Monthly Archives

August 2022

ରାସ୍ତା ପାଇଁ ହିନସ୍ତା, ଆଣ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି ଚଣ୍ଡିବସ୍ତ ଜନସାଧାରଣ

ଦଶପଲ୍ଲା,୨୪/୮: - ରାସ୍ତା ପାଇଁ ହିନସ୍ତା, ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନିର୍ମାଣ ପାଇଁ ବାରମ୍ବାର ଗୁହାରି କରିବା ସତ୍ତେ୍ୱ ନିର୍ମାଣ ହୋଇପାରୁନି ସବୁଦିନିଆ ରାସ୍ତା ଖଣ୍ଡିଏ । ଏଯାଏଁ ସରକାରୀ ଅନୁଦାନରେ ଦାଣ୍ଡରେ ମାଟି ମୁଠାଏ ପଡ଼ିନଥିବାରୁ ବର୍ଷା ହେଲେ ପଚପଚ କାଦୁଅ ମଧ୍ୟରେ
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସହାୟତା ପାଇଁ ଦାବି

ଦଶପଲ୍ଲା,୨୪/୮: - ଲଗାଣ ବର୍ଷା ଫଳରେ ଦଶପଲ୍ଲାର କେତେକ ସ୍ଥାନରେ କଚ୍ଚା ଘର ଗୁଡ଼ିକ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା, ତୁମାଣ୍ଡି, କୁଲୁରୁକୁମ୍ପା, ବାଣୀଗୋଛା , ଗ୍ରାମପଞ୍ଚାୟତର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଲଗାଣ
Read More...

ଅବକାରୀ ବିଭାଗ ପକ୍ଷରୁ ୩୦କେଜି ଗଞ୍ଜେଇ ସହ ସ୍କର୍ପିଓ ଗାଡ଼ି ଜବତ, ଜଣେ ଚାଲାଣକାରୀ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଏଭଳି ସ୍ଥିତିରେ ଜିଲ୍ଲା ପୋଲିସ୍‌ ଓ ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି । ରାଇକିଆ ଅବକାରୀ ସବ୍‌ ଇନ୍ସପେକ୍ଟର ଥିଳ ଓରାମ୍‌ ଓ ଏ.ଏସ୍‌.ଆଇ ଶାନ୍ତନୁ
Read More...

ବୃନ୍ଦାବତୀ ଭତ୍ତା ପାଇବାରୁ ବଞ୍ଚିତ ଓ ସ୍ୱାମୀ ହଳଧର ଅଧାର କାର୍ଡରୁ ବଞ୍ଚିତ : ବାରମ୍ବାର ଖବର ପ୍ରକାଶ ପରେବି…

ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ବୃଦ୍ଧା ବୃନ୍ଦାବତୀ ବେହେରା(୬୨) । ୨ରୁ ଉର୍ଦ୍ଧ୍ୱ ହେବ ଭତ୍ତା ଅନଲାଇନ କରି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ
Read More...

କୋଦଳାରେ କଲେଜର ଉନ୍ନତିକରଣ ପାଇଁ ଭିତ୍ତିିପ୍ରସ୍ତର ସ୍ଥାପନ କଲେ ବିଧାୟିକା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ସହିତ ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତିକରଣ ପାଇଁ ଅଣ୍ଟାଭିଡ଼ିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ମହାବିଦ୍ୟାଳୟରେ ଲାଗିରହିଥିବା ଶ୍ରେଣୀ ଗୃହ ଓ
Read More...

ଏତଲାକାରୀ ହିଁ ଅଭିଯୁକ୍ତ, ଟଙ୍କା ଆତ୍ମସାତ ଘଟଣାରେ ୩ ଗିରଫ

ସମ୍ବଲପୁର : ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ନିଜେ ଟଙ୍କା ଆତ୍ମସାତ କଲାପରେ ଡକାୟତି ହୋଇଛି ବୋଲି ପୁଲିସ ଥାନାରେ ଏତଲା ଦେଇଥିଲେ ଓ ତଦନ୍ତ ପରେ ସେମାନଙ୍କୁ ପୁଲିସ ଗିରଫ କରିଛି । ସମ୍ବଲପୁର ଏସପି ବାଟୁଲା ଗଙ୍ଗାଧର ଆଜି ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ
Read More...

ଫିରିଙ୍ଗିଆ ଗୁଳିମାଡ଼ ଘଟଣା: ବନ୍ଧୁକ ସହ ଗିରଫ ହେଲେ ୪ ଅଭିଯୁକ୍ତ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତର ବିଲୁପଦର ଗ୍ରାମରେ ଗୁଳିମାଡ଼ କରି ଫେରାର ଥିବା ୪ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ଏକ ବନ୍ଧୁକ ମଧ୍ୟ ସିଜ କରିଛି ଫିରିଙ୍ଗିଆ ଥାନା ପୋଲିସ । ଗିରଫ ୪ ଜଣ ହେଲେ ଡିମ୍ବିରି ଗୁଡା ଗ୍ରାମ ପଞ୍ଚାୟତର ଶ୍ରୀପଲା
Read More...

ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଦଶପଲ୍ଲା : ସକାଳର ଦୁଃଖଦ ଘଟଣା । ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ହେଲେ ବିପିନ ନାୟକ(୨୦) । ସୂଚନାନୁସାରେ, ନୟାଗଡ଼ ପୌର ପରିଷଦ ଅନ୍ତର୍ଗତ ୩ୱାର୍ଡ ବଲାଙ୍ଗି ବନ୍ଧ ସାହି ସତ୍ୟ ନାୟକଙ୍କ ୨୦ବର୍ଷିୟା ପୁଅ ବିପିନ ଆଜି ସକାଳୁ ସକାଳୁ ବରପଲ୍ଲୀ
Read More...

ଠାବହେଲା ନର କଙ୍କାଳ, ମିଳିଲା ପରିଚୟ

ଦଶପଲ୍ଲା : ଦଶପଲ୍ଲା ଥାନା ଅନ୍ତର୍ଗତ ନଛିପୁର ଗ୍ରାମପଞ୍ଚାୟତର ଅରଖତଇଲାରେ ପଡି ଥିବା ନର କଙ୍କାଳ ଖବର ପ୍ରକାଶ ପରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଘଟଣା ସ୍ଥଳରେ ଦଶପଲ୍ଲା ପୁଲିସ ପହଂଚି ଶବ ଚିହ୍ନଟ କରିଛି । ଶବଟି ଜଣେ ମହିଳାଙ୍କର ହୋଇଥିବା ବେଳେ ସେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ବୋଲି
Read More...

ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ଶାସନ ସଚିବ ତଥା ୧୯୮୬ ବ୍ୟାଚ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଆଉ ୬ ମାସ ବୃଦ୍ଧି କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ୬ ମାସ ବୃଦ୍ଧି ହୋଇଛି। ସେ ୨୦୨୩ ଫେବୃୟାରୀ ୨୮ ପର୍ଯ୍ୟନ୍ତ ରାଜ୍ୟ ମୁଖ୍ୟ ସଚିବ ଭାବେ
Read More...