର ଅନ୍ତର୍ଜାତୀୟ କ୍ରିକେଟରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ଅମ୍ପାୟରିଂ ବେଶ ଉଚ୍ଚକୋଟୀର ଥିଲା । ସେଥିପାଇଁ ଆଇସିସି ତାଙ୍କୁ ବଡ ବଡ ମୁକାବିଲାରେ ଅମ୍ପାୟରିଂ ପାଇଁ ନିଯୁକ୍ତି କରିଥିଲା ସେ ଅମ୍ପାୟର ହେଉଛନ୍ତି ଅସଦ ରଉଫ । ତେବେ
Read More...

ଗୁଜରାଟ ଦଙ୍ଗା ମାମଲାରେ ମୋଦିଙ୍କୁ କ୍ଲିନଚିଟ୍‌

ନୂଆଦିଲ୍ଲୀ,୨୪/୬: ୨୦୦୨ରେ ସାରା ଦେଶରେ ହଇଚଇ ଓ ବ୍ୟାପକ ହିଂସା ସୃଷ୍ଟି କରିଥିବା ଗୁଜରାଟ ଦଙ୍ଗା ମାମଲାେ;ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି । ଏହି ମାମଲାରେ ତାଙ୍କୁ ପୁଣି ମିଳିଛି କ୍ଲିନ ଚିଟ୍‌ । ଅର୍ଥାତ ପୂର୍ବରୁ ତାଙ୍କୁ ମିଳିଥିବା କ୍ଲିନ ଚିଟ କାଏମ
Read More...

ଆସାମ ବନ୍ୟାରେ ଗଲାଣି ୧୦୮ରୁ ଅଧିକ ଜୀବନ

ଗୌହାଟୀ : ଆସାମରେ ବର୍ତ୍ତମାନ ଚାଲିଛି ଜଳ ପ୍ରଳୟ । ସବୁ ସ୍ଥାନରେ ବନ୍ୟାବିଭୀଷିକା । ଗତ କିଛି ଦଶନ୍ଧି ମଧ୍ୟରେ ଆସାମ ରାଜ୍ୟ ସବୁଠୁ ବଡ ବିନାଶର ସମ୍ମୁଖୀନ ହୋଇଛି । ଏପର୍ଯ୍ୟନ୍ତ ୪୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ହେବା ପରେ ଅନ୍ୟ
Read More...