Monthly Archives

July 2022

ବିଜେଡିର ୨୫ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ:-ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବୃଦ୍ଧାଶ୍ରମ ଠାରେ ବିଜୁ ଛାତ୍ର ଜନତା ଦଳ ସଭାପତି ସୁନିଲ ସେଠୀ ଓ ଯୁବ ଜନତା ଦଳର ସଭାପତି ବିଷ୍ଣୁ ମଲ୍ଲିକ,ନଗର ଯୁବ ସଭାପତି ପାର୍ଥ ବିଶ୍ୱାଳଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି
Read More...

ଓଡିଆ ଝିଅ ହେଲେ ରାଷ୍ଟ୍ରପତି, ଖୁସିରେ ରସଗୋଲା ବାଣ୍ଟିଲେ ପୁରୀର ଚା’ ବିକାଳୀ

ପୁରୀ : ଓଡିଶା ମାଟିର ଝିଅ ରାଷ୍ଟ୍ରର ସର୍ବୋଚ୍ଚ ସ୍ଥାନରେ ଆସନ ଅଳଙ୍କୃତ କରିଛନ୍ତି । ମହାମହିମ ରାଷ୍ଟ୍ରପତି ପଦରେ ଶପଥ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । ଏନେଇ ଓଡିଶା ସମେତ ସାରା ଦେଶ ଖୁସି ମନାଉଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଜଣେ ଚା ବିକାଳୀ
Read More...

ବ୍ଲକ ସ୍ତରୀୟ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକ ସ୍ତରୀୟ ଜୁଲାଇ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଶିକ୍ଷଣ ଶିକ୍ଷାଦାନ କିପରି ଉନ୍ନତ ହୋଇପାରିବ,
Read More...

ଭଗବତୀ ନାଏକ ହେଲେ ବହିରା ସେବା ସମବାୟ ସମିତିର ଉପସଭାପତି

ବୌଦ୍ଧ : ବହିରା ସେବା ସମବାୟ ସମିତିର ଉପସଭାପତି ଭାବରେ ଭଗବତୀ ନାଏକ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।ଏଥିରେ ସେବା ସମବାୟ ସମିତିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ସମିତିର ସଭାପତି ପୟୋଧର ମହାକୁଳ, ସୁଶାନ୍ତ ବାଘ, ଯୀଶୁ ପଧାନ, ବିପିନ ବିହାରୀ ଦାଶ, ପଞ୍ଚାନନ ସାହୁ, ଅନିରୁଦ୍ଧ
Read More...

ପରିବେଶ ସୁରକ୍ଷା ପାଇଁ ବୃକ୍ଷ ଚାରାରୋପଣ

ବୌଦ୍ଧ : ବୁଟୁପାଲି ସ୍ଥିତ ଜାନକୀ ଭିକାରୀ ହାଇସ୍କୁଲ ଠାରେ ପ୍ରଜାପିତା ବ୍ରହ୍ମକୁମାରୀ ବିଦ୍ୟାଳୟରେ କଳ୍ପତରୁ ପ୍ରୋଜେକ୍ଟ କ୍ରମେ ପରିବେଶ ସୁରକ୍ଷା ଓ ଆମ ଦାଇତ୍ୱ ସମ୍ୱନ୍ଧରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଆଲୋଚନା ସଭାର ଆୟୋଜନ ହୋଇଥିଲା । ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ
Read More...

ବାଇକ-କାର ମୁହାଁମୁହିଁ ଧକ୍କା,୨ ଗୁରୁତର

ଜହ୍ନାପଙ୍କ: ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ନଂ. ୫୭ର ତେଲିବନ୍ଧ କେନାଲ ନିକଟରେ ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ଏକ କାର ବାଇକ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଆରୋହୀ ବୀରମହାରାଜପୁରର ପ୍ରକାଶ ନାଏକ ଓ ଝାରକୁମୁଣ୍ଡାନିବାସୀ ଭଗବାନ ମଲ୍ଲିକ ଗୁରୁତର ଆହତ
Read More...

କନ୍ଧମାଳ ଜିଲ୍ଲାପାଳଙ୍କ ଉପାନ୍ତ ବ୍ଲକ୍‌ ଗସ୍ତ, ଅଞ୍ଚଳର ସମସ୍ୟା ଉପରେ ଆଲୋଚନା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ଦୁଇ ଉପାନ୍ତ ବ୍ଲକ କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକ୍‌ ଗସ୍ତ କରି ଅଞ୍ଚଳର ସମସ୍ୟା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ । ପ୍ରଥମେ କୋଟଗଡ଼ ବ୍ଲକ୍‌ ପରିଦର୍ଶନରେ ଯାଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟ
Read More...

ଆସିଲା ମେଡିକାଲ୍‌ ରିପୋର୍ଟ :
ଠିକ୍‌ ଅଛନ୍ତି ମନ୍ତ୍ରୀ ପାର୍ଥ ଚାଟାର୍ଜୀ,୧୪ଦିନିଆ ରିମାଣ୍ଡ ଆବେଦନ କଲା ଇଡି

ଭୁବନେଶ୍ୱର : ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୁବନେଶ୍ୱରସ୍ଥିତ ଏମ୍ସ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଏଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏମ୍ସ ପକ୍ଷରୁ କୁହାଯାଇଛି
Read More...

ଶ୍ରାବଣ ଦିତୀୟ ସୋମବାରରେ ଗନ୍ଧରାଢୀ ପୀଠ ଚଳଚଞ୍ଚଳ

ଜହ୍ନାପଙ୍କ : ଶ୍ରାବଣର ଦ୍ୱିତୀୟ ସୋମବାର ଚଳ ଚଞ୍ଚଳ ଓଡିଶାର ଐତିହାସିକ ପ୍ରମୁଖ ଶୈବ ପୀଠ ଗନ୍ଧରାଢୀ ଓ ଦୀର୍ଘ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ମନ୍ଦିରକୁ ଯିବାପାଇଁ ବାରଣ କରାଯାଇଥିଲା । ଏବର୍ଷ କଟକଣା କୋହଳ ଯୋଗୁଁ ୨ ବର୍ଷ ପରେ ହେବ ଭକ୍ତ ଭଗବାନଙ୍କ ମିଳନ ଓ ଅନେକ ଉତ୍ସାହ ଅନେକ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ
Read More...