ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍ ଜିତିଲେ ରିବକିନା
ଲଣ୍ଡନ: ଚଳିତ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍ରେ ଇତିହାସ ରଚିଛନ୍ତି ଏଲେନା ରିବକିନା । କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ସେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ସେ ତୃତୀୟ ସିଡ୍ ଟ୍ୟୁନିସିଆ ଖେଳାଳି ଓନ୍ସ!-->…
Read More...
Read More...