Monthly Archives

August 2022

ଚନ୍ଦ୍ରଭାଗା ବେଳାଭୂମିରୁ ସନ୍ଦେହଜନକ ଭାବେ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ : କୋଣାର୍କ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ମାତ୍ର ୧୦୦ ମିଟର ଦୂର ବେଳାଭୂମିରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ଚନ୍ଦ୍ରଭାଗା ସାମୁଦ୍ରିକ ଥାନା କର୍ମଚାରୀ ସମୁଦ୍ର କୂଳରେ ତଦାରଖ ସମୟରେ ସମୁଦ୍ରରେ ଜଣେ ଯୁବକ ଭାସୁଥିବା ଦେଖିବାକୁ ପାଇଥିଲେ ।
Read More...

ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ, ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ଗଭୀର ସମୁଦ୍ରରେ ଭାସି ମୃତ୍ୟୁ ବରଣ କଲେ ପର୍ଯ୍ୟଟକ । ମୃତ ପର୍ଯ୍ୟଟକ ଜଣକ ହେଉଛନ୍ତି ଛତିଶଗଡ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ସମୁଦ୍ର କୂଳ ସେକ୍ଟର ୧ନଂ ରେ ମିନାକ୍ଷୀ ତାଙ୍କର ସାଙ୍ଗଙ୍କ ସହ ସମୁଦ୍ରରେ ସ୍ନାନ କରୁଥିବା ବେଳେ ଗଭୀର ସମୁଦ୍ର
Read More...

ଭାରସାମ୍ୟ ହରେଇ କାର ଦୁର୍ଘଟଣାଗ୍ରସ୍ତ, ୩ ଆହତ

ଘୁ ଉଦୟଗିରି: କଳିଙ୍ଗା ଡିଏଭି ନିକଟରେ ଭାରସାମ୍ୟ ହରେଇ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ବାଲିଗୁଡାଠାରୁ ବ୍ରହ୍ମପୁର ଏକ କାର ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । କାର ମଧ୍ୟରେ ଜଣେ ନାବାଳକ ସମେତ ଦୁଇ ମହିଳା ଯାତ୍ରା କରୁଥିବା ସୂଚନା ମିଳିଛି ।
Read More...

ବିଷାକ୍ତ ସାପ କାମୁଡାରେ ନାବାଳିକାର ମୃତ୍ୟୁ

ଦଶପଲ୍ଲା : ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଲଗାଣ ବର୍ଷାରେ ଉବୁଟୁବୁ ସାରା ଦଶପଲ୍ଲା । ଏହି ଲଗାଣ ବର୍ଷା ଯୋଗୁଁ ସରୀସୃପ ଏବଂ ଜୀବଜନ୍ତୁ ମାନେ ଜନବସତି ମୁହାଁ ହେଉଥିବାବେଳେ ଦଶପଲ୍ଲା ଅଂଚଳରେ ଦିନକୁଦିନ ବଢିଚାଲିଛି ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା । ଗତକାଲି ରାତ୍ରରେ ଦଶପଲ୍ଲା
Read More...

ବିହାରରେ ଭାଙ୍ଗିଲା ଜେଡିୟୁ-ବିଜେପି ମେଣ୍ଟ ସରକାର, ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ

ପାଟନା : ଶେଷରେ ବିହାରରେ ବିଜେପି-ଜେଡିୟୁ ମେଣ୍ଟ ସରକାର ଭାଙ୍ଗିଛି । ସୂଚନାନୁସାରେ, ସିଏମ ନୀତୀଶ କୁମାରଙ୍କ ବାସଭବନରେ ଜେଡିୟୁ ବିଧାୟକମାନଙ୍କ ବୈଠକରେ ବିଜେପିଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଧାୟକଙ୍କ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଜେଡିୟୁ ଆଉ ବିଜେପି
Read More...

ସିନ୍ଦେ ସରକାରରେ ସାମିଲ ହେଲେ ୧୮ ମନ୍ତ୍ରୀ, ବିଜେପି ଖାତାରେ ୯ ମନ୍ତ୍ରୀ

ନୂଆଦିଲ୍ଲୀ : ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ୧୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ପ୍ରଥମ ଥର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ଏକନାଥ ସିନ୍ଦେ। ଗତ କିଛି ଦିନ ହେଲାଣି
Read More...

ନବରଙ୍ଗପୁରରେ କ୍ରାନ୍ତି ଦିବସ ପାଳନ

ନବରଙ୍ଗପୁର: ନବରଙ୍ଗପୁର ଆରସିଡି ଉଚ୍ଚ ବିଦ୍ୟାଳୟ ପରିସରରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ବିକାଶ ପରିଷଦ, ନେହେରୁ ଯୁବ କେନ୍ଦ୍ର, ପ୍ରୋଜେକ୍ଟ ପଏଣ୍ଟ ଆନୁକୂଲ୍ୟରେ ଏହି ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନାୟକ,
Read More...

ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକର ଗରଡମା ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ୨୧୩ ଗୋଟି ଅଭିଯୋଗ ଆସିଥିଲା ବେଳେ ୨୧ ଗୋଟି ଅଭିଯୋଗର ତୁରନ୍ତ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଥିଲା ।
Read More...

ନବରଙ୍ଗପୁର “ଓଡିଶା ଏ ୧ ନିୟୁଜ’ ଅଫିସରୁ ଚୋରି

ନବରଙ୍ଗପୁର : ନବରଙ୍ଗପୁର ମାଝୀଗୁଡା ସ୍ଥିତ ଏସପି ଅଫିସ ପଛପଟେ "ଓଡିଶା ଏ ୧ ନିୟୁଜ' ଚ୍ୟାନେଲ କାର୍ଯ୍ୟାଳୟରେ ଗତ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ରାତିରେ ଚୋର ମାନେ"ଓଡିଶା ଏ ୧ ନିୟୁଜ' ଚ୍ୟାନେଲ ଅଫିସର ଝରକା ଭାଙ୍ଗି ଅଫିସ ଭିତରେ ପଶି କ୍ୟାମେରା, ମୋବାଇଲ, ମାଇକ, ଟଙ୍କା ଏବଂ
Read More...

ଭାରସାମ୍ୟ ହରାଇ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳେ ‘ଡେଜି’ ନାମକ ଏହି ଯାତ୍ରୀବାହୀ ବସ୍‌ଟି ଅନୁଗୋଳ ଜିଲ୍ଲାର କିଶୋରନଗରରୁ ସୁନ୍ଦରଗଡ଼ ଯାଉଥିଲା। ବସ୍‌ରେ ୩୫ ଜଣ ଯାତ୍ରୀ
Read More...