Monthly Archives

July 2022

ଓମ୍‌ ଶାନ୍ତି ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗସ୍ତ, ଜଣେ ମୃତ

ଦଶପଲ୍ଲା : ଆଜି ସକାଳୁ ଭୁବନେଶ୍ୱରରୁ ରଣପୁର ଆସୁଥିବା ଓମ୍‌ ଶାନ୍ତି ବସ୍‌ ଗଡ଼ ଖୋର୍ଦ୍ଧା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାେ ଜଣକର ମୃତ୍ୟୁ ହୋଇଥିବାଳେ ଆଠଜଣ ଗୁରୁତର ହୋଇଛନ୍ତି । ଆହୁରି ଆନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଖୋର୍ଦ୍ଧା ପୋଲିସ
Read More...

ସୋନପୁର ସଡକ ଦୁର୍ଘଟଣା, ଦୁଃଖପ୍ରକାଶ କରିବା ସହ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩
Read More...

ତୁମାଣ୍ଡି ସେବା ସମବାୟ ସମିତି ସଭାପତି ହେଲେ ସିଲନ କୁମାର

ଦଶପଲ୍ଲା :ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ସେବା ସମବାୟ ସମିତିରେ ଗତକାଲି ସଭାପତି ନିର୍ବାଚନ ଥିବା ବେଳେ ତୁମାଣ୍ଡି ସେବା ସମବାୟ ସମିତିର ସଭାପତି ପଦ ପାଇଁ ସିଲନ କୁମାର ଦଳବେହେରା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ
Read More...

ସୂର୍ଯ୍ୟ ନାରାୟଣ ସାହୁ ହେଲେ ବାହାଡ଼ାଝୋଲା ସେବା ସମବାୟ ସମିତିର ସଭାପତି

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ସେବା ସମବାୟ ସମିତିର ସଭାପତି ଭାବେ ସୂର୍ଯ୍ୟ ନାରାୟଣ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାହାଡ଼ାଝୋଲା
Read More...

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ

ଖପ୍ରାଖୋଲ: ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ କରାଯାଇଥିବା ଜଣାପଡିଛି । ‘ବିଦ୍ୟୁତ ବିଭାଗ ହାଏ ହାଏ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କର’ ଇତ୍ୟାଦି ନାରାରେ ଗୁଞ୍ଜି ଉଠିଥିଲା ଗାଁର କୋଣ ଅନୁକୋଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମର ସାବିତ୍ରୀ ବାଇ
Read More...

ଅଟୋ ଓ ବାଇକକୁ ପିଟିଲା ଆର୍ଟିଗା; ୩ ମୃତ, ୬ ଗୁରୁତର

ସୁବର୍ଣ୍ଣପୁର : ଆଜି ସକାଳେ ସୋନପୁର ସଦରବ୍ଲକ ୫୭ ନମ୍ବର ରାଜପଥ ଅନ୍ତର୍ଗତ ବଡ଼ବାହାଲି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଖବର ଅନୁଯାୟୀ ଅଟୋ ଓ ବାଇକକୁ ଏକ ଆର୍ଟିଗା ଗାଡି ଧକ୍କା ଦେବା ଫଳରେ ରାସ୍ତାପାର୍ଶ୍ୱରେ ଠିଆହୋଇଥିବା ଏକ ବାଇକ ଓ ଅଟୋରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ
Read More...

ଭିଏସସନଗରରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଆଜି ଭିଏସସନଗର "ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ" ତରଫରୁ ଭିଏସସନଗର ସରକାରୀ ହାଇସ୍କୁଲର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା -୨୦୨୨ ରେ ସର୍ବାଧିକ ମାର୍କ ରଖି A1 ଗ୍ରେଡରେ ପାସ କରିଥିବା ପାଞ୍ଚ ଜଣ ଛାତ୍ରଛାତ୍ରୀ ଶ୍ରୀ ଆୟୁଷ୍ମାନ ମହାନ୍ତି, ଆୟୁଷ କୁମାର ମହନ୍ତି, ତନୁଶ୍ରୀ
Read More...

ଇଡିରେ ୨୧ରେ ହାଜର ହେବେ ସୋନିଆ ଗାନ୍ଧି

ନୂଆଦିଲ୍ଲୀ: ଗତ ମାସରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁ ଚିଠି ଲେଖି ଏଜେନ୍ସି ନିକଟରେ ହାଜର ହେବାକୁ କିଛି ସପ୍ତାହ ସମୟ ମାଗିଥିଲେ । ଆଜି ଏଜେନ୍ସି ପକ୍ଷରୁ ସାନି ସମନ ଜାରି କରାଯାଇ ଜୁଲାଇ ୨୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି ।
Read More...

ନୂତନ ସଂସଦ ଭବନରେ ଅଶୋକ ସ୍ତମ୍ଭ ଉନ୍ମୋଚିତ

ନୂଆଦିଲ୍ଲୀ : ନୂତନ ସଂସଦ ଭବନର ଛାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଙ୍କେତ ବିଶାଳ ଅଶୋକ ସ୍ତମ୍ଭର ଉନ୍‌ମୋଚନ କରିଛନ୍ତି । ପ୍ରାୟ ୯୫୦୦ କିଲୋଗ୍ରାମ ଓଜନର ଏହି ଅଶୋକ ସ୍ତମ୍ଭ ପିତ୍ତଳରେ ନିର୍ମିତ ହୋଇଥିବା ବେଳେ ଏହାର ଉଚ୍ଚତା ୬.୫ ମିଟର । ଏହାପରେ ପ୍ରଧାନମନ୍ତ୍ରୀ ଏହାକୁ ସଠିକ
Read More...

ଶ୍ରୀଲଙ୍କାକୁ ସୈନ୍ୟ ପଠାଇବ ନାହିଁ ଭାରତ

କଲମ୍ବୋ : ଶ୍ରଲଙ୍କାରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ଭାରତ । ତେବେ ଏହି ପଡେ଼ାଶୀ ଦେଶକୁ ସୈନ୍ୟ ପଠାଇବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ,
Read More...