Monthly Archives

July 2022

ସାମଗ୍ରୀକ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଶିକ୍ଷକମାନଙ୍କର ଭାବନାତ୍ମକ ସୁସ୍ଥତା ଉପରେ ନିର୍ଭରଶୀଳ: ଡ଼ା.ସାହାଣୀ

ଭୁବନେଶ୍ୱର,୧୪/୦୭: ଜିନ୍ଦଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିହେଭିଏରାଲ ସାଇନ୍ସର ମୁଖ୍ୟ ନିର୍ଦ୍ଦେଶକ ଡାକ୍ତର ପି.ସାହାଣୀ ଭୁବନେଶ୍ୱର ସ୍ଥିତ ହୋଟେଲ ମେ ଫେଆର ଠାରେ ଭାବନାତ୍ମକ ସୁସ୍ଥତା ଓ ମାନସିକ ଚାପ ପରିଚାଳନା ଶୀର୍ଷକ ଅଧିବେଶନର ପରିଚାଳନା କରି ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ
Read More...

ଲଘୁଚାପ ବର୍ଷାରେ କାନ୍ଥ ଭୁଶୁଡି ୨ ମୃତ, ଜଣେ ଗୁରୁତର

ଫୁଲବାଣୀ:-ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବିଗତ ଚାରି ପାଞ୍ଚଦିନରୁ ଉର୍ଦ୍ଧ୍ୱଧରି ପ୍ରବଳ ବର୍ଷା ଲାଗିରହିଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି । ଆଜି ସକାଳୁ ବର୍ଷା ଲାଗିରହିଛି । ଇତି ମଧ୍ୟରେ ଫୁଲବାଣୀ ସହର ନାରାୟଣୀ ରୋଡ଼ ନିକଟସ୍ଥ ତ୍ରୀଦେବ ନଗରରୁ ଏକ ଦୁଃଖଦ
Read More...

ପଏଁରୀ ପକ୍ଷରୁ ତସ୍‌ମୈଶ୍ରୀ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର : ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ପକ୍ଷରୁ ପବିତ୍ର ଗୁରୁ ପୂର୍ଣ୍ଣମା ଅବସରରେ ଏକ ସାରସ୍ୱତ ରିତିରିବାଜର ଉତ୍ସବ “ତସ୍‌ମୈଶ୍ରୀ” କାର୍ଯ୍ୟକ୍ରମ ପଏଁରୀ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲଡୁକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଚୌଧୁରୀ
Read More...

ଦୁଷ୍କର୍ମ ଅଭିଯୋଗରେ ଜେଲଗଲେ ପୋଲିସ ଡ୍ରାଇଭର

ସୁବର୍ଣ୍ଣପୁର - ପୁଣି ଖାକି ବର୍ଦ୍ଦିରେ ଲାଗିଲା ଦାଗ । ଦୁଷ୍କର୍ମ ଭଳି ଏକ ସଂଗିନ ଅଭିଯୋଗରେ ଜେଲ ଗଲେ ପୋଲିସ ଡ୍ରାଇଭର । ଏଭଳି ଅଭିଯୋଗରେ ଜେଲ ଯାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପୋଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଂଜିତ ପଧାନ । ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜନୈକ ଯୁବତୀ
Read More...

ଜିଲ୍ଲା ପ୍ରେସ କ୍ଳବର ସାଧାରଣ ବୈଠକ

ବୌଦ୍ଧ,୧୪/୭:- ଜିଲ୍ଲା ପ୍ରେସ କ୍ଳବର ସାଧାରଣ ବୈଠକ ଆଜି ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ସଭାପତି ବରଜ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ସମ୍ପାଦକ ରଘୁନାଥ ଷଡ଼ଙ୍ଗୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କ୍ଳବର ସଦସ୍ୟ ତଥା କଣ୍ଟାମାଳ ବ୍ଲକର ବରିଷ୍ଠ
Read More...

ଶ୍ରମିକଙ୍କୁ ମାଡ ମାରି ଜେଲ୍‌ ଗଲେ ଅଭିଯୁକ୍ତ

ଘୁ. ଉଦୟଗିରି : ସ୍ଥାନୀୟ ଥାନା ଅଧୀନସ୍ଥ ବେଟିକଲା ଗ୍ରାମରେ ଏକ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ଲିଙ୍ଗାଗଡ ଗ୍ରାମ ନିକଟସ୍ଥ କୁତୁଲୁମ୍ବା ଗ୍ରାମର ବିଷ୍ଣୁ ଦେବ ମଲିକ(୪୮) ଜଣେ ଦିନ ମଜୁରୀଆ । ମଜୁରୀ କାମ କରି ଘର ଚଳାଏ । ଗତକାଲି ମଜୁରୀ କାମ କରିବା ପାଇଁ ନିକଟସ୍ଥ ବେଟିକଲା
Read More...

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣୀଗୋଛା ଥାନା ଅନ୍ତର୍ଗତ ସୁନାରି ପଦର ଗ୍ରାମର ଅନାଦି ମଲ୍ଲିକ ଆଜି ସକାଳୁ କାମକୁ ଯିବା ସମୟରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । କିଛି ସମୟ ପରେ ମୁଣ୍ଡ ବୁଲେଇବାରୁ ସେ ପରିବାର ଲୋକଙ୍କୁ ଜଣାଇ ଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ
Read More...

ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ

ଦଶପଲ୍ଲା : ଚିକିତ୍ସାଧୀନ ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି । ଦଶପଲ୍ଲା ପୋଲିସ୍‌ ୧୦/୨୨ରେ ଅପମୃତ୍ୟୁ ମାମଲା ରୁଜୁକରି ଶବ ସୁରକ୍ଷିତ ଭାବେ ସାଇତି ରଖିବା ସହିତ ପରିଚୟ ପାଇବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡିଛି । ସୂଚନାଯୋଗ୍ୟ
Read More...

ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ପୁଣି ବିରାଟଙ୍କୁ ବିଶ୍ରାମ

ନୂଆଦିଲ୍ଲୀ : ଚଳିତ ମାସ ଶେଷରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଦଳ ଘୋଷଣା ହୋଇଛି । ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) କାରିବିଆନ୍‌ ଗସ୍ତରେ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚ ମ୍ୟାଚ୍‌
Read More...

ବାଣୀଗୋଛା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ଗୁରୁତର

ଶପଲ୍ଲା : ଆଜି ପ୍ରାୟ ୧୧ ଟା ସମୟରେ ବୌଦ୍ଧ ଜିଲ୍ଲାରୁ ଭୁବନେଶ୍ୱର ଅଭିମୁଖେ ଏକ କାର ଯାଉଥିବା ବେଳେ ବାଣୀଗୋଛା ନିକଟସ୍ଥ ଏକ ବାଂକ ରାସ୍ତାରେ ମାଲ୍‌ ବୋଝେଇ ଟ୍ରକ ସହ କାର୍‌ଟି ଧକ୍କା ହୋଇଥିଲା, ଫଳରେ କାର ଆରୋହୀ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି । ସୂଚନା ପାଇ ବାଣୀଗୋଛା ପୋଲିସ
Read More...