Monthly Archives

June 2022

ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା

ଗଜପତି,୮/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରାକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହି ଶୋଭାଯାତ୍ରା ସହର ପରିକ୍ରମା କରି ବିଭିନ୍ନ
Read More...

ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଫକୀରମୋହନ ପଠନଶାଳା, ଉମରକୋଟ ଓ ବନ ସୁରଭି ପ୍ରକାଶନ, ଧୋଡ୍ରା ଆନୁକୂଲ୍ୟରେ ସାରସ୍ୱତ ସମାରୋହ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତଙ୍କ ତତ୍ତ୍ୱାବଧାନରେ
Read More...

ସମ୍ବଲପୁର ନଗର ନିଗମ ଅଞ୍ଚଳରେ ପାଣି ପାଇଁ ହାହାକାର

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଓ ନଗର ଉପକଣ୍ଠ ଅଞ୍ଚଳ ସ୍ଥିତ ଶଙ୍କର୍ମା ଗାଁରେ ପିଇବା ପାଣି ସମସ୍ୟାକୁ ନେଇ ଗୁହାରି କରିବା ପାଇଁ ସେଠାକାର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଜି ଆସିଥିଲେ । ଜିଲ୍ଲାପାଳ ସେତେବେଳେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିବାରୁ
Read More...

ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମଦର ଟେରେସା ସମ୍ମାନ

ଫୁଲବାଣୀ: ସମାଜ ସେବା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଡ଼ଃ ନୃସିହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦାଜନକ ଜାତୀୟ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି । ମୁମ୍ବାଇର ଆମ୍ବେଦକର ରୋଡ଼ ସ୍ଥିତ ଦାମୋଦର ନାଟ୍ୟ ହଲରେ
Read More...

ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ

ପାଟଣାଗଡ଼ : ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ । ଏହା କୌଣସି ନାଟକର ଡାଇଇଗ୍‌ ନୁହେଁ, ତାହା ସତ୍ୟ ଘଟଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ପାଟଣାଗଡ଼ ସହର କଚେରି କୋର୍ଟ ପରିସରରେ । ସତରେ ଭଗବାନ କାହାକୁ କେଉଁ ବୁଦ୍ଧି ବିବେକ ଦେଇଛନ୍ତି ତାହା ଜାଣିବା ମୁସ୍କିଲ ।
Read More...

ଶ୍ରମିକ ବଦଳରେ ମେସିନ୍‌ କରୁଛି କାମ, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା

ବାଲିଗୁଡ଼ା: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ସରକାରୀ ନିୟମାନୁଯାୟୀ ଏଠି ଶ୍ରମିକ କାମ କରିବା କଥା କିନ୍ତୁ
Read More...

ଆଜି ଘୋଷଣା ହୋଇପାରେ ନୂଆ ସିଡିଏସଙ୍କ ନାମ

ନୂଆଦିଲ୍ଲୀ : ଆସନ୍ତାକାଲି ଘୋଷଣା ହୋଇପାରେ ଦେଶର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ)ଙ୍କ ନାମ । ଏନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଯେ କେନ୍ଦ୍ର ସରକାର ସିଡିଏସ ନିଯୁକ୍ତି ପ୍ରକ୍ରିୟାରେ କେତେକ ପରିବର୍ତ୍ତନ ଆଣିଛନ୍ତି । ନିୟମକୁ କୋହଳ
Read More...

ଚିକିତ୍ସା ଇତିହାସରେ ପ୍ରଥମ : ଔଷଧରେ ଭଲ ହୋଇଗଲା କ୍ୟାନସର!

ୱାଶିଂଟନ: ସାଧାରଣତଃ କ୍ୟାନସର ନାଁ ଶୁଣିଲେ ସମସ୍ତେ ଛାନିଆଁ ହୁଅନ୍ତି । କାରଣ,ଏହା ଦୁଃସାଧ୍ୟ । ଭଲ ହେବାର ସମ୍ଭାବନା ବହୁତ କମ । ଏହାର ଔଷଧୀୟ ନିିଦାନ ନାହିଁ । କିନ୍ତୁ ଏବେ ଆସିଛି ଏକ ଚମକ୍ରାର ଓ ସମସ୍ତଙ୍କୁ ଖୁସି କଲାଭଳି ଖବର । ଔଷଧରେ ଭଲ ହୋଇଛି କ୍ୟାନସର । ରେକ୍ଟାଲ୍‌ କ୍ୟାନସରର
Read More...

ବୌଦ୍ଧ ରଥ ମରାମତି ନିର୍ମାଣ କାମ ଓ ମନ୍ଦିର ପରିବେଶ ତଦାରଖ କଲେ ଅତିରିକ୍ତ ଜିଲ୍ଲାପାଳ

ବୌଦ୍ଧ,୭/୬ - ଚଳିତବର୍ଷ ବୌଦ୍ଧରେ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବାପାଇଁ ଜିଲ୍ଲା ପ୍ରଶାସନ, ବ୍ରାହ୍ମଣ ସମାଜ ଓ ମନ୍ଦିର ପରିଚାଳନା କମଟି ପକ୍ଷରୁ ଉଦ୍ୟମ ଜାରିରହିଛି । ଆଜି ଅତିରିକ୍ତ ଜିଲ୍ଲାପାଳ ବବିତା ଦଳବେହେରା ରଥଖଳାକୁ ଯାଇ ରଥ ମରାମତିର କାମ ତଦାରଖ କରିଥିଲେ । ଗତ ଦୁଇବର୍ଷ
Read More...

ସଂପୂର୍ଣ୍ଣ କରୋନାମୁକ୍ତ ହେଲା କାମ୍ବୋଡ଼ିଆ

ନୂଆଦିଲ୍ଲୀ,୭/୬ : ବିଭିନ୍ନ ଦେଶ କରୋନା ମହାମାରୀ ସହ ଜଝୁଥିବା ବେଳେ କିଛି ଦେଶ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ଉଚ୍ଚ ସଫଳତା ପାଇଛନ୍ତି । ଏହି କ୍ରମରେ କାମ୍ବୋଡିଆକୁ ବଡ଼ ସଫଳତା ମିଳିଛି । କାମ୍ବୋଡ଼ିଆ ସଂପୂର୍ଣ୍ଣଭାବେ କରୋନାମୁକ୍ତ ହୋଇଛି । ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ଘୋଷଣା
Read More...