Monthly Archives

August 2022

୫ କୋଟିର ମାନହାନି ମାମଲା କଲେ ପ୍ରକୃତି

ଭୁବନେଶ୍ୱର : ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ଓ ପ୍ରକୃତି ମିଶ୍ରଙ୍କ ବିବାଦ ପୁଣି ତେଜିଛି । ଆଜି ପ୍ରକୃତି ମିଶ୍ର ଭୁବନେଶ୍ୱରର କୋର୍ଟରେ ୫କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି । ସେ ଏହି ମାନହାନି ମାମଲା ବାବୁସାନଙ୍କ ଶ୍ୱଶୁର ଳଳିତ ଶତପଥୀ ଓ ପତ୍ନୀ ତୃପ୍ତି ଶତପଥୀଙ୍କ
Read More...

ରାଜଧାନୀବାସୀ କେମିତି ପାଳିବେ ଗଣେଷ ପୂଜା, କହିଲେ ବିଏମସି କମିଶନର

ଭୁବନେଶ୍ବର: ଗଣେଷ ପୂଜାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିଶନର। ସେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି କି ‘ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହେଇପାରିବ ପୂଜା। ପରଦା ଆଢୁଆଳରେ ନୁହେଁ, ଭକ୍ତ କରିବେ ସିଧାସଳଖ ଦର୍ଶନ।’ କୋଭିଡ୍‌ କଟକଣା ହଟି
Read More...

ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ,୮ ଆହତ

ବାଲିଗୁଡ଼ା: ସମ୍ପର୍କୀୟଙ୍କ ମୃତ କାର୍ଯ୍ୟରେ ଯୋଗଦେବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବାରୁ ୮ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ପ୍ରକାରେ ଆଜି ସକାଳେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି
Read More...

ଲୋକପ୍ରିୟତା ହରାଉଛି ମାଟିମୂର୍ତ୍ତି, ମାର୍କେଟରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ଚାହିଁଦା ଅଧିକ

ପାରଳାଖେମୁଣ୍ଡି : ଆଉ କିଛି ଦିନ ପରେ ଅଗ୍ରପୂଜା ଗଜାନନ ଗଣପତିଙ୍କ ପୂଜା ଆସୁଥିବା ବେଳେ ବର୍ତ୍ତମାନ ବଜାରରେ ମୂର୍ତ୍ତି ବିକ୍ରି ଆରମ୍ଭ ହୋଇ ଗଲାଣି । ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଗଣେଶ ପୂଜା ନିରାଡମ୍ବର ଭାବରେ ପାଳନ କରାଯାଇଥିବା ବେଳେ ଏହି ବର୍ଷ ଲୋକଙ୍କ ମଧ୍ୟରେ ଗଣେଶ ପୂଜା ପାଇଁ
Read More...

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅମୀୟଙ୍କୁ ଶୁଭେଚ୍ଛାର ସୁଅ

ସୁବର୍ଣ୍ଣପୁର: ପ୍ରଥମ କରି ସୁବର୍ଣ୍ଣପୁର ଜିଲ୍ଲାରୁ ଯୁବନେତା ଅମୀୟ ରଞ୍ଜନ ଦାଶଙ୍କୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ଭାବରେ ମନୋନୀତ କରାଯାଇ ଥିବାରୁ ଜିଲ୍ଲାରେ ଖୁସି ପ୍ରକାଶ ପାଇଛି । ଏଥିପାଇଁ ତାଙ୍କୁ ମଧ୍ୟ ଅନେକ ଛାତ୍ର ଯୁବକ ସଂଗଠନ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କୁ
Read More...

ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏସସିବି ସ୍ଥାନାନ୍ତର

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ବଡ଼ ମେଡିକାଲ(ଏସ୍‌ସିବି)କୁ ସ୍ଥାନାନ୍ତର କରାଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦିଲୀପ ବିଶ୍ଵାଳ କହିଛନ୍ତି।ସେ କହିଛନ୍ତି, କମଳା ପୂଜାରୀଙ୍କୁ ଝାଡ଼ା ଓ
Read More...

ଦେଶବ୍ୟାପୀ ଏଡ୍ସ ନିୟନ୍ତ୍ରଣ କର୍ମଚାରୀଙ୍କ ବିରୋଧ ପ୍ରଦର୍ଶନ

ଫୁଲବାଣୀ: ସମଗ୍ର ଦେଶରେ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ କର୍ମଚାରୀ ମାନେ ସେମାନଙ୍କୁ ଦରମା ବୃଦ୍ଧି କରାଯାଇ ନଥିବା ଅହେତୁକ ବିଳମ୍ବ ଏବଂ ଉପେକ୍ଷା ବିରୋଧରେ ୨୨/୮/୨୨ ତାରିଖ ଦିନ ଦେଶବ୍ୟାପୀ ବିରୋଧ ବିରୋଧ ପ୍ରଦର୍ଶନ କରିବା ପାଇଁ ନିଷ୍ପତ୍ତି
Read More...

ଜିଲ୍ଲା ଆଇନ ସାକ୍ଷରତା ଉତ୍ସବ-୨୦୨୨ ପାଳିତ

ଫୁଲବାଣୀ:ଜିଲ୍ଲା ଆଇନ ସେବା ପ୍ରାଧିକରଣ,କନ୍ଧମାଳ ଫୁଲବାଣୀ ଦ୍ୱାରା ଆୟୋଜିତ ଜିଲ୍ଲା ଆଇନ ସାକ୍ଷରତା ଉତ୍ସବ-୨୦୨୨ ସ୍ଥାନୀୟ କୋର୍ଟ ପରିସରରେ ଥିବା ଏ.ଡ଼ି.ଆର କେନ୍ଦ୍ରରେ ପାଳିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଇନ ସାକ୍ଷରତା ଲକ୍ଷ ନେଇ ଏହି ଉତ୍ସବରେ ଯୋଗ ଦେଇ
Read More...

ଆଜି ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ

ପୁରୀ : ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳବାଳକମାନଙ୍କ ସହିତ ଖେଳୁଥିଲେ । ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ
Read More...

ରିଲିଫ ସାମଗ୍ରୀ ନେଇ ଯାଉଥିବା ଡଙ୍ଗା ଓଲଟିଲା

ପୁରୀ : ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ଡ଼ଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀ । ରିଲିଫ ସାମଗ୍ରୀ ନେଇ ଯାଉଥିଲା ସମୟରେ ଭାରସାମ୍ୟ ହରାଇ ଓଲଟିଥିଲା ଡ଼ଙ୍ଗା । ଯାତ୍ରୀ ୁ ଉଦ୍ଧାର କଲା ଓଡ୍ରାଫ ଟିମ । ଡ଼ଙ୍ଗାରେ ଅଧିକ ଓଜନ ଥିବା କାରଣରୁ ଡ଼ଙ୍ଗା ବୁଡି ଯାଇଥିବା ଅନୁମାନ
Read More...