ବହିରା ସେବା ସମବାୟ ସମିତିର ସଭାପତି ହେଲେ ପୟୋଧର ମହାକୁଳ
ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ସେବାସମବାୟ ସମିତି ସଭାପତି ନିର୍ବାଚନରେ ଆଜି ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଳ ଲାଗାତର ତୃତୀୟ ଥର ପାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।ଶ୍ରୀଯୁକ୍ତ ମହାକୁଳ ଜଣେ ଚାଷୀ ଓ ରାଜନୈତିକ ପରିବାରର ସଦସ୍ୟ ଅଟନ୍ତି । ତାଙ୍କ ପିତା!-->…
Read More...
Read More...