ବର୍ଷାରେ ଘର ଭାଙ୍ଗି ବୃଦ୍ଧାଙ୍କ ମୃତ୍ୟୁ
ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଧଣ୍ଡରା ଗ୍ରାମରେ ବର୍ଷାରେ ଘର ଭାଙ୍ଗିଯିବାରୁ ଗଙ୍ଗାଧର ସୌରା (୭୦)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଦୁଇ ଦିନ ହେବ ବର୍ଷା ଲାଗିରହିଥିବା ବେଳେ ଗତ ରାତିରେ ଶୋଇଥିବା ସମୟରେ ଝାଟିମାଟି କୁଡ଼ିଆର ଛାତ କାନ୍ଥ!-->…
Read More...
Read More...