Monthly Archives

June 2022

ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ

ପୁରୀ :ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ସୋମବାର ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଦୁଇ ବର୍ଷ କରୋନା ପାଇଁ
Read More...

ବାରବାଟୀରେ ମ୍ୟାଚ୍‌ ଦେଖିବେ ମୁଖ୍ୟମନ୍ତ୍ରୀ , କିଣିଲେ ପ୍ରଥମ ଟିକେଟ୍‌

ଭୁବନେଶ୍ୱର: କଟକ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍‌ ୧୨ ତାରିଖରେ ଖେଳାଯିବାକୁ ଥିବା ଟି- ୨ ୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି । ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ
Read More...

୨୦୨୬ରେ ଚାଲିବ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ

ନୂଆଦିଲ୍ଲୀ: ୨୦୨୬ରେ ଚାଲିବ ଦେଶର ପ୍ରଥମ ବୁଲେଟ ଟ୍ରେନ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଗୁଜୁରାଟର ସୁରଟ ଏବଂ ବିଲିମୋରା ମଧ୍ୟରେ ଦେଶର ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚଳାଚଳ କରିବ । ସରକାରଙ୍କ ଉଚ୍ଚାଭିଳାଷୀ ଅହମ୍ମଦାବାଦ-ମୁମ୍ବାଇ
Read More...

ତିନିବାହିନୀ ପାଇଁ ୭୬ ହଜାର କୋଟିର ପ୍ରକଳ୍ପକୁ ମଂଜୁରୀ

ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀର ଆଧୁନିକୀକରଣ ପାଇଁ ୭୬ ହଜାର ୩୯୦ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ସୋମବାରଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏସବୁ ପ୍ରକଳ୍ପକୁ
Read More...

ଗନ୍ଧରାଢୀ ଲୋକକଳା ମହୋତ୍ସବ ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁ ପୀଠରେ ପ୍ରଥମ ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସବ-୨୦୨୨ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜୁନ କରିଥିବା ବ୍ୟକ୍ତି ବିଶେଷଙ୍କୁ
Read More...

ବାରଣାସୀ ବିସ୍ଫୋରଣ ଦୋଷୀକୁ ଫାଶି ଦଣ୍ଡ

ନୂଆଦିଲ୍ଲୀ: ବାରାଣସୀ ସିରିଏଲ୍‌ ବୋମା ବିସ୍ଫୋରଣ ମାମଲାରେ ଦୋଷୀ ୱାଲିଉଲ୍ଲାହ ଖାନକୁ ମୃତ୍ୟୁ ଦଣ୍ଡ । ୧୬ ବର୍ଷ ପୁରୁଣା ଏହି ମାମଲାରେ ଜୁନ ୪ ତାରିଖରେ ୱାଲିଉଲ୍ଲାହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ସିରିଏଲ ବିସ୍ଫୋରଣର ଦୁଇଟି ମାମଲାରେ ଜିଲ୍ଲା ଜଜ୍‌ ଆତଙ୍କବାଦୀ ୱାଲିଉଲ୍ଲାହକୁ
Read More...

କାଳବୈଶାଖୀରେ ଭାଙ୍ଗିଲା ଘର

ଫୁଲବାଣୀ:ଗତକାଲି ରବିବାର ଦିନ ରାତି ୧୦ ଘଣ୍ଟିକା ପୂର୍ବରୁ ଅଚାନକ କାଳବୈଶାଖୀ ଆସି ପବନ ବର୍ଷାରେ ଅନେକ କ୍ଷୟକ୍ଷତି ଘଟାଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ କିଛି ଗରିବ ଲୋକଙ୍କ ଘରକୁ ଭାଙ୍ଗି ଦେଇ ଛପର ଉଡେଇ ନେଇଥିବା ବେଳେ ନାହିଁ ନଥିବା ହନ୍ତସନ୍ତ କରି ପକାଇଛି । ଏଭଳି ଏକ
Read More...

ବୌଦ୍ଧ ଜେଏନଭିରେ ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟ ପ୍ରଦର୍ଶନ

ବୌଦ୍ଧ,୬/୬- ଆଜି ବୌଦ୍ଧର ଡାକଟିକଟ ସଂଗ୍ରାହକ ବିଶ୍ୱନାଥ ମିଶ୍ର ନିଜ ଉଦ୍ୟମରେ ସଂଗ୍ରହ କରିଥିବା ଡାକ ଟିକଟ, ଷ୍ଟାମ୍ପ, ଦେଶ ବିଦେଶର ମୁଦ୍ରା ଓ ନୋଟକୁ ବୌଦ୍ଧ ପାଲଝରସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନୀକୁ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦ
Read More...

ଅଶୋକ ମେହେଟା ସଭା ଗୃହରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଶିବିର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଜନଶୁଣାଣୀ ଶିବିର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟା ସଭା ଗୃହରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆପତ୍ତି, ଅଭିଯୋଗ ସମସ୍ୟାକୁ ନେଇ
Read More...

ଝିଞ୍ଜରିଗୁଡା ବାଡୁନଘାଟି ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରିଗୁଡ଼ା ପଞ୍ଚାୟତର ବାଡୁନଘାଟି ପୂର୍ତ୍ତ ବିଭାଗ ରାସ୍ତାକଡ଼ ବିଲମାଳ ନିକଟରେ ଥିବା ଏକ ଜାମୁକୋଳି ଗଛରେ ସୋମବାର ଦିନ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଠାବ କରାଯାଇଛି । ଘଟଣା ସ୍ଥଳରେ ବ୍ରାହ୍ମଣୀଗାଁ ଥାନା
Read More...