Monthly Archives

June 2022

ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଲେ ରାହୁଲ, ଟ୍ରୋଲ କଲେ ପ୍ରଶଂସକ

ନୂଆଦିଲ୍ଲୀ : ଆହତ କାରଣରୁ ଭାରତୀୟ ଦଳ ବାହାରେ ଥିବା କେ.ଏଲ୍‌ ରାହୁଲ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ପହଞ୍ଚିଛନ୍ତି । ସୋମବାର ରାତିରେ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଚିତ୍ର ପୋଷ୍ଟ କରି ରାହୁଲ ଜର୍ମାନୀରେ ପହଞ୍ଚିବା ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ । କୁହାଯାଉଛି ଯେ
Read More...

ଦୁଇଟି ଆମ୍ବ ପାଇଁ ହତ୍ୟା, ବାପା-ଭାଇ ମିଶି ନିର୍ଧୁମ ପିଟିଲେ

ଗୋରଖପୁର : ମାତ୍ର ଦୁଇଟି ଆମ୍ବ ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଛି ପିତା । ଏଥିରେ ରକ୍ତ ସଂପର୍କ ଭାଇ ମଧ୍ୟ ସାମିଲ ହୋଇଛି । ଏମିତି ଏକ ଘଟଣା ଘଟିଛି ଗୋରଖପୁରର ଗୁଲ୍ରିହା ପୁଲିସ ଷ୍ଟେସନ ଅଞ୍ଚଳର ଜୈନପୁର ଗାଁରେ । ଉଭୟ ବାପା ଓ ପୁଅ ମିଶି ଯୁବକ ଜଣକଙ୍କୁ ନିର୍ମମ ଭାବରେ ପିଟିଥିଲେ
Read More...

କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କୋଣାର୍କ : ଅଷ୍ଟମ ଅର୍ନ୍ତଜାତୀୟ ଯୋଗ ଦିବସ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଗ ଦିବସରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିଲେ ଓ ସମସ୍ତ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଓ ଯୁବକ ଯୁବତୀମାନଙ୍କୁ ପ୍ରତ୍ୟେକ ଦିନ
Read More...

ଆଜି ଖ୍ରୀଷ୍ଟ ଧର୍ମଗୁରୁ ପୋପ୍‌ ଫ୍ରାନସିସଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ଇଟାଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟେକ ଖ୍ରୀଷ୍ଟ ଧର୍ମଗୁରୁ ପୋପ୍‌ ଫ୍ରାନସିସଙ୍କୁ ଭେଟିବେ । ବିଶ୍ୱ ଜନସଂଖ୍ୟାର ପ୍ରାୟ ୬ ଭାଗରୁ ଭାଗେ ଲୋକଙ୍କ ଧର୍ମଗୁରୁ ପୋପ୍‌ ଫ୍ରାନସିସଙ୍କୁ ଭାଟିକାନ୍‌ ସିଟିରେ ଭେଟିବେ
Read More...

ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ପରିସରରେ ଯୋଗ ମହୋତ୍ସବ ସମିତି ଫୁଲବାଣୀ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀଙ୍କ ମିଲିତ ଆନୁକୂଲ୍ୟରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ଭବାନୀ ଶଙ୍କର
Read More...

ଖପ୍ରାଖୋଲରେ ସିଆରପିଏଫ୍‌ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ସିଆରପିଏଫ୍‌ ୧୮୯ ବାଟାଲିୟନ ତରଫରୁ ନିଶା ନିବାରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ କମାଣ୍ଡେଣ୍ଟ ପବନ କୁମାର ତିୱାରୀଙ୍କ ନିର୍ଦ୍ଦେଶରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଲକ୍ଷବିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଟିତ ହୋଇଯାଇଛି ।
Read More...

ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ବାଲୁକା କଳା

ପୁରୀ : ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ।ସେ ଏହି ବାଲୁକା କଳାରେ ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବାର ବାର୍ତ୍ତା ଦେବା ସହିତ ବାଲୁକା କଳାରେ ସକାଳର ସୂର୍ଯ୍ୟ
Read More...

ରଥଯାତ୍ରା : ପୁରୀ ପୁଲିସ ସହ ଛତିଶା ନିଯୋଗ ସଦସ୍ୟଙ୍କ ବୈଠକ

ପୁରୀ : ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଏହି ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି । ଆଜି ପୁରୀ ପୋଲିସ ସହ ଛତିଶା ନିଯୋଗ ସଦସ୍ୟଙ୍କ ବୈଠକ ବସିଥିବା ବେଳେ ଅନ୍ୟପଟେ ସୁରୁଖୁରୁରେ
Read More...

ବକେୟା ବିଲ ନଦେବାରୁ ଯାତ୍ରୀ ବିଶ୍ରାମଗାରକୁ କଣ୍ଟାରେ ଆବଦ୍ଧ କଲେ ଶ୍ରମିକ

ଜହ୍ନାପଙ୍କ : ଯାତ୍ରୀମାନେ ବସକୁ ଅପେକ୍ଷା କରିବା ପାଇଁ ପ୍ରତି ଛକ ଗୁଡିକରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇଛି । ବିଡମ୍ବନା ଜହ୍ନାପଙ୍କ ଏକ ମୁଖ୍ୟ ଛକ ହୋଇଥିବା ବେଳେ ଏହି ଛକ ଉପରେ ଖୁଂଟବନ୍ଧ, ଲଷ୍ମୀପ୍ରସାଦ, ପଦ୍ମନପୁର, ତେଲିବନ୍ଧ, ମୁଣ୍ଡାପଡା,
Read More...

ବୌଦ୍ଧ ସେବା ସମବାୟ ସମିତିର ସଭାପତି ହେଲେ ସତ୍ୟଜିତ ପଣ୍ଡା

ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ବୌଦ୍ଧ ସେବା ସମବାୟ ସମିତିର ସଭାପତି ଭାବେ ଆଜି ବରିଷ୍ଠ ସାମ୍ବାଦିକ ସତ୍ୟଜିତ କୁମାର ପଣ୍ଡା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ବୌଦ୍ଧ ସେବା ସମବାୟ ସମିତିର ସଭାପତି ନିର୍ବାଚନ ପାଇଁ ସକାଳ ୧୦ ଘଣ୍ଟା ଠାରୁ ୧୨ ଘଣ୍ଟା ମଧ୍ୟରେ
Read More...