Monthly Archives

July 2022

ଶ୍ରାବଣର ଦ୍ୱିତୀୟ ସୋମବାରରେ ଲୋକନାଥଙ୍କ ପୀଠରେ ଭକ୍ତଙ୍କ ଗହଳି

ପୁରୀ : ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ପୁରୀର ପ୍ରଭୁ ଶ୍ରୀଲୋକନାଥଙ୍କ ପୀଠରେ ହଜାର ହଜାର ବୋଲବମ୍‌ ଭକ୍ତଙ୍କ ଭିଡ ଜମିଛି । ଲୋକନାଥଙ୍କ ନିକଟରେ ଜଳଲାଗି କରିଛନ୍ତି ହଜାର ହଜାର କାଉଡ଼ିଆ ଭକ୍ତ ।ଏହି ଅବସରରେ ପୁରୀର ଶ୍ରୀଲୋକନାଥଙ୍କ ପୀଠ ହୋଇଉଠିଛି ବେଶ୍‌ ଉତ୍ସବ
Read More...

କରୋନା ସଂକ୍ରମଣ: ସମଗ୍ର ରାଜ୍ୟରେ ସ୍ଥିତି ସୁଧୁରିବା ବେଳେ ସମ୍ବଲପୁରରେ ବିଗୁଡିଛି

ସମ୍ବଲପୁର: କରୋନା ସଂକ୍ରମଣର ବର୍ତ୍ତମାନ ଚତୁର୍ଥ ଲହର ସମୟରେ ଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରେ ୧୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯେତେବେଳେ କି ସମଗ୍ର ରାଜ୍ୟର ମୋଟ ୭୩୯ ଚିହ୍ନଟ ସହିତ ସ୍ଥିତିରେ ଉନ୍ନତି ଦେଖାଯାଉଛି । ଏପର୍ଯ୍ୟନ୍ତ ସବୁଠାରୁ ସଂକଟାପନ୍ନ ସ୍ଥିତି ଖୋର୍ଦ୍ଧା ଓ କଟକ
Read More...

ବର୍ଦ୍ଧିତ ନାମଲେଖା ଫିଜ ପ୍ରତ୍ୟାହାର ଦାବି, ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ କଲେଜ୍‌ ଛାତ୍ରଛାତ୍ରୀ ମାନେ ବର୍ଦ୍ଧିତ ନାମଲେଖା ଫିଜକୁ ପ୍ରତ୍ୟାହାର ଦାବିରେ ଆଜି କଲେଜ୍‌ ମୁଖ୍ୟ ଫାଟକ ଆଗରେ ଦେଇଥିବା ଧାରଣା ଜିଲ୍ଲାପାଳଙ୍କ ଆଲୋଚନା ପାଇଁ ପ୍ରସ୍ତାବ ଦେବା ପରେ ପ୍ରତ୍ୟାହୃତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ୧୦ ଘଣ୍ଟା ସମୟଠାରୁ
Read More...

ସିରିଜ ବିଜୟ ପରେ ସାଥୀ ଖେଳାଳିଙ୍କ ଖୁସି ମନାଇଲେ ଶିଖର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜରୁ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା । ଏଭଳି ପରିସ୍ଥିତିରେ ଦଳର ଅଧିନାୟକ ପଦ ବରିଷ୍ଠ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନଙ୍କୁ ହସ୍ତାନ୍ତର କରାଯାଇଥିଲା । ଶ୍ରୀଲଙ୍କା ଗସ୍ତରେ ଶିଖର ଧାୱନ ଦଳର ଅଧିନାୟକ ଥିଲେ । ଏଭଳି ପରିସ୍ଥିତିରେ
Read More...

ଚନ୍ଦ୍ରଶେଖର ପାଠାଗାର ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ଜିଲ୍ଲା ସଦରର ଥନାପତିପଡା ସ୍ଥିତ ଚନ୍ଦ୍ରଶେଖର ପାଠାଗାର ଆନୁକୂଲ୍ୟରେ ସ୍ଥାନୀୟ ଥାନାପତିପଡା ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଛ ବଞ୍ଚିଲେ ଆମେ ବଞ୍ଚିବା ନାରା ଦେବା ସହ ଗଛ ଲଗାଇବା ଦ୍ୱାରା ପରିବେଶ କିପରି ସ୍ୱଚ୍ଛ ଓ ନିର୍ମଳ ହେଉଛି ସେଦିଗରେ
Read More...

ବାଇକ୍‌ ଚୋରକୁ କାବୁକଲେ ଗାଁ ଲୋକେ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଚୋରମୁଣ୍ଡା ଗ୍ରାମ ନିକଟ ରେଳୱେ ଫାଟକ ପାଖରେ ବାପା ଓ ପୁଅଙ୍କୁ ମାରପିଟ କରି ହାତରୁ ବାଇକ ଛଡାଇ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ସମୟରେ ବାପ ପୁଅ ଚୋର ଚୋର ବୋଲି ଚିତ୍କାର କଲା ପରେ ଚୋରମୁଣ୍ଡା ଗ୍ରାମବାସୀ
Read More...

ବଞ୍ଜାରି ମହିମା ଆଶ୍ରମରେ ହଳଦିଆ ତୈଳିକ ସମାଜର ବୈଠକ ଅନୁଷ୍ଠିତ : ନୂତନ ହଳଦିଆ ତେଳି ଜୁଆନ କୁଟୁମର କମିଟି ଗଠନ

ପାଟଣାଗଡ/ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍କକ ବଞ୍ଜାରି ମହିମା ଆଶ୍ରମ ପ୍ରାଙ୍ଗଣ ଠାରେ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୈଳିକ ବୈଶ୍ୟ ସମାଜର ସଭାପତି ପ୍ରଫୁଲ୍ଲ କୁମାର ସାହୁ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ସମାଜର ଆହ୍ୱାନ କ୍ରମେ
Read More...

ସମ୍ବଲପୁରୀ ଦିନ ପାଇଁ ରଙ୍ଗୋଲୀ, ଚିତ୍ରାଙ୍କନ ଓ ମେହେନ୍ଦୀ ପ୍ରତିଯୋଗିତା

ସମ୍ବଲପୁର: ପଶ୍ଚିମାଞ୍ଚଳବାସୀଙ୍କ ଅସ୍ମିତାର ଦିନ ଭାବେ ଧିରେଧିରେ ସମ୍ବଲପୁରୀ ଦିନର ଗ୍ରହଣୀୟତା ବଢିଚାଲିଛି । ଦୁଇବର୍ଷ କରୋନା ମହାମାରୀ କଟକଣା ପରେ ଚଲିତ ବର୍ଷ ପୁଣିଥରେ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଖୋଲା ମଂଚରେ ସମ୍ବଲପୁରୀ ଦିନ ପାଳିତ ହେବାକୁ ଯାଉଛି । ସମ୍ବଲପୁରୀ ସଂସ୍କୃତିର
Read More...

ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ:-ବହୁ ଚର୍ଚ୍ଚିତ ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୋଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଆଶିଷ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ୫ ଜଣିଆ କମିଟି କନ୍ଧମାଳ ଗସ୍ତ କରି
Read More...

କୃପାଳୁ ଶିଶୁ ସାହିତ୍ୟ ଆସର

ପାରଳାଖେମୁଣ୍ଡି : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା "କୃପାଳୁ ଶିଶୁ ସାହିତ୍ୟ ଆସର' ବିଦ୍ୟାଳୟ ଛୁଟି ଦିନମାନଙ୍କରେ ଭ୍ରମ୍ୟମାଣ କରି ସେଠାରେ ଥିବା ପିଲାମାନଙ୍କୁ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ ଅବଗତ କରାଉଛି । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଏହି
Read More...