Monthly Archives

July 2022

ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା : ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସଙ୍କୁ ମାଡ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝରିଗୁଡା ଗ୍ରାମରେ ମହିଳାଙ୍କ ଆତ୍ମହତ୍ୟାକୁ କେନ୍ଦ୍ର କରି ଉତ୍ତେଜନା ଦେଖା ଦେଇଛି । ଏହାକୁ ହତ୍ୟା ସନ୍ଦେହ କରି ଗ୍ରାମବାସୀ ଉତ୍ତେଜିତ ହୋଇ ପଡିଛନ୍ତି । ସୂଚନାଯୋଗ୍ୟ ଡାବୁଗାଁ ଥାନା ପୂଜାରୀଗୁଡା ଲଛମୀ ପନକାଙ୍କ ଝିଅ ଭଦ୍ରିକା
Read More...

ଷ୍ଟୋକ୍ସଙ୍କ ଅବସରକୁ ନେଇ ଭାବୁକ ହେଲେ ଯୁବି, କହିଲେ ଏମିତି

ନୂଆଦିଲ୍ଲୀ : ବେନ୍‌ ଷ୍ଟୋକ୍ସ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଗତକାଲି ଖେଳିଛନ୍ତି । ଷ୍ଟୋକ୍ସ ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ତାଙ୍କ କ୍ୟାରିୟରର ଶେଷ ଦିନିକିଆ ହେବ । ଷ୍ଟୋକ୍ସ ଟେଷ୍ଟ ଦଳର ଅଧିନାୟକ
Read More...

୨୧ରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବ

ଭୁବନେଶ୍ଵର: ଦିନକ ପାଇଁ ବର୍ଷାରେ ବିରାମ ଲାଗିଥିଲା । ଆଗକୁ ପୁଣି ବର୍ଷିବ । ୨୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ବୁଧବାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ରାଜ୍ୟର ଅଧିକାଂଶ ନଦୀର
Read More...

ଝାଡଖଣ୍ଡରେ ହରିୟାଣା ଘଟଣାର ପୁନରାବୃତ୍ତି, ମହିଳା ସବଇନ୍ସପେକ୍ଟରଙ୍କୁ ଗାଡି ମଡାଇ ମାରିଦେଲେ

ରାଞ୍ଚି: ଝାଡଖଣ୍ଡରେ ହରିୟାଣା ହତ୍ୟା ଘଟଣାର ପୁନରାବୃତ୍ତି । ଚେକ ପୋଷ୍ଟରେ ଗାଡି ଯାଞ୍ଚ ସମୟରେ ଗାଡି ମଡାଇ ମହିଳା ସବଇନ୍ସପେକ୍ଟର ସନ୍ଧ୍ୟା ଟପୋଙ୍କୁ ହତ୍ୟା କରାଯାଇଛି । ଗାଡ଼ି ଜବତ ସହ ଅଭିଯୁକ୍ତ ଅଟକ ଥିବା ରାଞ୍ଚି ଏସପି ସୂଚନା ଦେଇଛନ୍ତି ।ଚେକ ପୋଷ୍ଟରେ ଗାଡି ଚାଳକଙ୍କ ଚେକିଂ
Read More...

ପୁରୀରେ ଅଭଡା ଯୋଜନାରେ ନିର୍ମାଣ ହେବ ଅତ୍ୟାଧୁନିକ ଧର୍ମଶାଳା

ପୁରୀ : ପୁରୀରେ ଅଭଡା ଯୋଜନାରେ ନିର୍ମାଣ ହେବ ଅତ୍ୟାଧୁନିକ ଧର୍ମଶାଳା । ରାଜ୍ୟ କ୍ୟାବିନେଟ ୧୩୫ କୋଟି ୬୦ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ପୁରୀ ବାସେଳିସାହି ମୌଜାର ଖଣ୍ଡିଆବନ୍ଧ ନିକଟରେ ଏହି ଧର୍ମଶାଳା ନିର୍ମାଣ ହେବ । ଜମି ଚିହ୍ନଟ ପ୍ରକ୍ରିୟା ସରିବା ପରେ ପଥର
Read More...

୩୭ଜଣ ଓଏଏସଙ୍କ ବଦଳି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ୩୭ଜଣ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ସେମାନଙ୍କ ମଧ୍ୟରେ ୩୦ଜଣଙ୍କୁ ବିଡିଓ ଭାବେ ବିଭିନ୍ନ ବ୍ଲକରେ ଅବସ୍ଥାପିତ କରାଯାଇଥିବାବେଳେ ଅନ୍ୟ ୭ଜଣଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗକୁ ଫେରାଇ ଦିଆଯାଇଛି । ଆଜି ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି
Read More...

ୱେଷ୍ଟଇଣ୍ଡିଜରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଦିନିକିଆ ଓ ଟି-୨୦ ସିରିଜ ଖେଳିବା ପାଇଁ ଇତିମଧ୍ୟରେ ୱେଷ୍ଟଇଣ୍ଡିଜରେ ପହଞ୍ଚିଛି ଭାରତୀୟ ଦଳ । ଦୁଇ ଦଳ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ ଖେଳିବେ । ଶିଖର ଧାୱନଙ୍କ ନେତୃତ୍ୱାଧୀନ ଦିନିକିଆ ଦଳ ଏକ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନରେ ୱେଷ୍ଟଇଣ୍ଡିଜରେ ପହଞ୍ଚିଛନ୍ତି ।
Read More...

ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୨ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ସାରଡ଼ା ଛକ ଏବଂ ଗୋପ ଦେବି ମଣ୍ଡପଛକ ଠାରେ ଚଢ଼ାଉକରୀ ଦୁଇ ଜଣ ଅସମୀଙ୍କୁ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା
Read More...

ବ୍ରିିଟେନ ପିଏମ ରେସ୍‌ : ଚତୁର୍ଥ ରାଉଣ୍ଡରେ ମଧ୍ୟ ଆଗରେ ସୁନକ

ନୂଆଦିଲ୍ଲୀ,୧୯/୭: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିବା ପାଇଁ ଭୋଟିଂ ପ୍ରକ୍ରିୟା ଜାରି ରହିଛି । ଆଜି ୪ର୍ଥ ରାଉଣ୍ଡର ଭୋଟିଂ ସରିଥିବା ବେଳେ ଏଥିରେ ଆଗରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଋଷି ସୁନକ୍‌ । ୧୧୮ ଖଣ୍ଡ ଭୋଟ ପାଇ ସେ ଚତୁର୍ଥ ରାଉଣ୍ଡରେ ଆଗରେ ରହିଛନ୍ତି । ଏଥିସହିତ ସେ
Read More...

ଅବକାରୀ ଚଢାଉ: ବିପୁଳ ପରିମାଣରେ ଦେଶୀ ମଦ ଜବତ, ୩ ଗିରଫ

ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ମୋବାଇଲ ଅବକାରୀ ସ୍କ୍ୱାଡର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ସାକ୍ଷୀଗୋପାଳ ଷ୍ଟେସନ ବଜ଼ାର, କାଦୁଆ ଛକ ଏବଂ ବାଲିସାହିରେ ଚଢ଼ାଉ କରି ମିନତି ବେହେରା
Read More...