Monthly Archives

June 2022

ଗୋଟିଏ ଦିନରେ ତିନୋଟି ଅଗ୍ନିକାଣ୍ଡ, ଲୋକେ ଛାନିଆ

ସମ୍ବଲପୁର: ବର୍ତ୍ତମାନ ଘରୁ ବାହାରିବା କ୍ଷଣି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଆକାଶରୁ ଅଗ୍ନିବର୍ଷା ହେଲା ପରି ଲାଗୁଛି । ସବୁଆଡେ ଏଭଳି ପରିସ୍ଥିତିରେ ଏଠି ଗୋଟିଏ ଦିନରେ ତିନୋଟି ଅଗ୍ନିକାଣ୍ଡ ଫଳରେ ଜନସାଧାରଣଙ୍କ ମନରେ ଛନକା ପଶିଯାଇଛି । ଏ ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସ୍ଥାନୀୟ
Read More...

ଆକ୍ସନ ମୋଡ୍‌ରେ ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ, କାଠ ମାଫିଆଙ୍କୁ ଦିଆଯିବନି କ୍ଷମା

ନୟାଗଡ଼: ଆକ୍ସନ ମୋଡ୍‌ରେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ । କାଠ ମାଫିଆଙ୍କ ନିଦ ହଜାଇସାରିଲେଣି । ଗତ କିଛି ଦିନ ଧରି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର କାଠ ଜବତ କରାଯାଇଛି । ପଞ୍ଚିରିଡା ରେଞ୍ଜ ଓ ମହିପୁର ରେଞ୍ଜ ପକ୍ଷରୁ ଚଢାଉ କରାଯାଇ କାଠ ଓ ପଟ୍ଟା ଜବତ
Read More...

ବେଳପଡା ପାଣି ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ ସହରବାସୀ

ପାଟଣାଗଡ଼ : ବଲାଙ୍ଗିରଜିଲା ପାଟଣାଗଡ଼ ଉପଖଣ୍ଡ ବେଳପଡା ବ୍ଲକ ବେଲପଡ଼ାଗାଁ ରେ ପାଣି ସମସ୍ୟା ଦେଖାଦେଇଛି । ସହରରେ ପାଣି ପାଇଁ ଲୋକେ ହାହାକାର ହେଉଛନ୍ତି । ହେଲେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ସହରବାସୀଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାର ପାଉଛି
Read More...

ଆସନ୍ତା ୧୬ରୁ ଅକ୍ଟୋବର ୩୧ଯାଏଁ ଶିମିଳିପାଳ ବନ୍ଦ

ବାରିପଦା : ଆସନ୍ତା ୧୬ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳକୁ ପ୍ରବେଶ କରାଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ ପୀଠାବଟା ଫାଟକ ସମେତ ଯଶୀପୁର ବ୍ଲକ କାଳିଆଣି ଫାଟକରେ ପର୍ଯ୍ୟଟକମାନଙ୍କ ପାଇଁ ସାଢେ ଚାରି
Read More...

ଶପଥ ନେଲେ ହାଇକୋର୍ଟର ଦୁଇ ବିଚାରପତି

କଟକ: ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଆସିଥିବା ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଏବଂ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଶୁକ୍ରବାର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି । । ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ
Read More...

ଶାସନ କେନାଲ ମରାମତି କାର୍ଯ୍ୟ ପରିଦର୍ଶନ କଲେ ରେଙ୍ଗାଲି ବିଧାୟକ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବିଭିନ୍ନ କେନାଲ ଯୋଗେ ଚାଷ ଜମିଗୁଡିକୁ ଜଳସେଚନର ବ୍ୟବସ୍ଥା ରହିଛି । ସେଥି ମଧ୍ୟରୁ ଶାସନ କେନାଲ ଅନ୍ୟତମ ଓ ଗୁରୁତ୍ୱପୂର୍ଣ୍ଣ । ଏହି କେନାଲ ତିଆରି ହେବାର ବହୁ ବର୍ଷ ପରେ ଅନେକ ସ୍ଥାନରେ ଭାଙ୍ଗି ଯାଇଥିଲା । ତେଣୁ ୨୦୦୩-୦୪ ଆର୍ଥିକ ବର୍ଷରେ ବିଶ୍ୱ
Read More...

ଶିଶୁ ଶ୍ରମିକ ବିରୁଦ୍ଧରେ ସଚେତନତା ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

ସମ୍ବଲପୁର:ସମାଜରେ ଅର୍ଥାଭାବ କିମ୍ବା ଶିକ୍ଷା ଅଭାବରୁ ଅନେକ ସମୟରେ ଶିଶୁ ଓ କୁମାରତ୍ୱ ବୟସରେ ପୁଅଝିଅଙ୍କୁ ଶ୍ରମିକ ରୂପେ ନିୟୋଜିତ କରାଯାଉଛି, ଯଦିଓ ନିୟମ ଦୃଷ୍ଟିରୁ ଏହା ଧର୍ତ୍ତବ୍ୟ ଅପରାଧ । ଏ ବିଷୟରେ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ
Read More...

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନ ବିହାରୀ ସିଂ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜଣେ ସହକାରୀ
Read More...

ଜଲିଆ ଗାଁ ଗୌନ୍ତିଆଙ୍କ ପରଲୋକ

ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗ୍ରାମର ଗୌନ୍ତିଆ ଭକ୍ତ ଚରଣ ବୁଡେକଙ୍କ ଗୁରୁବାର ପରଲୋକ ଘଟିଛି ।୭୦ ବର୍ଷ ବୟସରେ ସେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ । ଗତକାଲି ଅପରାହ୍ନ ଗୋଟାଏ ସମୟରେ ତାଙ୍କ
Read More...

କନ୍ଧମାଳ ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟି ଗୋଷ୍ଠୀ ବିବାଦର ଅବସାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତ ଶକ୍ତି ଭାବେ ଉଭା ହୋଇଥିବା ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟିରେ ଫାଟ ସୃଷ୍ଟି ହୋଇ ଭୁଲ ବୁଝାମଣାବଶତଃ ସଭାପତି ଅନାମ କୁମାର ନାୟକଙ୍କ ନେତୃତ୍ୱରେ ଗୋଟିଏ ଜିଲ୍ଲା କମିଟି ଓ ବ୍ରହ୍ମା ବେହେରାଙ୍କ ନେତୃତ୍ୱରେ ଆଉ ଗୋଟିଏ କମିଟି, ଏଭଳି ଦୁଇଟି
Read More...