Monthly Archives

August 2022

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ନବରଙ୍ଗପୁର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ୧୫ ଅଗଷ୍ଟ ସୋମବାର ଅପରାହ୍ନ ତିନିଟା ବେଳେ ଓଡ଼ିଶାର ପଚିଶିଟି ଜିଲ୍ଲାର ୧୫୦ଟି ସ୍ଥାନରେ ପ୍ରାୟ ୩ ହଜାର କବି ଓ କବୟିତ୍ରୀଙ୍କୁ ନେଇ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତ
Read More...

ଝିଙ୍କେରପାଲି ଐତିହ୍ୟ ପୀଠରେ ପାଳିତ ହେଲା ସ୍ୱାଧୀନତାର ଅମୃତ ମହୋତ୍ସବ

କଣ୍ଟାମାଳ,୧୭/୮- ସ୍ୱାଧୀନତାର ୭୫ ବର୍ଷ ଅବସରରେ ପାଳିତ ହେଉଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ କାମାଳବ୍ଳକ ଝିଙ୍କେରପାଲିସ୍ଥିତ ଐତିହ୍ୟ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ
Read More...

ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ

ନନ୍ଦାହାଣ୍ଡି,୧୬/୮: ନନ୍ଦାହାଣ୍ଡି ବ୍ଲକ ଠାରେ ନବରଙ୍ଗପୁର ଜିଲ୍ଳାପାଳଙ୍କ ଦ୍ୱାରା ବ୍ଳକସ୍ତରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିି ଜନଶୁଣାଣିରେ ମୋଟ ୪୦ ଗୋଟି ଅଭିଯୋଗର ଶୁଣାଣି ହୋଇଥିବାବେଳେ ୩୫ ଗୋଟି ବ୍ୟକ୍ତିଗତ ଓ ୫ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରିଥିଲେ
Read More...

କେନ୍ଦୁପତ୍ର ତୋଳାଳୀ ଶ୍ରମିକଙ୍କୁ ପ୍ରତାରଣା ବିରୋଧରେ ଓଡିଶା ସରକାର ବିରୋଧରେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର,୧୬ / ୮- ଓଡିଶା କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୩ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧେଇ ଶ୍ରମିକ, ସିଜିନାଲ କର୍ମଚାରୀ ମାନଙ୍କୁ ରାଜ୍ୟ ସରକାର ବାରମ୍ବାର ପ୍ରତାରିତ କରୁଥିବା ପ୍ରତିବାଦରେ ଏକ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବଲାଙ୍ଗୀର
Read More...

ଅମୃତ କଳସ ସୁନା ଦୋକାନ ଡକାୟତି ଘଟଣାରେ ୪ ଜଣଙ୍କୁ ଗିରଫକଲା ପାଟଣାଗଡ ପୋଲିସ

ପାଟଣାଗଡ,୧୬ /୮- ଗତ ଅଗଷ୍ଟ ୫ ତାରିଖ ପାଟଣାଗଡ଼ ସହର ମଧ୍ୟସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନରୁ ୬ ଜଣ ବନ୍ଧୁକଧାରୀ ଡକାୟତ ସ୍ପଷ୍ଟ ଦିବାଲୋକରେ ଦୋକାନ ମାଲିକ ମୁକେଶ ଜୈନକୁ ଗନ ପଏଣ୍ଟ ରେ ରଖି ପାଖାପାଖି ୨ କେଜି ସୁନା ଓ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଦିନ ଦ୍ୱିପହରରେ ସ୍ପଷ୍ଟ
Read More...

ବାଲିଗୁଡ଼ାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

ବାଲିଗୁଡା,୧୬/୮: ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୧ ଟି ବ୍ୟକ୍ତିଗତ ଓ ଦୁଇଟି ଗୋଷ୍ଠୀ ଅଭିଯୋଗର ଶୁଣାଣୀ କରିଛନ୍ତି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ । ଚାରିଦିନର ଲଗାଣ
Read More...

ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡ଼ା ଅଞ୍ଚଳ, ଜାତୀୟ ରାଜପଥ ଉପରେ ୨ଫୁଟ ପାଣି

ବାଲିଗୁଡ଼ା: ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏଥିରୁ ବାଦ୍ ପଡ଼ିନି କନ୍ଧମାଳ ଜିଲ୍ଲା । ଲଗାଣ ବର୍ଷାରେ ଜିଲ୍ଲା ସଦର ମହକୁମା ସମେତ ଅଧିକାଂଶ ଅଞ୍ଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ଲଗାଣ ବର୍ଷାରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟରେ ଥିବା ପୋଖରୀରେ ବର୍ଷା ଜଳ
Read More...

ଆଜାଦୀ କା ଅମୃତ ମହୋତ୍ସବରେ ବିରଳ ଦସ୍ତାବିଜ ପ୍ରଦର୍ଶନୀ

ବୌଦ୍ଧ,୧୪/୮- ଆଜାଦୀ କି ଅମୃତ ମହୋତ୍ସବ ଏବଂ ଦେଶ ସ୍ୱାଧୀନତାରେ ୭୫ ବର୍ଷ ପାଳନ ଅବସରରେ ଏକ ବିରଳ ଦସ୍ତାବିଜ ପ୍ରଦର୍ଶନୀର ଆୟୋଜନ ହୋଇଛି । ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଗବେଷକ ସତ୍ୟନାରାୟଣ ପାଣିଙ୍କ ଦ୍ୱାରା ସ୍ମୃତିରେ ବୌଦ୍ଧ ଗଡଜାତ ଶୀର୍ଷକ ଏକ ଡକ୍ୟୁମେଣ୍ଟ ପ୍ରଦର୍ଶନୀର ଆୟୋଜନ
Read More...

ଦୁର୍ଘଟଣାରେ ଆହତ ଯୁବକ ଏବେ ଶଯ୍ୟାଶାୟୀ, ସରକାରୀ ସହାୟତା ଯୋଗାଇବାକୁ ଦାବି

ପାଟଣାଗଡ଼ : ପାଟଣାଗଡ ବ୍ଳକ ପଣ୍ଡା ମୁଣ୍ଡା ଗାଁର କରୁଣାକର ବରିହା କିଛିଦିନ ତଳେ ଦୁର୍ଘଟଣଗ୍ରସ୍ତ ହୋଇଥିଲେ । ତାଙ୍କର ଚିକିତ୍ସା ପରେ ମଧ୍ୟ ସ୍ୱାସ୍ୟବସ୍ଥାରେ ସୁଧାର ଆସୁନାହିଁ । ସେ ତିନି ମାସରୁ ଉର୍ଦ୍ଧ୍ୱ ହେବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ତାଙ୍କର ଚିକିତ୍ସା ପାଇଁ ଅର୍ଥର ଅଭାବ
Read More...

ବୌଦ୍ଧରେ ନୂତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ,୧୪/୮- ବରିଷ୍ଠ ଓଏଏସ (ଏସ.ଏ.ଜି) ସତ୍ୟରଞ୍ଜନ ସାହୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତ ହେବାପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ସକାଳୁ ଭୁବନେଶ୍ୱରରୁ ବାହାରି ଅପରାହ୍ନ ୫ଟାରେ ବୌଦ୍ଧରେ ପହଞ୍ଚିବା ପରେ ବୌଦ୍ଧର ବିଭିନ୍ନ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା
Read More...