Monthly Archives

June 2022

ଭାରତୀୟଙ୍କ ଉପରୁ ଭିସା କଟକଣା ହଟାଇଲା ଚୀନ୍‌

ନୂଆଦିଲ୍ଲୀ,୧୫/୬ : ଭାରତୀୟ ନାଗରି,ବିଶେଷତଃ ଭାରତୀୟ ଛାତ୍ରଛାତ୍ରୀ ପାଇଁ ଏକ ଖୁସି ଖବର । ଭାରତୀୟଙ୍କ ଭିସା ଉପରେ ଲଗାଯାଇଥିବା କଟକଣାକୁ ଚୀନ ପ୍ରତ୍ୟାହାର କରିନେଇଛି । କରୋନା ମହାମାରୀ ଯୋଗୁ ଦୁଇ ବର୍ଷ ହେଲା ଚୀନ ଏହି କଟକଣା ଲଗାଇଥିଲା । ଏଣିକି ସେମାନଙ୍କୁ ଭିସା ଦେବାକୁ ଚାଇନା
Read More...

୫-ଜିକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ ୫-ଜି ନେଟ ସେବା । ଏନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫-ଜି ସ୍ପେକଟ୍ରମ୍‌କୁ ବିଧିବଦ୍ଧ ମଞ୍ଜୁରି ମିଳିଛି । ଖୁବ୍‌ଶୀଘ୍ର ଏହି ସ୍ପେକଟ୍ରମ୍‌ ପାଇଁ
Read More...

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଯୁବକଙ୍କ ମୃତ୍ୟୁ

ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ ।ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସ୍ମୃତିରଞ୍ଜନ ସାହୁ । ସ୍ମୃତି ରଞ୍ଜନ ଚାରି ଜଣ ସାଙ୍ଗଙ୍କ ସହ ପୁରୀ
Read More...

ଭୁବନେଶ୍ୱରରେ ହେବ ଜୁନିୟର ମହିଳା ଫୁଟବଲ ବିଶ୍ୱ କପ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ହେବ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱ କପ । ଆସନ୍ତା ଅକ୍ଟୋବରରେ ଏହି ଗୁରୁତ୍ୱପୂର୍ଣ୍ଟ ଇଭେଣ୍ଟ ଖେଳାଯିବ । ଫିଫା ଅଣ୍ଟର-୧୭ ମହିଳା ବିଶ୍ୱକପ ଇଣ୍ଡିଆ ୨୦୨୨ର ଫିଫା ଏବଂ
Read More...

ଜ୍ୱରରେ ପୀଡିତ ଚତୁର୍ଦ୍ଧାବିଗ୍ରହ,ପୂଜା ପାଉଛନ୍ତି ପଟିଦିଅଁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡିତ ଏବେ ଚତୁର୍ଦ୍ଧାବିଗ୍ରହ । ତେବେ ଶ୍ରୀଜୀଉଙ୍କ ଅନବସରର ଆଜି ହେଉଛି ପ୍ରଥମ ଦିନ । ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ଗୁପ୍ତ ସେବା ଅନ୍ଧାରୀ କୋଠରୀ ଭିତରେ ଆରମ୍ଭ
Read More...

ଅଲାରନାଥ ପୀଠରେ ଭକ୍ତଙ୍କ ଭିଡ

ପୁରୀ:ଜଗତର ନାଥ ଜଗନ୍ନାଥ ସ୍ନାନ ପୂର୍ଣ୍ଣିମା ୧୦୮ ଜଳ ସ୍ନାନ କରି ଅସୁସ୍ଥ ହୋଇ ଅନବସର ଗୃହରେ ଗୁପ୍ତ ସେବା ଲୀଳା କରୁଛନ୍ତି ।ଶ୍ରୀକ୍ଷେତ୍ର ୧୫ଦିନ ନିମନ୍ତେ ଭକ୍ତ ଶୂନ୍ୟ ହୋଇପଡିଛି । ଜଗନ୍ନାଥ ପ୍ରେମୀ ଭକ୍ତ ଙ୍କ ଭିଡ଼ ବ୍ରହ୍ମଗିରି ଅଲାରନାଥ ପୀଠର ଲାଗିଛି । ଦ୍ୱିତୀୟ ଶ୍ରୀ କ୍ଷେତ୍ର
Read More...

ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ : ନମ୍ବର ୱାନ ବ୍ୟାଟ୍ସମ୍ୟାନ ହେଲେ ଜୋ ରୁଟ୍‌

ଦୁବାଇ : ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌ଙ୍କ ପୁଣି ଦବଦବା ଆରମ୍ଭ ହୋଇଛି । ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଶତକ ହାସଲ କରିବା ପରେ ଜୋ ରୁଟ୍‌ ଟେଷ୍ଟ କ୍ରିକେଟ୍‌ର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ଜୋ ରୁଟ୍‌ ଅଷ୍ର୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ
Read More...

ସାରଙ୍ଗଗଡର ସୁଧାରାଣୀଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ. ନୁଆଗାଁ ବ୍ଳକ୍‌ ଅନ୍ତର୍ଗତ ସାରଙ୍ଗଗଡର ସୁଧାରାଣୀ ଶତପଥିଙ୍କୁ ବନ ବିଭାଗ ତରଫରୁ ମିଳିଛି ଏ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର । ତାଙ୍କର ଉଦ୍ୟମରେ ସାରଙ୍ଗଗଡ ଅଂଚଳର ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ
Read More...

ବୌଦ୍ଧ ଜିଲ୍ଲାର ଅବସରପ୍ରାପ୍ତ ସୈନିକଙ୍କ ପରଲୋକ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ପୂର୍ବତନ ସୈନିକ ସଂଘର ଜଣେ ଆଜୀବନ ସଦସ୍ୟ ଅବସରପ୍ରାପ୍ତ ସୈନିକ ତଥା ମୁଣ୍ଡାପଡାର ଅବସରପ୍ରାପ୍ତ ପଶୁ ଚିକିତ୍ସକ ବୁଲାଲୁ ସାହୁଙ୍କ ଗତକାଲି ପରଲୋକ ହୋଇଯାଇଛି । ସେ ଗତ ଚାରିବର୍ଷ ଧରି ପାରାଲିସିସ୍‌ ରୋଗରେ ପୀଡିତ ଥିଲେ । ଗତକାଲି ଅପରାହ୍ନ ୨ଟା ସମୟରେ ତାଙ୍କର
Read More...

ବୌଦ୍ଧରେ ବିଶ୍ୱ ରକ୍ତଦାତା ଦିବସ ପାଳିତ

ବୌଦ୍ଧ,୧୪/୬- ଜାତୀୟ ସ୍ୱାସ୍ଥ୍ୟମିଶନ୍‌ ତାଲିମ୍‌ କକ୍ଷରେ ଆଜି ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର
Read More...