Monthly Archives

August 2022

ମିଶନ ଜୀବିକା ପକ୍ଷରୁ ଧାନ କଳ ଓ ଚୂନା କଳ ବଣ୍ଟନ

ପାରଳାଖେମୁଣ୍ଡି,୩୦/୮- ଗଜପତି ଜିଲ୍ଲା ରାୟଗଡ ବ୍ଳକର ୨୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପାରଳାଖେମୁଣ୍ଡି ଆଦିବାସୀ ଉନ୍ନୟନ ସଂସ୍ଥାର ମିଶନ ଜୀବିକା ପକ୍ଷରୁ ୧୨ ଗୋଟି ଧାନ କଳ ଓ ୮ ଗୋଟି ଚୂନା କଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ ଅଧ୍ୟକ୍ଷ । ପୂର୍ଣ୍ଣବାସୀ ନାୟକ ପ୍ରଦୀପ
Read More...

ଆଉ ଏକ ରେକର୍ଡ ଅପେକ୍ଷାରେ ରୋହିତ, ବିରାଟଙ୍କୁ ପଛରେ ପକାଇବେ

ଦୁବାଇ : ଏସିଆ କପରେ ଭାରତ ପାକିସ୍ତାନକୁ ମାତ୍ ଦେଇ ନିଜର ଅଭିଯାନ ଆରମ୍ଭ କରିଛି । ଏବେ ଭାରତୀୟ ଟିମ୍ ଅଗଷ୍ଟ ୩୧ରେ ହଂକଂ ବିପକ୍ଷରେ ହେବାକୁ ଥିବା ମୁକାବିଲା ଜିତି ସୁପର ଫୋରରେ ପ୍ରବେଶ କରିବାକୁ ଚାହିଁବ । ତେବେ ଏହି ମୁକାବିଲାରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ରହିବ ।
Read More...

ନୂଆଁଖାଇରେ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସିର ଖବର । ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ସହାୟତା । କାଳିଆ ଯୋଜନାରେ ଉପକୃତ ହେବେ ୪୧ ଲକ୍ଷ ଚାଷୀ ।ଖବର ଅନୁଯାୟୀ, ରାଜ୍ୟରେ ଚାଷୀଙ୍କ ସହାୟତା ପାଇଁ ୨୦୧୯ରେ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ବର୍ଷକୁ କିସ୍ତି ଆକାରରେ ଚାଷୀଙ୍କ
Read More...

ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳିତ

ପାରଳାଖେମୁଣ୍ଡି : ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଜାତୀୟ କ୍ରୀଡ଼ା ଦିବସ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କର ଜନ୍ମ ବାର୍ଷିକୀ ଅବସରରେ ସାରା ଦେଶ ଜାତୀୟ କ୍ରୀଡା ଦିବସ ପାଳନ କରୁଛି । ଏହି ଅବସରରେ
Read More...

ଦାଦନ ଶ୍ରମିକମାନଙ୍କ ସଚେତନତା ଶିବିର

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକର ବୁଢ଼ୀବାହାଲ ଗ୍ରାମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଖପ୍ରାଖୋଲର ନେତୃତ୍ୱରେ ଦାଦନ ଶ୍ରମିକମାନଙ୍କ ସଚେତନତା ପାଇଁ ଗୋଟିଏ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଡ଼.ସୁଜିତ କୁମାର ଶତପଥୀଙ୍କ ଅଧ୍ୟକ୍ଷତା କରି ଦାଦନ ଶ୍ରମିକମାନଙ୍କୁ ସରକାରୀ ଯୋଜନା ବିଷୟରେ
Read More...

ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୨୪ ତାରିଖ ରାତିରେ ଆଖି ବୁଜିଥିଲେ ୨ ମାଈ ହାତୀ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ୨ ଜଣ ହେଲେ
Read More...

ଭାରତ ସହ ପୁଣି ବାଣିଜ୍ୟ କାରବାର କରିବାକୁ ବାଧ୍ୟହେଲା ପାକିସ୍ତାନ

ଇସ୍ଲାମାବାଦ : ବେଳେବେଳେ କ୍ରୋଧଜନିତ ନିଷ୍ପତ୍ତି ମହଙ୍ଗା ପଡ଼ିଥାଏ । ପସ୍ତାଇଲା ବେଳକୁ ବହୁତ କ୍ଷତି ହୋଇଯାଇଥାଏ ଏବଂ ନିଷ୍ପତ୍ତିରୁ ଓହରିବାକୁ ବାଧ୍ୟ ହୋଇଥାଏ । ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛି ପଡେ଼ାଶୀ ପାକିସ୍ତାନ । ଭାରତ ସରକାର ୨୦୧୯ ଅଗଷ୍ଟରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦
Read More...

ମାଟି ତଳୁ ବାହାରିଲା ୧.୨୫ କୋଟିର ଗୁପ୍ତଧନ!

ଭୋପାଳ: ଘର ତିଆରି ବେଳେ ମାଟି ତଳୁ ବାହାରିଲା ଗୁପ୍ତ ଧନ । ଟଙ୍କା ସାଙ୍ଗକୁ ବହୁ ମୂଲ୍ୟବାନ ଅଳଙ୍କାର ମିଳିଛି । ଏତେ ସବୁ ଟଙ୍କା ଓ ସୁନାକୁ ଦେଖି ଶ୍ରମିକମାନେ ଘର ମାଲିକଙ୍କୁ ନଜଣାଇ ନିଜ ନିଜ ଭିତରେ ବାଣ୍ଟିନେଲେ । ଶେଷରେ ଧରାପଡିଲେ । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ
Read More...

କିଆକଟା ପଞ୍ଚାୟତବାସୀଙ୍କ ସମସ୍ୟା ଶୁଣିଲେ ନଳିନୀ ପ୍ରଧାନ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

କିଆକଟା : ଗତ ଲଘୁଚାପ ବର୍ଷାରେ ମହାନଦୀରେ ବନ୍ୟା ଯୋଗୁଁ ଆଠମଲ୍ଲିକ ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି । ସେଥି ମଧ୍ୟରୁ ତିନୋଟି ପଞ୍ଚାୟତ ଯଥା-ଅଏଡା, ଲୁହାସିଙ୍ଗା, ଜାମୁଡୋଲି ଅଧିକ କ୍ଷତିଗ୍ରସ୍ତ ହେବା ସହ ୨୬ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲେ । ଏହି ସବୁ
Read More...

ଜାତୀୟ କ୍ରୀଡା ସପ୍ତାହରେ ଆୟୋଜିତ ହେଲା ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା

ସୁବର୍ଣ୍ଣପୁର: ଜାତୀୟ କ୍ରୀଡା ସପ୍ତାହ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଏବଂ ସୁବର୍ଣ୍ଣପୁର ଜିଲ୍ଲା ସନ୍ତରଣ ସଂଘ ତରଫରୁ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଜିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ
Read More...