Monthly Archives

July 2022

ଜିଲ୍ଲା ପ୍ରଶାସନ ଦ୍ୱାରା ଭିନ୍ନକ୍ଷମ ମୋହନର ପାଦ ପରୀକ୍ଷା

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଲପୁର୍‌ ପଞ୍ଚାୟତର ରାବଣଗୁଡ଼ା ଗାଁର ବଳରାମ ମାଝୀଙ୍କ ୮ ବର୍ଷ ର ପୁଅ ମୋହନ ମାଝୀ ଙ୍କ ଦୁଇଟି ଗୋଡ଼ ଉପଯୁକ୍ତ ଚିକିତ୍ସ ଅଭାବରୁ ପିଲାଟି ଦିନରୁ କାମ କରୁନଥିବାରୁ ବାଡିର ସହାୟତା ନେଇ ସ୍କୁଲ ଯିବାଆସିବା କରୁଥିଲେ । ସେ
Read More...

ଜମେନକିରା ଥାନାରେ ରକ୍ତଦାନ ଶିବିର: ୮୨ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ସମ୍ବଲପୁର ସଦର ଡାକ୍ତରଖାନା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଛି । ତେଣୁ ଏହି ଅଭାବ ଦୂର କରିବା ପାଇଁ ବୁଧବାର ଦିନ ଜମନକିରା ଥାନାରେ ମୋ ସରକାର ୫-ଟି ସେଲ ସମ୍ବଲପୁର ଦ୍ୱାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି
Read More...

ରଥଯାତ୍ରାରେ ନିୟୋଜିତ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ପୁରୀ : ରଥଯାତ୍ରା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଗତକାଲି ନିଳାଦ୍ରି ବିଜେ ପରେ ଅନ୍ୟ ଜିଲ୍ଲାରୁ ଓ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଅଧିକାରୀ ମାନଙ୍କୁ
Read More...

ପୋଲିସ ସହାୟତା କେନ୍ଦ୍ରକୁ ଉଦଘାଟନ କଲେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ

ଗଞ୍ଜାମ,୧୩/୭: ଅଞ୍ଚଳରେ ଅପରାଧ ସଂଖ୍ୟା କମାଇବା ଓ ଲୋକଙ୍କୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟନେଇ ଗଞ୍ଜାମ ଜିଲ୍ଲା କୋଦଳା ସହରର ଚାରିଛକ ଠାରେ ଉଦଘାଟନ ହେଲା ପୋଲିସ ସହାୟତା କେନ୍ଦ୍ର । ସହରବାସୀ ଏଠାରେ ପୋଲିସ ସହାୟତା କେନ୍ଦ୍ର ସ୍ଥାପନ ହେବା ନେଇ ବହୁଦିନରୁ ଦାବି କରିଆସୁଥିବା ବେଳେ ଆଜି
Read More...

ବାମ ଗ୍ରାମରେ ସେବା ଉତ୍ସବ, ୧୮୦ ରୋଗୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଓଷଧ ବଣ୍ଟନ

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ଅଧ୍ୟୁଷିତ ଚଢେୟାପଲ୍ଲୀ ଗ୍ରାମପଞ୍ଚାୟତ, ବାମ ଗ୍ରାମରେ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇଥିବା ସେବା ଉତ୍ସବରେ ବସ୍ତ୍ରଦାନ,ଖାଦ୍ୟ
Read More...

୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ନକଲି ନୋଟ ଜବତ, ୨ ଗିରଫ

ସମ୍ବଲପୁର:ସମଗ୍ର ଓଡ଼ିଶାରେ ଓ ବିଶେଷକରି ପଶ୍ଚିମ ଓଡ଼ିଶାରେ ବର୍ତ୍ତମାନ ସ୍ଥାନେ ସ୍ଥାନେ ନକଲି ନୋଟର କାରବାର ଧରାପଡୁଛି ଓ ଏହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ଥାନା ଅନ୍ତର୍ଗତ ନୂଆ ଅଢାପଡାରେ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ନକଲି ନୋଟ ଜବତ କରିବା ସହ ଏଥିରେ ସମ୍ପୃକ୍ତି
Read More...

ଲ୍ୟାମ୍ପ ସମବାୟ ସମିତିର ନବ ନିର୍ବାଚିତ ପରିଚାଳନା ପରିଷଦର ସ୍ୱାଗତ ସମାରୋହ

ଘୁ. ଉଦୟଗିରି: ସ୍ଥାନୀୟ ଲ୍ୟାମ୍ପ ସମବାୟ ସମିତିର ନବ ନିର୍ବାଚିତ ସଭାପତି, ଉପ ସଭାନେତ୍ରୀ, ସଦସ୍ୟ/ସଦସ୍ୟା ମାନଙ୍କୁ ଲ୍ୟାମ୍ପ ସମବାୟ କାର୍ଯ୍ୟାଳୟ ତରଫରୁ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଶିଶିର କାନ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ
Read More...

ପାଠପଢା ସମୟରେ ସ୍କୁଲ ପରିସରରେ ପଶିଲା ଭାଲୁ

ନନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ରେ ଦେଖିବାକୁ ମିଳିଛି ଚିନ୍ତାଜନକ ଖବର । ସ୍କୁଲରେ ଶିକ୍ଷାଦାନ ଚାଲିଥିବା ସମୟରେ ସ୍କୁଲ ପରିସରରେ ପଶିଲା ଭାଲୁ । ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ମେରନାଶ ପ୍ରଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ
Read More...

ବୌଦ୍ଧରେ ବିଚାରଧୀନ କଏଦୀର ଆତ୍ମହତ୍ୟା ଉଦ୍ୟମ

ବୌଦ୍ଧ :- ଆଜି ବୌଦ୍ଧ କାରାଗାରର ଜଣେ ବିଚାରଧୀନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବୌଦ୍ଧ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମର ସୁଜନ ବେହେରା ନାମକ ୩୦ ବର୍ଷୀୟ କଏଦୀ ନିଜ ବେକକୁ ଧାରୁଆ ଅସ୍ତ୍ରରେ କାଟି ଆତ୍ମହତ୍ୟା ଉଦ୍ୟମ କରୁଥିଲା । ଆଜି ଦିନ ପ୍ରାୟ
Read More...

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ଦଶପଲ୍ଲା :ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଖମାର ସାହି ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର୍‌ ସହ ଏକ ବାଇକ୍‌ର ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇ ଥିବା ଜଣା ପଡିଛି । ମୃତକ ଜଣକ ହେଲେ ମଧ୍ୟ ଖଣ୍ଡ ମର୍ଦ୍ଦାବାଡ଼ି
Read More...