ବିରାଟଙ୍କ ଫର୍ମକୁ ନେଇ ରୋହିତ ଦେଲେ ବଡ ବୟାନ, କହିଲେ କପିଲଙ୍କ ସହ ମୁଁ ସହମତ ନୁହେଁ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ସରିଥିବା ଟି୨୦ ସିରିଜରେ ବିରାଟ କୋହଲିଙ୍କ ବ୍ୟାଟ୍ ନିରବ ରହିଥିଲା । ସେ ଦୁଇଟି ମ୍ୟାଚରୁ ମାତ୍ର ୧୨ ରନ୍ କରିଥିଲେ । ଫଳରେ ତାଙ୍କୁ ଟି୨୦ ଟିମରେ ସ୍ଥାନ ଦେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖରାପ ଫର୍ମ ପାଇଁ ତାଙ୍କୁ ଟି୨୦ରୁ ବାଦ୍ ଦେବାକୁ!-->…
Read More...
Read More...