Monthly Archives

July 2022

ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା, ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା: ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା । ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ୱାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳାଭିଷେକ କରନ୍ତି ଏହି
Read More...

ଦ୍ରୌପଦୀଙ୍କ ପାଇଁ ବିଜେପି ବିଧାୟକଙ୍କ ଦୀପଦାନ

ପୁରୀ : ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାକୁ ବିଜେପିର ସମସ୍ତ ବିଧାୟକ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିଛନ୍ତି ।ଜଣେ ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଜାରି, ମତଦାନ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ଏନେଇ ଦିଲ୍ଲୀର ସଂସଦ ଭବନରୁ ଆରମ୍ଭ କରି ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ସବୁଠି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ବିଧାନସଭାରେ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍‌ ଦେଇଛନ୍ତି ।
Read More...

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ

ଭୁବନେଶ୍ୱର: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଗୃହର ଉପାଧ୍ୟକ୍ଷ ପ୍ୟାନେଲ୍‌ ପୁନଃଗଠନ କରିଛନ୍ତି । ଏଥିରେ ଓଡ଼ିଆ ସାଂସଦ ଡ. ସସ୍ମିତ ପାତ୍ରଙ୍କ ସମେତ ଭୁବନେଶ୍ୱର କାଲିତା, ଇନ୍ଦୁବାଳା ଗୋସ୍ୱାମୀ, ଡ. ଏଲ୍‌ ହନୁମନ୍ତିଆ, ତିରୁଚି ଶିବା ଓ ଭି ବିଜୟସାଇ ରେଡ୍ଡି
Read More...

ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ଦୀପ ପ୍ରଜ୍ଜ୍ୱଳନ

ଘୁ.ଉଦୟଗିରି : ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବା ପାଇଁ ସ୍ଥାନୀୟ ବିଜେପି ତରଫରୁ ଘୁ. ଉଦୟଗିରି ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନଗର ବିଜେପି ତରଫରୁ
Read More...

ବାଲିଗୁଡା ସଂକୁଳର ଦିନିକିଆ କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ/ବାଲିଗୁଡା:- କନ୍ଧମାଳ ଜିଲ୍ଲାର ବାଲିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବାଲିଗୁଡା ସଂକୁଳର ଏକଦିନିଆ କର୍ମଶକ୍ଷଳା ଅନୁଷ୍ଠିତ ହୋଇଯାଇଛି । ସଂକୁଳ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ସଂକୁଳ ପ୍ରମୁଖ ତୀର୍ଥବାସି ଘଡ଼ାଇଙ୍କ ମାର୍ଗ ଦର୍ଶନରେ ଆୟୋଜିତ ଏହି
Read More...

ଶ୍ରୀଲଙ୍କା ସଙ୍କଟକୁ ନେଇ ୧୯ରେ ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର

ନୂଆଦିଲ୍ଲୀ: ଶ୍ରୀଲଙ୍କାର ପରିସ୍ଥିତିକୁ ନେଇ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି । ଆସନ୍ତା ୧୯ ତାରିଖରେ ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ
Read More...

ଭଗବତୀ କଲ୍ୟାଣ ମଣ୍ଡପ କ୍ୟାମ୍ପସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ଆଜି ସୋନପୁର ସହରର ଭଗବତୀ କଲ୍ୟାଣ ମଣ୍ଡପ କ୍ୟାମ୍ପସରେ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲବର ସଭାପତି ନାରାୟଣ ରଥ ଓ ସମ୍ପାଦକ ଧିରେନ୍ଦ୍ର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବର ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ମେହେର,
Read More...

ଭାରତରେ ଆଫ୍ରିକାନ୍‌ ସ୍ୱାଇନ୍‌ ଫ୍ଲୁ ଚିହ୍ନଟ

ଦିସପୁର: ଭାରତରେ କରୋନାର ଏକାଧିକ ନୂଆ ପ୍ରଜାତି ଚିହ୍ନଟ ହୋଇସାରିଲାଣି । ତା ସହିତ ମଙ୍କିପକ୍ସ ରୋଗୀ ଦେଶରେ ଚିହ୍ନଟ ହୋଇସାରିଲେଣି । ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଏବେ ଆଉ ଏକ ଆତଙ୍କ ଦେଖାଦେଇଛି । ତାହା ହେଉଛି ଆଫ୍ରିକାନ ସ୍ୱାଇନ ଫ୍ଲୁ । ଦେଶରେ ପ୍ରଥମକରି ଏହି ଫ୍ଲୁ ଚିହ୍ନଟ
Read More...

ହେପିନେସ କାର୍ଯ୍ୟକ୍ରମ ଉଦଯାପିତ

ସୁବର୍ଣ୍ଣପୁର: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ "ଆର୍ଟ ଅଫ ଲିଭିଙ୍ଗ" ତରଫରୁ ଦୀର୍ଘ ଛଅ ଦିନଧରି ହେପିନେସ କାର୍ଯ୍ୟକ୍ରମ (ଆନନ୍ଦ ଅନୁଭୂତି) ଶିବିର ଅନୁଷ୍ଠିତ ହୋଇ ରବିବାର ଦିନ ଏହା ଉଦଯାପିତ ହୋଇଥିଲା । । ଏହି ଅବସରରେ ବିଶ୍ୱ ପ୍ରସିଦ୍ଧ ସୁଦର୍ଶନ କ୍ରିୟାକୁ ଜୟଶ୍ରୀ ପଣ୍ଡା ଓ
Read More...