Monthly Archives

June 2022

ସ୍ୱାଭିମାନର ସହିତ ବଞ୍ଚିବେ ବସ୍ତି ବାସିନ୍ଦା

ଦଶପଲ୍ଲା :ନୟାଗଡ଼ ପୌର ପରିଷଦ ପକ୍ଷରୁ ବୁଧବାର ଜାଗା ସମ୍ପର୍କ ଉତ୍ସବ ଓ ସଶକ୍ତି କରଣ ସଚେତନତା ଶିବିର ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ
Read More...

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ମକଡ୍ରିଲ

ପୁରୀ: ଭକ୍ତମୟ ପରିବେଶରେ ହେବ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ଆଉ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ଭିଡନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୁଲିସ ଓ ରାପିଡ ଆକ୍ସନ ଫୋର୍ସଙ୍କର ହୋଇଛି ମକଡ୍ରିଲ । ଆରଏଏଫର ଗୋଟିଏ କମ୍ପାନୀ ଅର୍ଥାତ ୨୨୨ଜଣ ଓ
Read More...

ଟି-୨୦ ସିରିଜରୁ ବାଦ ପଡିଲେ କେଏଲ ରାହୁଲ, ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଖେଳିବେନି କେ.ଏଲ୍. ରାହୁଲ। ଆହତ କାରଣରୁ ସେ ପୂରା ସିରିଜ୍‌ରୁ ବାଦ ପଡ଼ିଛନ୍ତି। ତେଣୁ ତାଙ୍କସ୍ଥାନରେ ୱିକେଟ୍‌ କିପର ରିଷବ ପନ୍ଥଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ ଭାବେ ଚୟନ କରାଯାଇଛି। ହାର୍ଦ୍ଦିକ ପାଣ୍ଡିଆଙ୍କୁ ଉପ-ଅଧିନାୟକ ଭାବେ
Read More...

ଧାନ ସମେତ ୧୭ଟି ଫସଲର ଏମ୍‌ଏସ୍‌ପି ବଢାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଧାନ ସମେତ ୧୭ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି । ଏ ସଂପର୍କିତ ପ୍ରସ୍ତାବକୁ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମଂଜୁରୀ ଦିଆଯାଇଛି । କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସୂଚନା ଓ
Read More...

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର କିମ୍ବଦନ୍ତୀ ଖେଳାଳି ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କହିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଗୋଟିଏ ଯୁଗର ଅନ୍ତ ଘଟିଛି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ
Read More...

୫୨ଟି ଜୀବନ୍ତ କଇଛ ଜବତ, ୨ଜଣ ଅଭିଯୁକ୍ତ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ତରଫରୁ ୫୨ଟି କଇଛ ଜବତ ହୋଇଛି ଓ ଦୁଇ ଜଣ ଗିରଫ ହୋଇଛନ୍ତି ।ଉମରକୋଟ ବାନାଞ୍ଚଳ ଅଧିକାରୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ବନବିଭାଗ ପକ୍ଷରୁ ଦୁଇ କଇଛ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ।
Read More...

ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୌଦ୍ଧ,୮/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ସରସରା ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା କୁଲୁତା ସମାଜ ଆନୁକୂଲ୍ୟରେ ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ୩ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି
Read More...

ବଢିଲା ରେପୋ ରେଟ

ମୁମ୍ବାଇ: ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ରୋକିବା ଲାଗି ବୁଧବାର ଭାରତର ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୪.୯୦%କୁ ବଢ଼ାଇଥିବା କଥା ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ‘ମିନିଟାରି ପଲିସି କମିଟି’ର ୩ ଦିନିଆ ବୈଠକ ପରେ
Read More...

ମହାନଦୀରେ ଫସି ରହିଛନ୍ତି ୨ ହାତୀ

କଟକ: ମହାନଦୀରେ ଫସି ରହିଛନ୍ତି ୨ ହାତୀ। ଗତକାଲି ବିଳମ୍ବିତ ରାତ୍ରୀରେ ଆଠଗଡ ବନଖଣ୍ଡ ପଟରୁ ମହାନଦୀ ପାରି ହୋଇ ଭାଗୀପୁର ନିକଟରେ ଦୁଇ ହାତୀ (ଗୋଟିଏ ଦନ୍ତା ସହ) ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ସକାଳ ହୋଇଯିବାରୁ ଆଉ ଯାଇ ନପାରି ଵାଙ୍କୀ କଟକ ମୁଖ୍ୟ ରାସ୍ତା ସନ୍ନିକଟ ଭାଗୀପୁର
Read More...

ମଦକୁ ବିରୋଧ, ତାତିଲେ ମହିଳା

ଦଶପଲ୍ଲା : ନୟାଗଡ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁଛି ମଦର ବନ୍ୟା, ଗାଁ ଗାଁରେ ଚୋରା ଦେଶୀ ଓ ବିଦେଶୀ ମଦବେପାର, ମଦୁଆଙ୍କ ସଂଖ୍ୟା ସହିତ ସେମାନଙ୍କର ଉପଦ୍ରବ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଗାଁର ଛୋଟଛୋଟ ପିଲାମାନେ ମଧ୍ୟ ଘରୁ ଟଂକା ଚୋରିକରି ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି ।
Read More...