Monthly Archives

July 2022

ନବରଙ୍ଗପୁରର କରାଟେ କ୍ରୀଡା ପ୍ରତିଯୋଗୀଙ୍କ ବିଳାସପୁର ଗସ୍ତ

ନବରଙ୍ଗପୁର: ଆସନ୍ତା ସେପ୍ଟେମ୍ବର ୧୫ ଏବଂ ୧୬ ତାରିଖରୁ ଛତିଶଗଡ଼ ଅଲମ୍ପିକ ସଙ୍ଘ ଓ କରାଟେ ସଂଘର ମିଳିତ ଆନୁକୂଲ୍ୟରେ ବିଳାସପୁରର ରାଜ୍ୟ କ୍ରୀଡା ପ୍ରଶିକ୍ଷଣ ଇଣ୍ଡୋର ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ କରାଟେ ଚମ୍ପିୟାନସିପ ଭାଗ ନେବା ନିମନ୍ତେ ଓଡିଶା ଆମାଚ୍ୟୁର କରାଟେ
Read More...

ବଢିଲା ସଂକ୍ରମଣ, କଡାକଡି ହେଲା କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି । ଖୋର୍ଦ୍ଧାରେ ଦୈନିକ ସଂକ୍ରମଣ ସର୍ବାଧିକ ରହୁଛି । ତେଣୁ ଭୁବନେଶ୍ୱର ମହାନଗରରେ ବିଏମସି ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ ଦୋକାନୀକୁ ଭିଡ କରିବାକୁ ମନା କରାଯାଇଛି ।
Read More...

ଶ୍ରୀରାସିକରାଜ ମହାପ୍ରଭୁଙ୍କ ସ୍ୱତନ୍ତ୍ର ପୂଜାରେ ବାଳ ମୁକୁନ୍ଦ କେନ୍ଦ୍ରର ଯୋଗଦାନ

ପାରଳାଖେମୁଣ୍ଡି : ଆଷାଢ଼ ଶୁକ୍ଳ ହରିଶୟନ ବଡ଼ ଏକାଦଶୀ ଉପଲକ୍ଷେ ପରିଛା ମଠ ବିଜେ ଶ୍ରୀରାସିକରାଜ ମହାପ୍ରଭୁଙ୍କ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ଏବଂ ସନ୍ଧ୍ୟା ଆରତୀରେ ବାଳ ମୁକୁନ୍ଦ କେନ୍ଦ୍ରର ଶିଶୁ ଏବଂ ଅଭିଭାବକ ଯୋଗଦାନ ସହିତ ନାମସଂକୀର୍ତ୍ତନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପୁରାଧା
Read More...

ବାହୁଡାରେ ନିମ ବୃକ୍ଷ ରୋପଣ

ଚଣ୍ଡିଖୋଲ : ଚଣ୍ଡିମନ୍ଦିର ଛକ ବାରୁଣାବନ୍ତ ପର୍ବତର ପାଦଦେଶରେ ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଉଥିବା ପ୍ରାଙ୍ଗଣରେ ଶତାଧିକ ନିମ ବୃକ୍ଷ ବାହୁଡା ଅବସରରେ ରୋପଣ କରାଯାଇଅଛି । ପ୍ରତି ଦଶବର୍ଷରେ ଥରେ ଜଗନ୍ନାଥଙ୍କ ନବ କଳେବର ପଡୁଥିବା ନିମନ୍ତେ ନିମ ଦାରୁର ଆବଶ୍ୟକତା ଥିବାରୁ ଏହି
Read More...

ଚିଙ୍ଗିରିପାସରେ ଝାଡାବାନ୍ତିରେ ଜଣେ ମୃତ, ୩ ଗୁରୁତର

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ପଞ୍ଚାୟତ ଅଧିନ ଚିଙ୍ଗିରିପାସ ଗ୍ରାମରେ ଝାଡାବାନ୍ତି ରୋଗର ପ୍ରକୋପ ବଢିବାରେ ଲାଗିଥିବା ଜଣାପଡିଛି । ଯେଉଁଥିରେ ଆକ୍ରାନ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ସହିତ ତିନି ଗୁରୁତର ହୋଇଥିବା ଘଟଣାର ସୂଚନା ଅଞ୍ଚଳରେ ଆଲୋଡନ
Read More...

ବିଫଳତା ହିଁ ସଫଳତାର ପ୍ରଥମ ପାହଚ : ଜଷ୍ଟିସ ଡ଼. ବି.ଆର.ଷଢ଼ଗୀ

ଦଶପଲ୍ଲା : ବିଫଳତା ପ୍ରମାଣ କରିଦିଏ ଯେ, ସଫଳତା ପାଇଁ ପୂର୍ଣ୍ଣ ପ୍ରାଣରେ ପ୍ରଚେଷ୍ଟା କରାଯାଇନାହିଁ । ଥରେ ଦୁଇଥର ହାରିବା,ଜୀବନ ବିଫଳତା ବୋଲି ଭାବିବା ଉଚିତ ନୁହେଁ । କାରଣ ହାରିବା ହିଁ ପରବର୍ତ୍ତୀ ସମୟରେ ସଫଳତାର ବାଟ ଦେଖାଏ । ଆଜିର ଯୁବପିଢ଼ି ପ୍ରଥମ ବିଫଳତାରେ ନିରାଶ ନହୋଇ ପରିଶ୍ରମ
Read More...

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ ଦାବି

ସମ୍ବଲପୁର:ଆଜି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ତିନି ପୃଷ୍ଠାର ଏକ ଦାବିପତ୍ର ପ୍ରଦାନ କରାଗଲା ଓ ଏହାପୂର୍ବରୁ ଏକ ଶୋଭାଯାତ୍ରା ଜରିଆରେ ସେଠାକୁ ପହଞ୍ଚିଥିଲେ । ଉକ୍ତ ଦାବିପତ୍ରରେ ସମ୍ମିଳିତ
Read More...

ବିଜୟ ମାଲ୍ୟାଙ୍କୁ ୪ବର୍ଷ ଜେଲ୍

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଚାରିମାସ ଦଣ୍ଡିତ କରିଛନ୍ତି । ସୁପ୍ରିମକୋର୍ଟ ୨ ହଜାର ଟଙ୍କା ମଧ୍ୟ ଜରିମାନା ଲାଗୁ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି ।
Read More...

ଜେଇଇମେନ୍‌ ସେସେନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର

ଭୁବନେଶ୍ୱର : ଜେଇଇମେନ୍‌ ସେସେନ-୧ ପରୀକ୍ଷାରେ ଦିବ୍ୟାଂଶୁ ମାଲୁ ଓଡିଶା ଟପ୍ପର ହୋଇଛନ୍ତି । ୯୯.୯୮୯୧୫୪୫ଏନଟିଏ ସ୍କୋର କରି ସେ ଓଡିଶା ଟପ୍ପର ହୋଇଛନ୍ତି । ୧୦୦ଏନଟିଏ ସ୍କୋର ତାଲିକାରେ ଦେଶରେ ୧୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେସନ୍‌-୨ ପରୀକ୍ଷା ରେଜଲ୍ଟ ଆସିଲା ପରେ
Read More...

ରାଜ୍ୟରେ ୬ଶହ ମୁହାଁ କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୨୩୬୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ
Read More...