Monthly Archives

August 2022

ସୁବର୍ଣ୍ଣପୁର କଲେଜ ଆକାଉଣ୍ଟରୁ ୭୦ଲକ୍ଷ ଗାଏବ ଘଟଣା, ୪ ଜଣଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ

ସୁବର୍ଣ୍ଣପୁର: ସୋନପୁର କଲେଜର ଆକାଉଣ୍ଟରୁ ୭୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜାଲଚେକ୍‌ ମାଧ୍ୟମରେ ଉଠାଇନେବା ଅଭିଯୋଗରେ ସୋନପୁର ପୋଲିସ ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରିଥିବା ଜଣାପଡିଛି । ଏନେଇ ଏକ
Read More...

ଭତ୍ତା ଓ ହ୍ୱିଲଚେୟାର ପାଇବାରୁ ବଞ୍ଚିତ ବିକଳାଙ୍ଗ ଶିଶୁ : ଖବର ପ୍ରକାଶ ପରେବି ଶୁଣୁନାହାନ୍ତି ବ୍ଲକ ପ୍ରଶାସନ

ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ କୁର୍ଲୁମାଲ ଗାଁର ବିକଳାଙ୍ଗ ଶିଶୁ ସରସ୍ୱତୀ ବରିହା( ୪ ବର୍ଷ ) । ୧୦ ଥରରୁ ଉର୍ଦ୍ଧ୍ୱ ହେବ ପଞ୍ଚାୟତ ଠାରୁ
Read More...

ଲଗାଣ ବର୍ଷାରେ ମୁଣ୍ଡାକାଙ୍ଗା ଗ୍ରାମର ୫ ଜଣଙ୍କ ଘର ଭାଙ୍ଗିଲା

ଘୁ ଉଦୟଗିରି:ଲଘୁଚାପ ଜନିତ ବର୍ଷା କାରଣରୁ ସ୍ଥାନୀୟ ବ୍ଲକ ଅଧିନରେ ଥିବା ଲିଙ୍ଗାଗଡ ପଞ୍ଚାୟତର ମୁଣ୍ଡାକାଙ୍ଗା ଗ୍ରାମର ୫ଜଣଙ୍କ ଘର କାନ୍ଥ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି । ରାନୁମା ଦିଗାଲ, ଟିକେଶ୍ୱର ଦିଗାଲ, ସିଲପି ଦିଗାଲ, ରବିନ୍ଦ୍ର୍ର ପ୍ରଧାନ ସମେତ ଅନ୍ୟ ଜଣଙ୍କ ଘରର କାନ୍ଥ
Read More...

ଯୋଗ କେନ୍ଦ୍ରରେ ଜନ୍ମାଷ୍ଟମୀ ପାଳିତ

ଗଞ୍ଜାମ,୨୧/୮: ବ୍ରହ୍ମପୁରର ଲାଞ୍ଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ମଂଚ ସଭାପତି ପ୍ରଫେସର ଭାସ୍କର ପାଢ଼ୀଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଦିବ୍ୟ ଜୀବନ ସଂଘ ପରିସରରେ ଜନ୍ମାଷ୍ଟମୀ ଉତ୍ସବ ଅତି ଯାକଜମକରେ ପାଳିତ ହୋଇଯାଇଛି । ଉପସ୍ଥିତ ଅର୍ଦ୍ଧଶତାଧିକ ସଦସ୍ୟ
Read More...

ବନ୍ୟା ଜଳରେ ବୁଡି ପୂଜକଙ୍କ ମୃତ୍ୟୁ

ପୁରୀ : କୁଶଭଦ୍ରା ନଦୀ ବନ୍ୟା ଜଳରେ ବୁଡି ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ହୋଇଛି । ମା ଅଡଙ୍ଗେଇ ପୀଠ ପୂଜକଙ୍କ ମୃତ୍ୟୁ ହୋଇଚି । ମୃତକ ହେଉଛନ୍ତି ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର କବିରାଜ ପଣ୍ଡା ବୋଲି ଜଣାପଡିଛି । ସୂଚନା ଥାଉକି ଆଜି ସକାଳେ ଗୋପ ଥାନା ଅନ୍ତର୍ଗତ ଶୋଳପୁର ଗ୍ରାମର ମା
Read More...

ପୁରୀ ଜିଲ୍ଲାର ଏହି ସବୁ ଅଞ୍ଚଳରେ ଆଉ ଦୁଇ ଦିନ ସ୍କୁଲ ବନ୍ଦ

ପୁରୀ : ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ସୁଧୁରି ନାହିଁ । ଅନେକ ଅଞ୍ଚଳ ଜଳବନ୍ଦୀ ଘେରରେ ରହିଛି । ଛାତ୍ରଛାତ୍ରୀ ମାନେ ସ୍କୁଲ୍‌ ଯିବା ସମ୍ଭବ ନୁହେଁ । ଏଣୁ ପୁରୀ ଜିଲ୍ଲାରେ ଯେଉଁ ପଞ୍ଚାୟତରେ ବନ୍ୟାଜଳ ଛାଡି ନାହିଁ ଉକ୍ତ ଅଞ୍ଚଲରେ ଆଉ ଦୁଇ ଦିନ ସ୍କୁଲ୍‌ ବନ୍ଦ୍‌ ନେଇ ନିର୍ଦ୍ଦେଶ ଦେଇଛନ୍ତି
Read More...

ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ଜନ୍ମାଷ୍ଟମୀ ପାଳିତ

ଗଞ୍ଜାମ,୨୧/୮: ଦିବ୍ୟ ଜୀବନ ସଂଘ ମହିଳା ଶାଖା ଆଶ୍ରମ ପରିସରରେ ଗୀତାଚାର୍ଯ୍ୟ ପରମପୁରୁଷ ରାଧା ପ୍ରାଣଧନ ଯଶୋଦା ନନ୍ଦନଙ୍କର ପବିତ୍ର ଜନ୍ମୋତ୍ସବ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବରିଷ୍ଠ ପୁରୋହିତ ଶିପୁ ଭାଇ ଓ ଅରୁଣ କୁମାର ଦାଶଙ୍କ ପୌରହିତ୍ୟରେ
Read More...

ପାରଂପାରିକ ଟେରାକୋଟା ହନୁମାନ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର,୨୧/୮- ସୋନପୁରର ନିଆରା ପର୍ବ ଲଙ୍କାପୋଡି ଆସନ୍ତା ୨୬ ତାରିଖ ଦିନ ପବିତ୍ର ଭାଦ୍ରବ ଅମାବାସ୍ୟା ଦିନ ମହାସମାରୋହରେ ପାଳନ କରାଯିବ । ଏଥିପୂର୍ବରୁ ଏହି ହଜି ଯାଉଥିବା ନିଆରା ପର୍ବକୁ ଉଦଜୀବିତ କରିବାପାଇଁ ଆଜି ସ୍ଥାନୀୟ ଟାଉନ ହଲଠାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ୍ୟରେ
Read More...

ସୁବର୍ଣ୍ଣପୁର କଲେଜରୁ ୭୦ ଲକ୍ଷ ଗାୟବ ଘଟଣାରେ ୪ ଜଣଙ୍କୁ ଗିରଫକଲା ସୁବର୍ଣ୍ଣପୁର ପୋଲିସ

ସୁବର୍ଣ୍ଣପୁର,୨୧/୮- ସୋନପୁର କଲେଜର ଏକାଉଣ୍ଟ ରୁ ୭୦ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଜାଲଚେକ ମାଧ୍ୟମରେ ଉଠାଇନେବା ଅଭିଯୋଗରେ ସୋନପୁର ପୋଲିସ ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବାସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୁଚନା ମିଳିଛି ।
Read More...

ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଘୁ ଉଦୟଗିରି:ଚଳିତ ବର୍ଷ ଘୁ.ଉଦୟଗିରି ସହରରେ ଶାରଦୀୟ ଦୁର୍ଗା ପୂଜା ନିମନ୍ତେ କମିଟି ପକ୍ଷରୁ ଭଞ୍ଜ ମାର୍କେଟ ସମ୍ମୁଖରେ ଅସ୍ଥାୟୀ ଦୁର୍ଗା ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ।ଦୀର୍ଘ ଦୁଇବର୍ଷ ଧରି କରୋନା କଟକଣା ଭିତରେ ଆବଦ୍ଧ ଭିତରେ ମଣ୍ଡପ ଭିତରେ ଭକ୍ତଙ୍କୁ ଦର୍ଶନ ନ ଦେଇ କେବଳ
Read More...