Monthly Archives

June 2022

ଘଣ୍ଟାଏ ବର୍ଷାରେ ମହାରଣା ସାହି ଘରେ ଘରେ ପଶିଲା ଡ୍ରେନ ପାଣି

ଘୁ ଉଦୟଗିରି: ଘଣ୍ଟାଏ ବର୍ଷାରେ ଉବୁଟୁବୁ ଇଲେକ୍ଟ୍ରି ଅଫିସ ଛକ ଆଣ୍ଠୁଏ ଆଣ୍ଠୁଏ ପାଣି । ମହାରଣା ସାହି ଘରେ ଘରେ ପସିଲା ଡ୍ରେନ ପାଣି । ଆଜି ଘୁ. ଉଦୟଗିରି ସହରରେ ଦିନ ପ୍ରାୟ ୧୨.୩୦ ରୁ ଆରମ୍ଭ ହେଲା କାଳବୈଶାଖୀ ବର୍ଷା, ପବନ ସହ ବିଜୁଳୀ ଘଡ଼ଘଡ଼ି । କାଳବୈଶାଖୀର ତାଣ୍ଡବରେ ଆଜି ସ୍ଥାନୀୟ
Read More...

ସୋନପୁର ଉପ-ଜିଲ୍ଲାପାଳ ଭାବେ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଯୋଗଦାନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ଉପ ଜିଲ୍ଲାପାଳ ଭାବେ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦାନ କରି ପୂର୍ବତନ ଉପ ଜିଲ୍ଲାପାଳ ନିହାର ରଞ୍ଜନ କଁହରଙ୍କ ଠାରୁ ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର
Read More...

ଆଇଏଏସ ସ୍ତରରେ ଅଦଳବଦଳ,କୁଳାଙ୍ଗେ ବିଜୟ ଅମୃତ ବିଏମସି ନୂଆ କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲପାଳ କୁଳାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଅବସ୍ଥାପିତ କରାଯାଇଛି ।
Read More...

ପ୍ରଗତି ମହିଳା ସଂଗଠନ ପାରଳାଖେମୁଣ୍ଡି ଆନୁକୂଲ୍ୟରେ ରଜ ମଉଜ ପାଳନ

ପାରଳାଖେମୁଣ୍ଡି,:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ୟୁ ଟେକ କମ୍ପ୍ୟୁଟର ଏଜୁକେସନ ପରିସରରେ ରଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ସଭ୍ୟତା ଯେତେ ପ୍ରଗତି ପଥରେ ଅଗ୍ରସର ହେଲେ ମଧ୍ୟ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଆମର ନୈତିକ କର୍ତ୍ତବ୍ୟ ବୋଲି
Read More...

ଦିବ୍ୟ ଜୀବନ ସଂଘ ଶାଖାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଗଞ୍ଜାମ/ବ୍ରହ୍ମପୁର: ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଆଶ୍ରମ ପରିସରରେ ପବିତ୍ର ରଜସଂକ୍ରାନ୍ତି ଅବସରରେ ୧୦୮' ହନୁମାନ ଚାଳିଶା ପାଠ ଓ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିବ୍ୟ ଜୀବନ ସଂଘର ଅରୁଣ କୁମାର ଦାସ ଓ ସିପୁ ଭାଇ ଯୋଗଦାନ କରି ସ୍ୱାମୀ ଶିବାନନ୍ଦ
Read More...

ନାହିଁ ଡ୍ରେନେଜ ବ୍ୟବସ୍ଥା, ରାଜରାସ୍ତାରେ ନର୍ଦ୍ଦମା ପାଣି

ଦଶପଲ୍ଲା: ଦଶପଲ୍ଲା ରାଜବାଟି ଠାରୁ ମେଡିକାଲ୍‌ ଛକ ସ୍ଥିତ ମହାବୀର ତୋରଣ ପର୍ଯ୍ୟନ୍ତ ଦଶପଲ୍ଲାର ଏହି ପ୍ରମୁଖ ରାସ୍ତା ଏବେ ନର୍ଦ୍ଦମା ପାଣିରେ ଉବୁଟୁବୁ । ଏହି ରାସ୍ତା ମହାବୀର କ୍ଷତ୍ରର ମୁଖ୍ୟ ରାସ୍ତା ହୋଇଥିଲାବେଳେଏହାର ସୁରକ୍ଷା ପାଇଁ ସତେ ଯେମିତି ବିଭାଗୀୟ ଅଧିକାରୀଙ୍କ ନିଘା ନଥିବା
Read More...

ଉଦଯାପିତ ହେଲା କଣ୍ଟାମାଳ ଲୋକକଳା ମହୋତ୍ସବ

କଣ୍ଟାମାଳ:ମହାମାରୀ କରୋନା ଯୋଗୁଁ ଗତଦୁଇ ବର୍ଷ ହେଲା ବନ୍ଦ ହୋଇ ଯାଇଥିବା ମହୋତ୍ସବ ଗତ ୧୩ ତାରିଖରୁ ପୁନର୍ବାର କଣ୍ଟାମାଳଠାରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ୧୭ ତମ ଲୋକ କଳା ମହୋତ୍ସବ ଓଡିଶାର ସୁନାମଧନ୍ୟ ସାଂସ୍କୃତି ଦଳକୁ ନେଇ ପୁଣିଥରେ ଲୋକ ନୃତ୍ୟ, ଲୋକ ଗୀତ, ଲୋକ ବାଦ୍ୟକୁ ନେଇ
Read More...

ସାମ୍ବାଦିକଙ୍କ ପିତା ନିଖୋଜ

ବାଲିଗୁଡା: ଦୈନିକ ହୀରାଞ୍ଚଳର ବାଲିଗୁଡା ପ୍ରତିନିଧି ବିପ୍ରଚରଣ ସାହୁଙ୍କ ପିତା ବନମାଳୀ ସାହୁ(୭୭) ଆଜକୁ ୬ ଦିନ ହେଲା ନିଖୋଜ ହୋଇଯାଇଛନ୍ତି । ବ୍ୟାପକ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନାହିଁ । ସେ ଭୁବନେଶ୍ୱରର ଡୁମୁଡୁମାରେ ତାଙ୍କର ସାନପୁଅଙ୍କ ଘରେ ରହୁଥିଲେ । ଶନିବାର
Read More...

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଗରମରୁ ମିଳିବ ତାହ୍ରି। ଆଜି ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ
Read More...

କୋଣାର୍କ ଅଭୟାରଣ୍ୟରେ ଲାଗିଛି ନିଆଁ

ପୁରୀ :ବାଲୁଖଣ୍ଡ-କୋଣାର୍କ ଅଭୟାରଣ୍ୟର କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁରୁଜଙ୍ଗ ସେକ୍ସନ ଓ ରାମଚଣ୍ଡୀ ସେକ୍ସନ ଅଞ୍ଚଳରେ ଲାଗିଛି ନିଆଁ । ରାମଚଣ୍ଡୀ ଥାନା ପଛପଟେ ୩ ଏକର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଚମ୍ପାହର ଅଗ୍ନିଶମ କେନ୍ଦ୍ରର ୧୦ଜଣ ଅଗ୍ନିସମ କର୍ମଚାରୀ ଓ ବନବିଭାଗର
Read More...