ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ :
ଅଜୟ ଦେବଗନ୍ ଶ୍ରେଷ୍ଠ ଅଭିନେତା,ଅପର୍ଣ୍ଣା ଶ୍ରେଷ୍ଠ ଅଭିନେତ୍ରୀ
ନୂଆଦିଲ୍ଳୀ,୨୨/୭ : ଆଜି ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟର୍ରେ ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା ହୋଇଛି । ‘ତାନାଜୀ-ଅନସଙ୍ଗ ହିରୋ’ ଫିଲ୍ମ ପାଇଁ ଅଜୟ ଦେବଗନ ଏବଂ ‘ସୋରାରାଇ ପୋଟ୍ରୁ’ ପାଇଁ ସୂରିୟାଙ୍କୁ ଶ୍ରେଷ୍ଠ ଅଭିନେତା!-->…
Read More...
Read More...