Monthly Archives

July 2022

ଶ୍ରାବଣର ପ୍ରଥମ ସୋମବାରରେ ଶ୍ରୀଲୋକନାଥଙ୍କ ପୀଠରେ କାଉଡିଆଙ୍କ ଭିଡ

ପୁରୀ : ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ପ୍ରଥମ ସୋମବାରରେ ୨୦ ହଜାରରୁ ଅଧିକ ବୋଲବମ ଭକ୍ତ ଜଳଲାଗି କରିଛନ୍ତି । ବୋଲବମ ଭକ୍ତଙ୍କ ସହ ପ୍ରଥମ ଥର ପାଇଁ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ କରିଥିଲେ ।ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ
Read More...

ପିଆଜ ସଂରକ୍ଷଣ ଘର ବାଟବଣା, ପିଆଜ ଘରେ ଚାଲିଛି କୁକୁଡ଼ା ଚାଷ

ବୌଦ୍ଧ/ଜହ୍ନାପଙ୍କ,୧୮/୭- ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ନେଇ ସରକାର ଯୋଜନା କରିଛନ୍ତି । ଆଗ୍ରହୀ ଚାଷୀଙ୍କୁ ବିହନ ଠାରୁ ଆରମ୍ଭ କରି ପିଆଜ ଘର ପାଇଁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବୌଦ୍ଧ ବ୍ଲକରେ ଚାଷୀ ବାରମ୍ବାର କ୍ଷତି ସହିବାରୁ ପିଆଜ ଚାଷ ପ୍ରତି ବିମୁଖ ହେଲେଣି । ସରକାରୀ
Read More...

ବିକି-କ୍ୟାଟ୍‌ଙ୍କ ଭାଇରାଲ ଫଟୋ ଦେଖି ପ୍ରଶଂସକ ଖୁସ୍‌

ମୁମ୍ବାଇ : ନିକଟରେ କ୍ୟାଟ୍ରିନା ମାଳଦ୍ୱୀପ୍‌ରେ ଜନ୍ମଦିନ ପାଳନ କରିଥିଲେ । ଏହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା । ପ୍ରଥମେ କ୍ୟାଟ୍ରିନା ତାଙ୍କ ଗର୍ଲସ୍‌ ଗ୍ୟାଙ୍ଗ୍‌ ସହ ନଜର ଆସିଥିଲେ । ହେଲେ ତାଙ୍କ ପ୍ରଶଂସକ ବିକି-କ୍ୟାଟ୍‌ଙ୍କ ଫଟୋ ଦେଖିବାକୁ ଅପେକ୍ଷା କରି
Read More...

ଏନଏସି କାର୍ଯ୍ୟାଳୟ ଠାରେ ବୁଲି ଭାଇଙ୍କ ବିୟୋଗରେ ଶୋକସଭା

ଘୁ.ଉଦୟଗିରି/୧୮/୭:- କନ୍ଧମାଳର ଜଣେ ବରିଷ୍ଠ ରାଜନୀତିଜ୍ଞ, ଆଇନଜୀବୀ, ସାମାଜିକ କର୍ମୀ, ଅନ୍ୟାୟ ବିରୋଧରେ ପ୍ରତିବାଦର ସ୍ୱର ତଥା ବିଜୁ ଜନତା ଦଳର କାଉନସିଲର ଲେକଚରର ବୁଲିଆନଙ୍କ ଗତ ୧୫ ତାରିଖରେ ଘୁ. ଉଦୟଗିରି ବାସଗୃହରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ପରେ ତାଙ୍କୁ ନିଜ ଗାଁର ଦଙ୍ଗିଆ
Read More...

ଘୁ. ଉଦୟଗିରିରେ ଜୁଆ ଆଡ୍ଡା ଉପରେ ଚଢ଼ାଉ; ନଗଦ ୬୯୭୩୦ ଟଙ୍କା,୩ ବାଇକ୍‌ ସହ ୪ ଅଟକ

ଘୁ ଉଦୟଗିରି: ଦୀର୍ଘ ଦିନ ହେଲା ସହରର ୨ନଂ ୱାର୍ଡ ସ୍ଥିତ ଶଙ୍ଖସାହି ନିକଟରେ କିଛି ଦିନ ହେଲା ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ବିଷୟରେ ସ୍ଥାନୀୟ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ନିଜେ ଯାଇ ଖବରର ସତ୍ୟାସତ ଜାଣିବା ନିମନ୍ତେ ସେଇ ସ୍ଥାନରେ
Read More...

ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ଉଦଘାଟିତ

ବୌଦ୍ଧ,୧୮/୭:- ବୌଦ୍ଧ ଜିଲ୍ଲାସ୍ତରୀୟ ହାଇସ୍କୁଲ ହିନ୍ଦୀ ଶିକ୍ଷକ ମାନଙ୍କର ୧୨ ଦିନିଆ ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ତାଲିମ ସ୍ଥାନୀୟ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲା ଆୟୋଜିତ ସଭାରେ ସଭାପତିତ୍ୱ
Read More...

ଦେଶରେ ଦ୍ୱିତୀୟ ମଙ୍କିପକ୍ସ ପଜିଟିଭ ଚିହ୍ନଟ

କୋଚି: କରୋନା ଭୂତାଣୁ କବଳରୁ ଭାରତ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇନଥିବା ବେଳେ ଦେଶରେ ମଙ୍କିପକ୍ସ ଆତଙ୍କ ଦେଖାଦେଲାଣି । ଗତ ୧୪ ତାରିଖରେ କେରଳରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ସେହି କେରଳରୁ ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି । କେରଳର କୁନ୍ନୁର ଜିଲ୍ଳାରେ ଜଣେ ୩୧
Read More...

ରାଷ୍ଟ୍ରପତି ନିର୍ବାଚନ : ଭାଗ୍ୟ ନିର୍ଦ୍ଧାରିତ,ଫଳକୁ ଅପେକ୍ଷା

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଐତିହାସିକ ଦିନ । ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ପରିବେଶ ମଧ୍ୟରେ ଆଜି ରାଷ୍ଟ୍ରପତି ପଦ ପାଇଁ ଭୋଟ ଗ୍ରହଣ କାର୍ଯ୍ୟ ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି । ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଜଗଦୀପ ଧନଖଡ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ଲାଗି ଆଜି ‘ଏନ୍‌ଡିଏ’ ପ୍ରାର୍ଥୀ ଜଗଦୀପ ଧନଖଡ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ତାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ,
Read More...

ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଏବଂ ରାଷ୍ଟ୍ରପତି ନିର୍ବାଚନ ମ୍‌ଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । ଲୋକସଭାରେ ବାଚସ୍ପତି ଓମ୍‌ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିନ୍‌ଜୋ ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ୍ଣ
Read More...