Monthly Archives

June 2022

ବୌଦ୍ଧ: ସମବାୟ ନିର୍ବାଚନ ଶାନ୍ତିଶୃଙ୍ଖଳାରେ କରିବାକୁ ଜିଲ୍ଲାସ୍ତରୀୟ ବୈଠକ

ବୌଦ୍ଧ,୭ା୬ : ବୌଦ୍ଧ ଜିଲ୍ଲାରେ ସମବାୟ ସମିତି ଗୁଡିକରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବାକୁ ଆଜି ଏକ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
Read More...

ନୂପୁର ଶର୍ମାଙ୍କୁ ଜାରିହେଲା ସମନ

ମୁମ୍ବାଇ: ପ୍ରଫେଟ ମହମ୍ମଦଙ୍କ ସଂପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫସିଥିବା ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ସଙ୍କଟ ବଢିବାରେ ଲାଗିଛି । ତାଙ୍କ ବିବୃତି ରେକର୍ଡ କରିବାକୁ ଆସନ୍ତା ୨୨ରେ ହାଜର ହେବା ପାଇଁ ଆଜି ମହାରାଷ୍ଟ୍ର ପୁଲିସ ସମନ ଜାରି କରିଛି । ସଂଖ୍ୟାଲଘୁଙ୍କ ବିରୋଧରେ
Read More...

୧୬ଟି ଔଷଧ କିଣିବାକୁ ଆଉ ଆବଶ୍ୟକ ପଡ଼ିବନି ପ୍ରେସକ୍ରିପସନ

ନୂଆଦିଲ୍ଲୀ : ୧୬ଟି ସାଧାରଣ ଔଷଧକୁ ଓଭର-ଦି-କାଉଣ୍ଟର ଶ୍ରେଣୀଭୁକ୍ତ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଅର୍ଥାତ୍‌ ଏସବୁ ଔଷଧ କିଣିବାକୁ ହେଲେ ଲୋକମାନଙ୍କୁ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ ପଡ଼ିବ ନାହିଁ । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଡ୍ରଗ ରୁଲ୍ସ ୧୯୪୫ରେ
Read More...

ପଦୋନ୍ନତି ପାଇଲେ ଦଶପଲ୍ଲା ଥାନାଧିକାରୀ

ଦଶପଲ୍ଲା : - ଦଶପଲ୍ଲା ଥାନାର ଲୋକପ୍ରୀୟ ଥାନାଧିକାରୀ ଜୟପ୍ରକାଶ ପରିଡା ପାଇଲେ ପଦୋନ୍ନତି । ଗତ ୨୧.୫. ୨୦୨୧ ରେ କାର୍ଯ୍ୟ ଭାର ଗ୍ରହଣ କରି ମାତ୍ର ୧ବର୍ଷ ସମୟର ରହଣି ପରେ ଏବେ ତାଙ୍କର ଇନିସପେକ୍ଟର ପଦବୀକୁ ପଦୋନ୍ନତି ହେବା ସହ ଖୋର୍ଦ୍ଧା ଜିଲ୍ଲାକୁ ବଦଳି ହୋଇଛି । କିନ୍ତୁ ତାଙ୍କ
Read More...

ପୁଣି ଗାଁ ମୁହାଁ ହାତୀପଲ, ଲୋକେ ଆତଙ୍କିତ

ପାଟଣାଗଡ଼ : ପାଟଣାଗଡ଼ ରେଞ୍ଜ ଯୋଗୀ ମୁଣ୍ଡ ଅନ୍ତର୍ଗତ ବାଙ୍କିବାହାଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଗତକାଲି ପ୍ରାୟ ୧୫ ଟି ହାତୀପଲ ପଶିଛନ୍ତି । ଜଙ୍ଗଲରୁ ହାତୀପଲ ପଶି ଆସି ବାଙ୍କୀବାହାଲ, ପାଢେଲ ସର୍କଲର ବାଙ୍କେଡେ ସଂରକ୍ଷିତ ଜଙ୍ଗଲ ରହିଥିବା ବେଳେ ଆଜି ପୁଣି ଜଙ୍ଗଲରେ ଆତଙ୍କ ଖେଳାଇଛନ୍ତି
Read More...

ସରକାରୀ ଡ୍ୟୁଟି ଛାଡ଼ି କ୍ଲିନିକ ସେବାରେ ବ୍ୟସ୍ତ ଡାକ୍ତର,ଘଣ୍ଟା ଘଣ୍ଟା ଧରି ଗରମରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ

କଣ୍ଟାବାଞ୍ଜି : ଲୋକଙ୍କୁ ସୁବିଧାରେ ସବୁ ପ୍ରକାର ସମ୍ଭାବ୍ୟ ଚିକିତ୍ସା ସେବା ଯୋଗାଇଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ବିଶେଷକରି, ସରକାରୀ ଡାକ୍ତରଖାନାଗୁଡ଼ିକରେ ଲୋକେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ,ତାହାକୁ ସୁନିଶ୍ଚିତ କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ
Read More...

କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ, ଦୁଇମାସ ଧରି ଧାରଣାରେ ବସିଛନ୍ତି ଗ୍ରାମବାସୀ

ଦଶପଲ୍ଲା : - ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ରେଳ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ଅଧିଗ୍ରହଣ ପ୍ରକିୟା ଶେଷ ହେବାର ନାଁ ଧରୁ ନାହିଁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବୁଗୁଡା କଲୋନୀ ଗ୍ରାମର ୫୦ ଜଣ ଆଦିବାସୀ ଚାଷୀଙ୍କ ଚାଷ ଜମି ରେଳପଥ
Read More...

ଷ୍ଟେଟ୍ ଆନିମଲ୍‌ ହେଲ୍ପ ଲାଇନ, ଟେଲି ଭେଟେରିନାରୀ ସେବା ଓ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି
Read More...

ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ଅକାଳ ବିୟୋଗ, ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା ସଭା

ସୁବର୍ଣ୍ଣପୁର: ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ଅକାଳ ବିୟୋଗରେ ଆଜି ସକାଳେ ଏକ ସ୍ମୃତି ଚାରଣ ସଭା ସହ ଅମର ଆତ୍ମାର ସତଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା
Read More...

ବାଲ୍ୟ ବିବାହ ବନ୍ଦ ନିମନ୍ତେ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହ ବନ୍ଦ କରିବା ନିମନ୍ତେ ଦୁଇ ଗୋଟି ସଚେତନତା କାର୍ଯ୍ୟକ୍ରମ ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ ଯଥା ରାୟଗଡା ଓ ଜିରାଙ୍ଗରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଦୁଇଗୋଟି ବିଦ୍ୟାଳୟରେ ୧୧୦ ଛାତ୍ରଛାତ୍ରୀ
Read More...