Monthly Archives

June 2022

କରୋନା ନିୟମ ଉଲ୍ଲଂଘନକାରୀଙ୍କୁ ନେଇ ଏଭଳି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ,୩/୬: ଦିଲ୍ଲୀ ଓ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି । ମୁଖ୍ୟତଃ,ଦିଲ୍ଲୀ ଓ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ବଢୁଛି । କରୋନା ନିୟମକୁ ନମାନିବା ଏବଂ ସରକାରଙ୍କ ଢିଲାପଣ ଯୋଗୁ ଏଭଳି ହେଉଛି । ଦିଲ୍ଲୀକୁ ବିମାନରେ ଆସୁଥିବା ଯାତ୍ରୀମାନଙ୍କ
Read More...

ସାଂଘାତିକ ଅଭିଯୋଗ: ୱାରେଣ୍ଟ ଜଣକ ନାଁରେ,ଗିରଫ କରାଯାଇଛି ଅନ୍ୟ ଜଣକୁ

ଘୁ.ଉଦୟଗିରି, ଜଣକ ନାମରେ ୱାରେଣ୍ଟ,କିନ୍ତୁ ଗିରଫ କରାଯାଇଛି ଅନ୍ୟ ଜଣଙ୍କୁ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ସ୍ଥାନୀୟ ପୋଲିସ ବିରୁଦ୍ଧରେ । ଏହି ଥାନା ଅନ୍ତର୍ଗତ ଗଦଗୁଡା ପଞ୍ଚାୟତର ରୁଦାଙ୍ଗିଆ ନିକଟ ଲେବଗୁଡା ଗାଁର ପ୍ରଭୁରଶ୍ମି ପ୍ରଧାନଙ୍କୁ ପୁରୁଣା ୱାରେଣ୍ଟ ବଳରେ ୨୮ତାରିଖରେ ତାଙ୍କ
Read More...

ଶୀତଳଷଷ୍ଠୀ ଯାତ୍ରାର ସୁରକ୍ଷା ପାଇଁ ୧୫୦ ଅଧିକାରୀ ଓ ୩୫ ପ୍ଲାଟୁନ ପୁଲିସ ବଳ ମୁତୟନ

ସମ୍ବଲପୁର:ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମୟରେ ସୁରକ୍ଷା ପାଇଁ ୧୫୦ ପୁଲିସ ଅଧିକାରୀ ଓ ୩୫ ପ୍ଲାଟୁନ ପୁଲିସ ବଳ ମୁତୟନ କରାଯାଇଛି । ସମ୍ବଦ୍ଧ ପୁଲିସ ଅଧିକାରୀମାନଙ୍କ ସହିତ ଏ ବିଷୟରେ ଆଲୋଚନା କରିବା ପାଇଁ ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ଆଜି ସ୍ଥାନୀୟ ରିଜର୍ଭ ପୁଲିସ ପଡ଼ିଆରେ
Read More...

କରାଟେ ଏବଂ କୁବୁଡୋ ବେଲ୍ଟ ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ

ନବରଙ୍ଗପୁର: ଜାପାନର ଅକୀନାୱା ୟୁଚି ରୟୁ କରାଟେ ଦ୍ୟୁ କେନ୍ୟୁକାଇର ଭାରତୀୟ ସଙ୍ଘ ଓ ଅକୀନାୱା ସୋରିନ ରୟୁ ରେଇହୋକାନ କୁବୁଡୋ ସଙ୍ଘ ଆନୁକୂଲ୍ୟରେ ସ୍ଥାନୀୟ ଏସିଆନ କରାଟେ ବିଦ୍ୟାଳୟରେ ଅନୁଷ୍ଠାନର ମୁଖ୍ୟ ସେଂସାଇ ଶରତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଟେ ଏବଂ କୁବୁଡୋ ବେଲ୍ଟ ଟେଷ୍ଟ
Read More...

ପ୍ରତାପପୁର ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ସୋନପୁର ସଦର ବ୍ଲକ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତାପପୁରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସିନିୟର ଟି.ସି. ପ୍ରମୋଦ
Read More...

ବାଉଁଶୁଣୀରେ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

ବୌଦ୍ଧ/ବାଉଁଶୁଣୀ,୩/୬- ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସର୍ବମୋଟ ୧୪୪ ଗୋଟି
Read More...

ଉଚ୍ଚ ନ୍ୟାୟାଳୟ ବିଚାରପତି ବିଭୁପ୍ରସାଦ ରାଉତରାୟଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର: ଓଡିଶା ହାଇକୋର୍ଟର ମାନ୍ୟବର ବିଚାରପତି ବିଭୁପ୍ରସାଦ ରାଉତରାୟ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ଫେରିଛନ୍ତି । ସେ' ବୁଧବାର ସନ୍ଧ୍ୟାରେ ନବରଙ୍ଗପୁର ପହଞ୍ଚି ଶୁକ୍ରବାର ସକାଳୁ ଫେରିଛନ୍ତି । ପରିବାର ସହ ନବରଙ୍ଗପୁର ଆସି ମାଁ ଭଣ୍ଡାର ଘରଣୀ ଓ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ
Read More...

ଗନ୍ଧରାଡି ମହାବିଦ୍ୟାଳୟରେ ବିଶ୍ୱ ସାଇକେଲ ଦିବସ ପାଳନ

ଜହ୍ନାପଙ୍କ : ଭାରତ ସରକାରଙ୍କ ଖେଳ ମନ୍ତ୍ରଣାଳୟ ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ଗନ୍ଧରାଡି ମହାବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଗନ୍ଧରାଡି ମହାବିଦ୍ୟାଳୟ ଜହ୍ନାପଙ୍କ ପରିସରରେ ଜିଲ୍ଲା ଯୁବ ଅଧିକାରୀ ନବନୀତ କୁମାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ସାଇକେଲ ଦିବସ ପାଳିତ
Read More...

ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗରେ ଅଧ୍ୟାପକଙ୍କ ନାମରେ ମାମଲା ରୁଜୁ

ପାଟଣାଗଡ : ପାଟଣାଗଡ ଉପଖଣ୍ଡ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ଜୁନିୟର କଲେଜରେ ଯୁକ୍ତ ଦୁଇ ଜାଲ କାଗଜପତ୍ର ଦାଖଲ କରି ଚାକିରି କରୁଥିବା ଅଭିଯୋଗରେ ଦୁଇ ଅଧ୍ୟାପକ ନରେନ୍ଦ୍ର ନାଗ ଏବଂ ଲିଙ୍ଗରାଜ ମେହେରଙ୍କ ନାମରେ ପାଟଣାଗଡ଼ ଥାନାରେ ଏତଲା ଦେଇଛନ୍ତି ଉକ୍ତ କଲେଜର ଅଧ୍ୟକ୍ଷ ତଥା ପରିଚାଳନା
Read More...

ଜନଗହଳି ସ୍ଥାନରୁ ବାଇକ ଚୋରି

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଂଚଳରେ ପୁଣି ସକ୍ରିୟ ହୋଇଛନ୍ତି ଚୋର । କିଛି ଦିନ ଆଗରୁ ଭଜନ ପେଟ୍ରୋଲ ପମ୍ପ ନିକଟରେ ରହିଥିବା ଗୋଟିଏ କିରାଣୀ ଦୋକାନରୁ ଚୋରି ଘଟଣା ପରେ ଫେରାର ମାରିଥିଲେ ଅଭିଯୁକ୍ତ, ପୁଣି ଦିନ ଦ୍ୱିପହରରେ ସାପ୍ତାହିକ ବଜାର ଭଳି ଜନଗହଳି ସ୍ଥାନରୁ ବାଇକ
Read More...