Monthly Archives

July 2022

ତୁର୍ଲାରେ ସିଆରପିଏଫ ତରଫରୁ ବୃକ୍ଷରୋପଣ ସହ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଆଶ୍ରମ ସ୍କୁଲ ପରିସରରେ ହରିଶଙ୍କର ସିଆରପିଏଫ୍‌ ୧୮୯/ଏ ବ୍ୟାଟେଲିଏନ ତରଫରୁ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରପିଏପ୍‌ର ସ୍ଥାପନ ଦିବସ ଅବସରରେ କମାଣ୍ଡେଣ୍ଟ ପବନ
Read More...

ଭଲ ଖବର:ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସର୍ଗିପାଲି ଗାଁର ଭାନୁମତୀ ଛତ୍ରିଆ, କୁକୁଡା ଚାଷ କରି ପରିବାର…

ଖପ୍ରାଖୋଲ : ସରକାର ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଅନେକ ସମୟରେ ଜନସାଧାରଣଙ୍କ ଯୋଜନା ପ୍ରତି ଅନିଚ୍ଛା ତ ପୁଣି ସରକାରୀ କର୍ମଚାରୀଙ୍କ ଉଦାସୀନତା ଯୋଗୁଁ ଅନେକ ସମୟରେ ଯୋଜନା ବିଫଳ ହେବା ସହ ସରକାରଙ୍କ ଲକ୍ଷ୍ୟ ପୂରଣ ହୋଇପାରିନଥାଏ । ହେଲେ ଯଦି ଜଣେ ସରକାରଙ୍କ
Read More...

ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିବି, କିନ୍ତୁ… : କଂଗ୍ରେସ ସାଂସଦ ଅଧୀର ରଂଜନ

ନୂଆଦିଲ୍ଲୀ : "ରାଷ୍ଟ୍ର ପତ୍ନୀ' ଶବ୍ଦ କହିବା ପରେ ବିବାଦରେ ଛନ୍ଦି ହୋଇଥିବା କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ସେ କେବଳ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ମାଗିବେ । କିନ୍ତୁ ଏହି କପଟୀମାନଙ୍କୁ ସେ କେବେବି କ୍ଷମା ମାଗିବେ ନାହିଁ । ଅଧୀର ରଂଜନ ତାଙ୍କ ସ୍ପଷ୍ଟୀକରଣରେ
Read More...

ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାର ବିଜୟ ପରେ ବଦଳିଲା ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ, ଜାଣନ୍ତୁ ଭାରତର ସ୍ଥିତି…

ନୂଆଦିଲ୍ଲୀ : ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୨୪୬ ରନ୍‌ରେ ପରାସ୍ତ କରିଛି । ପାକିସ୍ତାନର ଏହି ପରାଜୟ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ଏବଂ ଭାରତକୁ ଫାଇଦା ହୋଇଛି । ଗଲେରେ ଖେଳାଯାଇଥିବା
Read More...

ଆଜି ଚିତାଲାଗି ଅମାବାସ୍ୟା, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା

ପୁରୀ : ଆଜି ଚିତାଲାଗି ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ହୀରା ଖଚିତ ଚିତା । ପତିମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଓ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କୁ ଏହି ଚିତା ଲାଗି କରିବେ । ଶ୍ରୀଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା,
Read More...

କୃଷି କାର୍ଯ୍ୟ ପ୍ରମାଣପତ୍ର ବାଣ୍ଟିଲେ ଜିଲ୍ଲାପାଳ

ଦଶପଲ୍ଲା : ଆଜି ପାରମ୍ପରିକ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟ ସମ୍ପର୍କିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କ ଦ୍ୱାରା ପ୍ରମାଣପତ୍ର ବଣ୍ଟନ କରାଯାଇଛି ।ଜୀବିକା ମିଶନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ନୟାଗଡ଼ ଜିଲ୍ଲାର ନୂଆଗାଁ, ଓଡ଼ଗାଁ,
Read More...

ଶିକ୍ଷା କ୍ଷେତ୍ରରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦାବିରେ ବୌଦ୍ଧ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର

ବୌଦ୍ଧ : ଶିକ୍ଷା ପାଇଁ ନାମଲେଖାରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେବା ଦେବାରେ ବୌଦ୍ଧ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସଭାପତି ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆଙ୍କ ନେତୃତ୍ୱରେ ଏକ
Read More...

ପୁଣି ତିନି ରାଜ୍ୟସଭା ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ବିଶୃଙ୍ଖଳା ଆଚାରଣ ପାଇଁ ପୁଣି ଆଜି ଆଉ ତିନି ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଜଣ ଆମ୍‌ ଆଦମୀ ଦଳର ହୋଇଥିବା ବେଳେ ଜଣେ ସ୍ୱାଧୀନ ସାଂସଦ ରହିଛନ୍ତି । ଆପ୍‌ ସାଂସଦ ସନ୍ଦୀପ ପାଠକ ଓ ସୁଶୀଲ ଗୁପ୍ତା ନିଲମ୍ବିତ ହୋଇଥିବା ବେଳେ ସ୍ୱାଧୀନ
Read More...

ସିରିଜ ବିଜୟ ପରେ ଯୁବ ଖେଳାଳିଙ୍କୁ ପ୍ରଶଂସା କଲେ ଧାୱନ, କହିଲେ ଏହି ବଡ କଥା

ନୂଆଦିଲ୍ଲୀ : ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୧୯ ରନ୍‌ ବିଜୟ ପରେ ଭାରତୀୟ ଦଳର ଅଧିନାୟକ ଶିଖର ଧାୱନ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ବହୁତ ଖୁସି ଅଛନ୍ତି । ଧାୱନ ଯୁବ ଖେଳାଳିଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେମାନେ ବହୁତ ପରିପକ୍ୱ ପ୍ରଦର୍ଶନ କରିଛନ୍ତି ।ଶୁଭମାନ
Read More...

ସାଇବର ଠକେଇର ଶିକାର ହେଲା ପୋଲିସ ବାବୁଙ୍କ ପତ୍ନୀ

ପୁରୀ : ସାଇବର ଠକେଇର ଶିକାର ହେଇଛନ୍ତି ଜଣେ ମହିଳା । ବ୍ୟାଙ୍କ ଆକାଉଣ୍ଟରେ ପ୍ୟାନ ଲିଙ୍କ୍‌ ହୋଇ ନଥିବା କହି ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ୍‌ । ଏଭଳି ଏକ ଘଟଣା ଘଟିଛି ପୁରୀ ପେଣ୍ଠକଟା ଅଧୀନ ସଦର ବ୍ଲକ ଅଞ୍ଚଳ ଜଣେ ପୋଲିସ ବାବୁଙ୍କ ପତ୍ନୀଙ୍କ ସହ । ପ୍ରିୟଙ୍କା କାନୁନଗୋ ନାମକ
Read More...